୧ ଅଗଷ୍ଟ, ରବିବାର: କୌଣସି ଗୋଳମାଳିଆ ପରିସ୍ଥିତିରେ ପଡ଼ିପାରନ୍ତି

ମେଷ: ବନ୍ଧୁମାନଙ୍କ ସାହାଯ୍ୟ ମିଳିବ। ପରିବାରରେ ଥିବା ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ। ବୃଷ: ମାନସିକ ଅସ୍ଥିରତା ମଧ୍ୟ ଦେଇ ଗତି କରିବେ। କାହାର କଡ଼ା କଥା ଆପଣଙ୍କୁ ବିଚଳିତ କରିପାରେ। ପୂର୍ବ ଯୋଜନା ଅନୁଯାୟୀ କାର୍ଯ୍ୟ ଗୁଡ଼ିକ ସଂପନ୍ନ ହୋଇ ନପାରେ। ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ଶୁଭ ଫଳ ମିଳିବ। କର୍କଟ: ସାମାଜିକ ପ୍ରତିଷ୍ଠା ବୃଦ୍ଧି […]

pradeep-purohit

pradeep-purohit

Jitendra Garnayak
  • Published: Sunday, 01 August 2021
  • Updated: 01 August 2021, 07:48 AM IST

Sports

Latest News

ମେଷ: ବନ୍ଧୁମାନଙ୍କ ସାହାଯ୍ୟ ମିଳିବ। ପରିବାରରେ ଥିବା ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ।

ବୃଷ: ମାନସିକ ଅସ୍ଥିରତା ମଧ୍ୟ ଦେଇ ଗତି କରିବେ। କାହାର କଡ଼ା କଥା ଆପଣଙ୍କୁ ବିଚଳିତ କରିପାରେ। ପୂର୍ବ ଯୋଜନା ଅନୁଯାୟୀ କାର୍ଯ୍ୟ ଗୁଡ଼ିକ ସଂପନ୍ନ ହୋଇ ନପାରେ।

ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ଶୁଭ ଫଳ ମିଳିବ।

କର୍କଟ: ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ବ୍ୟବସାୟରେ ସଫଳତା ମିଳିବ।

ସିଂହ: ବିଳମ୍ବ ହେଲେ ବି ସମସ୍ତ କାର୍ଯ୍ୟ ସଂପନ୍ନ ହେବ। ଆଶା ରଖିଥିବା ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ନେଇ କାହା ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।

କନ୍ୟା: ଶାନ୍ତ ରହିବେ। ଅର୍ଥ ବ୍ୟୟ ହେବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି।

ତୁଳା: ବହୁଦିନରୁ ଅଟକି ରହିଥିବା କାର୍ଯ୍ୟକୁ ଆଜି ପୁଣି ଆରମ୍ଭ କରିବାକୁ ଚେଷ୍ଟା କରିବେ। କୌଣସି ଗୋଳମାଳିଆ ପରିସ୍ଥିତିରେ ପଡ଼ିପାରନ୍ତି।

ବିଛା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଆୟ ବଢ଼ିବ। ମହିଳାମାନେ ପ୍ରଶଂସା ପାଇବେ।

ଧନୁ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ। କର୍ମକ୍ଷେତ୍ରରେ କୌଣସି ଘଟଣାକୁ ନେଇ ମନ ଭଲ ରହିବ ନାହିଁ।

ମକର: ପୁରାତନ ରୋଗରୁ ଉପଶମ ମିଳିବ। କାହା ସହିତ ଶତ୍ରୁତା ଯୋଗୁ ମନ ଭଲ ରହି ନପାରେ। ପରିବାରରେ ସାମାନ୍ୟ ଅଶାନ୍ତି ଦେଖାଦେବ।

କୁମ୍ଭ: କୌଣସି ସମ୍ପର୍କୀୟଙ୍କ ସହ ବିବାଦ ହୋଇପାରେ। କର୍ମକ୍ଷେତ୍ରରେ ଦିନଟି ଭଲରେ କଟିବ ନାହିଁ। ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

ମୀନ: ଦିନଟି ଖୁବ୍ ଭଲ ରହିବ। ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story