୨୦ ଅଗଷ୍ଟ, ଶୁକ୍ରବାର: କର୍ମକ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟକୁ ଆଜି ସଂପୂର୍ଣ୍ଣ କରିବେ। ପରିବାରରେ ଶାନ୍ତି ବଜାୟ ରହିବ। ବୃଷ: ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ। ମିଥୁନ: ମାନସମ୍ମାନ ବୃଦ୍ଧିପାଇବ। କୌଣସି କାର୍ଯ୍ୟରେ ଆଶା ଠାରୁ ଅଧିକ ବ୍ୟୟ ହେବ। ଦୁର୍ଘଟଣା ଭୟ ରହିଛି, ତେଣୁ ସତର୍କ ରୁହନ୍ତୁ। କର୍କଟ: ଆୟ ଭଲ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବେ। ପରିବାରରେ ହସଖୁସିର ପରିବେଶ ରହିବ। ସିଂହ: କର୍ମ […]

Kotiaa

Kotiaa

Jitendra Garnayak
  • Published: Friday, 20 August 2021
  • Updated: 20 August 2021, 07:58 AM IST

Sports

Latest News

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟକୁ ଆଜି ସଂପୂର୍ଣ୍ଣ କରିବେ। ପରିବାରରେ ଶାନ୍ତି ବଜାୟ ରହିବ।

ବୃଷ: ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।

ମିଥୁନ: ମାନସମ୍ମାନ ବୃଦ୍ଧିପାଇବ। କୌଣସି କାର୍ଯ୍ୟରେ ଆଶା ଠାରୁ ଅଧିକ ବ୍ୟୟ ହେବ। ଦୁର୍ଘଟଣା ଭୟ ରହିଛି, ତେଣୁ ସତର୍କ ରୁହନ୍ତୁ।

କର୍କଟ: ଆୟ ଭଲ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବେ। ପରିବାରରେ ହସଖୁସିର ପରିବେଶ ରହିବ।

ସିଂହ: କର୍ମ କ୍ଷେତ୍ରରେ ଉନ୍ନତି ହେବ। ବିଭିନ୍ନ ସମସ୍ୟାର ସମାଧାନ ହେବ। ମହିଳାମାନେ ସୁଖୀ ହେବେ।

କନ୍ୟା: ଅର୍ଥଲାଭର ସୁଯୋଗ ଆସିବ। କିନ୍ତୁ ଅତ୍ୟଧିକ ବ୍ୟୟ ମଧ୍ୟ ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।

ତୁଳା: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଭଲ ରୋଜଗାର ହେବ। ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ସହଯୋଗ ପାଇବେ।

ବିଛା: ବ୍ୟବସାୟରେ କ୍ଷତି ହୋଇପାରେ। ଚାକିରି କ୍ଷେତ୍ରରେ ବିବାଦ ଦେଖା ଦେଇପାରେ।

ଧନୁ: କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ଅନ୍ୟମାନେ ସାହାଯ୍ୟ କରିବାକୁ ଆଗେଇ ଆସିବେ।

ମକର: କର୍ମକ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ। ସହଯୋଗୀ ମାନଙ୍କ ସହିତ ମତାନ୍ତର ହୋଇପାରେ। ଅସୁସ୍ଥ ଅନୁଭବ କରିପାରନ୍ତି।

କୁମ୍ଭ: ବ୍ୟବସାୟରେ ଭଲ ଲାଭ ମିଳିବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମୀନ: ଅଟକି ରହିଥିବା କାର୍ଯ୍ୟ ବନ୍ଧୁଙ୍କ ସହଯୋଗରେ ସଂପନ୍ନ ହୋଇପାରେ। ଅର୍ଥଲାଭ ହେବ। ଶତ୍ରୁ ମାନଙ୍କ ଉପରେ ବିଜୟ ଲାଭ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story