୨୧ ଅଗଷ୍ଟ, ଶନିବାର: ଦିନଟି ଶୁଭଫଳ ପ୍ରଦାନ କରିବ

ମେଷ: ଆଶା ପୂରଣ ହୋଇପାରେ। ଚିନ୍ତା ଦୂର ହେବ। ଅଫିସ୍‌ରେ ଦିନଟି ଭଲରେ କଟିବ। ବୃଷ: ପ୍ରତିଟି କାର୍ଯ୍ୟରେ ବାଧା ଉପୁଜିପାରେ। ମନ ଅଶାନ୍ତ ରହିବ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ। ମିଥୁନ: ବ୍ୟବସାୟରେ କ୍ଷତି ହେବ। ପରିବାରର କୌଣସି ସଦସ୍ୟଙ୍କ ସହିତ ଝଗଡ଼ା ହୋଇପାରେ। କର୍କଟ: ପୂର୍ବ ବିବାଦର ସମାଧାନ ହୋଇଯିବ। ବନ୍ଧୁମାନଙ୍କ ସହଯୋଗ ପାଇ ମନ ଖୁସି ରହିବ। ସିଂହ: ଶୁଭ ଫଳ ପ୍ରାପ୍ତି ହେବ। ଆୟ ଭଲ ରହିବ। ମାନସିକ ଶାନ୍ତି […]

Young Girl

Young Girl

Jitendra Garnayak
  • Published: Saturday, 21 August 2021
  • Updated: 21 August 2021, 10:30 AM IST

Sports

Latest News

ମେଷ: ଆଶା ପୂରଣ ହୋଇପାରେ। ଚିନ୍ତା ଦୂର ହେବ। ଅଫିସ୍‌ରେ ଦିନଟି ଭଲରେ କଟିବ।

ବୃଷ: ପ୍ରତିଟି କାର୍ଯ୍ୟରେ ବାଧା ଉପୁଜିପାରେ। ମନ ଅଶାନ୍ତ ରହିବ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।

ମିଥୁନ: ବ୍ୟବସାୟରେ କ୍ଷତି ହେବ। ପରିବାରର କୌଣସି ସଦସ୍ୟଙ୍କ ସହିତ ଝଗଡ଼ା ହୋଇପାରେ।

କର୍କଟ: ପୂର୍ବ ବିବାଦର ସମାଧାନ ହୋଇଯିବ। ବନ୍ଧୁମାନଙ୍କ ସହଯୋଗ ପାଇ ମନ ଖୁସି ରହିବ।

ସିଂହ: ଶୁଭ ଫଳ ପ୍ରାପ୍ତି ହେବ। ଆୟ ଭଲ ରହିବ। ମାନସିକ ଶାନ୍ତି ପାଇବେ।

କନ୍ୟା: ଅର୍ଥଲାଭର ସୁଯୋଗ ରହିଛି। ପରିବାରରେ ସୁଖଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟ ଠିକ୍ ରହିବ।

ତୁଳା: କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ପାରିବାରିକ ସ୍ଥିତି ଠିକ୍ ରହିବ।

ବିଛା: ଦିନଟି ଶୁଭଫଳ ପ୍ରଦାନ କରିବ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ସୁସ୍ୱାଦୁ ଭୋଜନ କରିବେ।

ଧନୁ: ସତର୍କ ରୁହନ୍ତୁ, ଦୁର୍ଘଟଣା ଘଟିପାରେ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ମକର: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଜମି, ଘର ଅବା ଗାଡ଼ି ଆଦି କିଣିବା ପାଇଁ ସୁଯୋଗ ଆସିବ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ: ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ବଢ଼ିବ। ଚାକିରି କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିଛି।

ମୀନ: ସମାଜରେ ମାନ-ସମ୍ମାନ ବଢ଼ିବ। ଅର୍ଥର ଆଗମନ ହେବ। ଅସୁସ୍ଥ ଅନୁଭବ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story