୨୨ ଅଗଷ୍ଟ, ଶନିବାର: ଅନ୍ୟକୁ ଦେଇଥିବା କଥା ରଖିବା କଷ୍ଟକର ହୋଇପଡ଼ିବ

ମେଷ: ସବୁ ଦୃଷ୍ଟିରୁ ଦିନଟି ଭଲ ରହିବ। ଉତ୍ତମ ଭୋଜନ ମିଳିବ। ପରିବାର ଲୋକଙ୍କ ସହିତ ଦିନଟି କାଟିବେ। ବୃଷ: ପ୍ରତି କାର୍ଯ୍ୟରେ ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରିବେ। ପରିବାରରେ କିଛି ସମସ୍ୟା ଉପୁଜିପାରେ। ପଡ଼ୋଶୀଙ୍କ ସାହାଯ୍ୟ ମିଳିବ। ମିଥୁନ: କୌଣସି ବନ୍ଧୁ ଭେଟିବାକୁ ଆସିପାରନ୍ତି। ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଖୁସି କରାଇବେ। ଆଜି ମିଠା ଖାଇ ଘରୁ ବାହାରନ୍ତୁ, ସୁଫଳ ମିଳିବ। କର୍କଟ: ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରତିଟି କାର୍ଯ୍ୟ ସଂପାଦନ କରିବେ। ସମ୍ମାନର […]

Daily Horoscope

Daily Horoscope

Jitendra Garnayak
  • Published: Saturday, 22 August 2020
  • Updated: 22 August 2020, 09:02 AM IST

Sports

Latest News

ମେଷ: ସବୁ ଦୃଷ୍ଟିରୁ ଦିନଟି ଭଲ ରହିବ। ଉତ୍ତମ ଭୋଜନ ମିଳିବ। ପରିବାର ଲୋକଙ୍କ ସହିତ ଦିନଟି କାଟିବେ।

ବୃଷ: ପ୍ରତି କାର୍ଯ୍ୟରେ ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରିବେ। ପରିବାରରେ କିଛି ସମସ୍ୟା ଉପୁଜିପାରେ। ପଡ଼ୋଶୀଙ୍କ ସାହାଯ୍ୟ ମିଳିବ।

ମିଥୁନ: କୌଣସି ବନ୍ଧୁ ଭେଟିବାକୁ ଆସିପାରନ୍ତି। ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଖୁସି କରାଇବେ। ଆଜି ମିଠା ଖାଇ ଘରୁ ବାହାରନ୍ତୁ, ସୁଫଳ ମିଳିବ।

କର୍କଟ: ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରତିଟି କାର୍ଯ୍ୟ ସଂପାଦନ କରିବେ। ସମ୍ମାନର ଅଧିକାରୀ ହେବେ। ସୁସମ୍ବାଦ ପାଇ ଖୁସି ହେବେ।

ସିଂହ: ଘର ପାଇଁ ହାତଖୋଲା ଖର୍ଚ୍ଚ କରିବେ। ଅନ୍ୟକୁ ଦେଇଥିବା କଥା ରଖିବା କଷ୍ଟକର ହୋଇପଡ଼ିବ। ଖାଦ୍ୟପେୟ ଠିକ ରଖିବାକୁ ଚେଷ୍ଟା କରନ୍ତୁ।

କନ୍ୟା: ହାତକୁ କିଛି ଅର୍ଥ ଆଗମନର ସୂଚନା ରହିଛି। ନିଜ ଉପରେ ଭରସା ବଢ଼ିବ। ଅସୁସ୍ଥ ଅନୁଭବ କରିବେ।

ତୁଳା: ଋଣ ପରିଶୋଧ କରିବାକୁ ପଡ଼ିବ। ଯେତେ ଚେଷ୍ଟା କଲେ ମଧ୍ୟ କିଛି କାମ ବାକି ରହିଯିବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଛା: ସମ୍ମାନିତ ବ୍ୟକ୍ତିଙ୍କ ସହାୟତାରୁ ଲାଭବାନ ହେବେ। ନିଜର ଦକ୍ଷତା ଓ ପରିଶ୍ରମ ବଳରେ ଉନ୍ନତି କରିବେ। କଳ୍ପନାବିଳାସୀ ହେବେ।

ଧନୁ: ଅସଜଡ଼ା କାମ ଗୁଡ଼ିକୁ ସଜାଡ଼ିବାରେ ଲାଗିବେ। ଆଧ୍ୟାତ୍ମିକ ପରିବେଶରେ ସମୟ ବିତାଇବେ। କୌଣସି ଅସୁବିଧା ନ ଥିଲେ ମଧ୍ୟ ମନ ଅସ୍ଥିର ରହିବ।

ମକର: ବ୍ୟବସାୟରେ ଭଲ ଲାଭ ମିଳିବ। ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସମ୍ବାଦ ପ୍ରାପ୍ତି ସହ ମନବଳ ବୃଦ୍ଧି ପାଇବ।

କୁମ୍ଭ: ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିପାରେ। ଗୁପ୍ତ ଶତ୍ରୁମାନେ ସମସ୍ୟା ସୃଷ୍ଟି କରିବେ। ପରିଶ୍ରମ ଜନିତ କ୍ଲାନ୍ତି ଅନୁଭବ କରିବେ।

ମୀନ: ପରିବାରରେ ଖୁସି ବଜାୟ ରହିବ। କଳ୍ପନା ଭିତରେ ବୁଡ଼ିରହି ଆତ୍ମସନ୍ତୋଷ ଲାଭ କରିବେ। ସବୁ ଦିଗରୁ ଆଦର ସମ୍ମାନ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story