ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୋଟିଏ ପର୍ଯ୍ୟାୟ ବୈଠକ ଶେଷ; ବୈଠକ ପରେ ଦଳର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ କହିଲେ- ଫୋକସ୍‌ରେ ଥିଲା ସଂଗଠନ ଓ ୨୦୧୯ ନିର୍ବାଚନ ବିଜୟ, କର୍ମୀଙ୍କୁ ଦେଇଥିବା ଟାସ୍କରେ ଖୁସି ପ୍ରକାଶ କଲେ ଅମିତ ଶାହା

tito-1

Rakesh Mallick
  • Published: Sunday, 01 July 2018
  • , Updated: 01 July 2018, 02:05 PM IST

Related story