ଏଥର ପଞ୍ଚାୟତ ନିର୍ବାଚନ ଏକ ପ୍ରହସନ ହୋଇଛି: ନରସିଂହ

ଭୁବନେଶ୍ୱର: ଏଥର ପଞ୍ଚାୟତ ନିର୍ବାଚନ ଏକ ପ୍ରହସନରେ ପରିଣତ ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ନିରସିଂହ ମିଶ୍ର। ସେ କହିଛନ୍ତି,“ମୁଁ କହିବି ଏଥର ପଞ୍ଚାୟତ ନିର୍ବାଚନ ଏକ ପ୍ରହସନ ହୋଇଛି। ତା’ର ପ୍ରାମଣ ହେଉଛି, ତିନୋଟି ଯାକ ମୁଖ୍ୟ ଦଳ ସ୍ୱୀକାର କରିଛନ୍ତି ଯେ ଏଥର ନିର୍ବାଚନରେ ବହୁ ପରିମାଣରେ ଅର୍ଥର ବ୍ୟବହାର ହୋଇଛି। ଅର୍ଥ ବଳ ଏକ ପ୍ରମୁଖ ବଳ ହୋଇଛି ନିର୍ବାଚନ ଜିତିବା ପାଇଁ। ପୁନର୍ବାର ସବୁ ଦଳ ଏକ ସ୍ୱରରେ […]

narasingha

narasingha

Rakesh Mallick
  • Published: Sunday, 26 February 2017
  • Updated: 26 February 2017, 10:46 PM IST

Sports

Latest News

ଭୁବନେଶ୍ୱର: ଏଥର ପଞ୍ଚାୟତ ନିର୍ବାଚନ ଏକ ପ୍ରହସନରେ ପରିଣତ ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ନିରସିଂହ ମିଶ୍ର।

ସେ କହିଛନ୍ତି,“ମୁଁ କହିବି ଏଥର ପଞ୍ଚାୟତ ନିର୍ବାଚନ ଏକ ପ୍ରହସନ ହୋଇଛି। ତା’ର ପ୍ରାମଣ ହେଉଛି, ତିନୋଟି ଯାକ ମୁଖ୍ୟ ଦଳ ସ୍ୱୀକାର କରିଛନ୍ତି ଯେ ଏଥର ନିର୍ବାଚନରେ ବହୁ ପରିମାଣରେ ଅର୍ଥର ବ୍ୟବହାର ହୋଇଛି। ଅର୍ଥ ବଳ ଏକ ପ୍ରମୁଖ ବଳ ହୋଇଛି ନିର୍ବାଚନ ଜିତିବା ପାଇଁ। ପୁନର୍ବାର ସବୁ ଦଳ ଏକ ସ୍ୱରରେ କହିଛନ୍ତି ଯେ ଚଳିତ ପଞ୍ଚାୟତ ନିର୍ବାଚନରେ ହିଂସା ଆଚରଣ କରାଯାଇଛି। ଏହି ନିର୍ବାଚନରେ ଯେତେ ପରିମାଣରେ ହିଂସାକାଣ୍ଡ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି ତାହା ଆଗରୁ କେବେ ହୋଇ ନ ଥିଲା।”

ନରସିଂହ ଆହୁରି କହିଛନ୍ତି,“ଯଦି ସମସ୍ତ ଦଳ ସ୍ୱୀକାର କଲେ ଅର୍ଥ ବଳ, ବାହୁ ବଳ ବ୍ୟବହାର କରାଯାଇଛି, ତା’ହେଲେ ପଞ୍ଚାୟତ ନିର୍ବାଚନ ଏକ ପ୍ରହସନ।”

ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ସେ କହିଛନ୍ତି,“ଦଳର ବିପର୍ଯ୍ୟୟ ନେଇ ଆଲୋଚନା କରାଯିବ ଓ କାରଣ ଖୋଜାଯିବ।”

ପଞ୍ଚାୟତ ନିର୍ବାଚନର ଫଳାଫଳକୁ ନେଇ ସେ ଗଣମାଧ୍ୟମକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି,“ଗଣମାଧ୍ୟମ ଏକ ନିର୍ଦ୍ଦିଷ୍ଟ ଦଳର ପ୍ରଚାରକ ହିସାବରେ କାର୍ଯ୍ୟ କରିଥିବା ଭଳି ଜନସାଧାରଣ ଅନୁଭବ କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story