୨୨ ଅଗଷ୍ଟ, ରବିବାର: ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରି ପାରନ୍ତି

ମେଷ: ସହକର୍ମୀମାନେ ଈର୍ଷା କରିପାରନ୍ତି। କିନ୍ତୁ କେହି କ୍ଷତି ପହଞ୍ଚାଇ ପାରିବେ ନାହିଁ। କଳା, ସାହିତ୍ୟ ଓ କ୍ରୀଡ଼ା ଆଦି କ୍ଷେତ୍ରରେ ପ୍ରଶଂସା ମିଳିବ। ବୃଷ: ଶରୀର ସୁସ୍ଥ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିବେ। ଶତ୍ରୁମାନେ ପରାଜିତ ହେବେ। ମିଥୁନ: ଗୁରୁଜନଙ୍କ ସହଯୋଗ ପ୍ରାପ୍ତି ହେବ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରି ପାରନ୍ତି। କର୍କଟ: ସାମାଜିକ ପତିଆରା ବଜାୟ ରହିବ। ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ପାଇବେ। ବନ୍ଧୁଙ୍କ ସହଯୋଗ ମିଳିବ। […]

Shankar Parida

Shankar Parida

Jitendra Garnayak
  • Published: Sunday, 22 August 2021
  • Updated: 22 August 2021, 08:25 AM IST

ମେଷ: ସହକର୍ମୀମାନେ ଈର୍ଷା କରିପାରନ୍ତି। କିନ୍ତୁ କେହି କ୍ଷତି ପହଞ୍ଚାଇ ପାରିବେ ନାହିଁ। କଳା, ସାହିତ୍ୟ ଓ କ୍ରୀଡ଼ା ଆଦି କ୍ଷେତ୍ରରେ ପ୍ରଶଂସା ମିଳିବ।

ବୃଷ: ଶରୀର ସୁସ୍ଥ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିବେ। ଶତ୍ରୁମାନେ ପରାଜିତ ହେବେ।

ମିଥୁନ: ଗୁରୁଜନଙ୍କ ସହଯୋଗ ପ୍ରାପ୍ତି ହେବ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରି ପାରନ୍ତି।

କର୍କଟ: ସାମାଜିକ ପତିଆରା ବଜାୟ ରହିବ। ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ପାଇବେ। ବନ୍ଧୁଙ୍କ ସହଯୋଗ ମିଳିବ।

ସିଂହ: ଆୟ ଓ ବ୍ୟୟ ସମାନ ରହିବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ।

କନ୍ୟା: ଅର୍ଥଲାଭ ହେବ। ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ। ଶତ୍ରୁମାନେ ମିତ୍ର ଭଳି ଆଚରଣ କରିବେ।

ତୁଳା: କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତା ଅନ୍ୟମାନଙ୍କୁ ପ୍ରଭାବିତ କରିବ। ପରିବାରରେ ଶାନ୍ତି ବଜାୟ ରହିବ।

ବିଛା: ଆଗକୁ ବଢ଼ିବା ପାଇଁ ନୂଆ ଯୋଜନା କରିବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

ଧନୁ: ଅଚାନକ ଧନପ୍ରାପ୍ତି ହେବ। କୌଣସି ପ୍ରସଙ୍ଗରେ ମନରେ ଥିବା ଭୟ ଓ ଆଶଙ୍କା ଆଜି ଦୂର ହୋଇଯିବ।

ମକର: ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ। ଜାଗା, ଘର ଓ ଗାଡ଼ି ଆଦି କ୍ରୟ କରିବାକୁ ମନ ବଳାଇପାରନ୍ତି।

କୁମ୍ଭ: ସନ୍ତାନଙ୍କ ଇଚ୍ଛାକୁ ଗୁରୁତ୍ୱ ଦେବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ରୋଜଗାର ବଢ଼ିବ। ଋଣରୁ ମୁକ୍ତି ମିଳିବ।

ମୀନ: ଦିନଟି ଭଲରେ କଟିବ। ଶୁଭଫଳ ପ୍ରାପ୍ତି ହେବ। ଆୟ ବି ବଢ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story