୩ ବର୍ଷରେ ସରିବ ୩ ଲକ୍ଷ କୋଟି ଟଙ୍କାର ରାଜମାର୍ଗ ପ୍ରକଳ୍ପ, ଆମେରିକା ଭଳି ହେବ ଓଡ଼ିଶାର ରାସ୍ତା

କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଗୁରୁବାର ବରମୁଣ୍ଡା ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶାରେ ୪୧୩୭କୋଟି ଟଙ୍କାର ୧୫୪କିମି ଲମ୍ବ ବିଶିଷ୍ଟ ୧୯ଟି ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ୱାକଫ ଛାଟ

କେନ୍ଦ୍ର ସରକାରଙ୍କୁ ଆଜି ସୁପ୍ରିମକୋର୍ଟ ୱାକଫ ସଂଶୋଧନ ଆଇନ ପ୍ରସଙ୍ଗରେ ଶକ୍ତ ଝଟକା ଦେଇଛନ୍ତି। ଆଇନରେ ଥିବା ଏକାଧିକ ବ୍ୟବସ୍ଥା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ବଳି କା ବୋଦା ହେଲେ ଅଭିଷେକ ନାୟର!

ରିପୋର୍ଟରେ କୁହାଯାଇଥିଲା ଯେ ଜଣେ ନିର୍ଦ୍ଦିଷ୍ଟ ଖେଳାଳି ଭାରତୀୟ ଟିମର ଅନ୍ତରୀଣ ଅଧିନାୟକ ହେବାକୁ ଚାହୁଁଛନ୍ତି। ଏହାପରେ ସବୁଠାରୁ ସ୍ତବ୍ଧ କରିବା ଭଳି ଖବର ଆସିଥିଲା ଯେ ଲିକ ନ୍ୟୁଜ ପାଇଁ ମୁଖ୍ୟ କୋଚ ...

ନ୍ୟାଶନାଲ ହେରାଲ୍ଡ ମାମଲା, ୯୦ କୋଟି ଋଣ ଓ ଗାନ୍ଧି ମା’ ପୁଅ

ଏହି ମାମଲା ନୂଆ ନୁହେଁ। ଏହାର ତଦନ୍ତ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହେଲା ଚାଲିଛି। ସେହିପରି ନ୍ୟାଶନାଲ ହେରାଲ୍ଡ ଖବରକାଗଜର କାହାଣୀ ୧୯୩୮ ମସିହାର।

ପତ୍ନୀଙ୍କ ପରକୀୟା ପ୍ରୀତି ପାଇଁ ପୁଣି ବଳି ପଡ଼ିଲେ ଆଉ ଜଣେ ସ୍ୱାମୀ

ଜଣେ ମହିଳା ତାଙ୍କ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପୂର୍ବରୁ ମୀରଟରେ ମୁସ୍କାନ ରସ୍ତଗୋ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କ ସହ ମିଶି ସ୍ୱାମୀ ସୌରଭଙ୍କୁ ହତ୍ୟା କରିଥିଲେ।

National

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ୱାକଫ ଛାଟ

କେନ୍ଦ୍ର ସରକାରଙ୍କୁ ଆଜି ସୁପ୍ରିମକୋର୍ଟ ୱାକଫ ସଂଶୋଧନ ଆଇନ ପ୍ରସଙ୍ଗରେ ଶକ୍ତ ଝଟକା ଦେଇଛନ୍ତି। ଆଇନରେ ଥିବା ଏକାଧିକ ବ୍ୟବସ୍ଥା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ପତ୍ନୀଙ୍କ ପରକୀୟା ପ୍ରୀତି ପାଇଁ ପୁଣି ବଳି ପଡ଼ିଲେ ଆଉ ଜଣେ ସ୍ୱାମୀ

ଜଣେ ମହିଳା ତାଙ୍କ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପୂର୍ବରୁ ମୀରଟରେ ମୁସ୍କାନ ରସ୍ତଗୋ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କ ସହ ମିଶି ସ୍ୱାମୀ ସୌରଭଙ୍କୁ ହତ୍ୟା କରିଥିଲେ।

ନ୍ୟାଶନାଲ ହେରାଲ୍ଡ ମାମଲା, ୯୦ କୋଟି ଋଣ ଓ ଗାନ୍ଧି ମା’ ପୁଅ

ଏହି ମାମଲା ନୂଆ ନୁହେଁ। ଏହାର ତଦନ୍ତ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହେଲା ଚାଲିଛି। ସେହିପରି ନ୍ୟାଶନାଲ ହେରାଲ୍ଡ ଖବରକାଗଜର କାହାଣୀ ୧୯୩୮ ମସିହାର।

ସମ୍ବିଧାନର ମୌଳିକ ଅଧିକାର ପ୍ରସ୍ତାବ ବାସ୍ତବରେ ଦୁର୍ବଳ ପଡୁଛି କାହିଁକି?

ଆଲ୍ଲାହାବାଦ ହାଇକୋର୍ଟର ଜଣେ ବିଚାରପତି ୨୦୦୦ ମସିହାରେ ନିଜର ନୂଆ ଅଫିସକୁ ଆସିବାର ପ୍ରଥମ ଦିନ ‘ଗଙ୍ଗାଜଳ’ରେ ‘ପବିତ୍ର’ କରିଥିଲେ। କାରଣ ସେହି ରୁମକୁ ବ୍ୟବହାର କରିଥିବା ତାଙ୍କର ପୂର୍ବବର୍ତ୍ତୀ ବିଚାରପତି ଦଳିତ ବର୍ଗର ...

ୱାକଫକୁ ନେଇ ଆଇନ ଯୁଦ୍ଧ ଆରମ୍ଭ: ପ୍ରଶ୍ନ ମାଡ଼ରେ କେନ୍ଦ୍ର ସରକାର ଘାଇଲା

‘ୱାକଫ ବାଇ ୟୁଜର’ ସମ୍ପତ୍ତିର ପ୍ରାବଧାନ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ରୀୟ ୱାକଫ କାଉନସିଲରେ ଅଣ ମୁସଲିମମାନଙ୍କୁ ସାମିଲ କରିବା ବ୍ୟବସ୍ଥା ଉପରେ ବି ପ୍ରଶ୍ନ ଉଠିଛି।

Sports

ବଳି କା ବୋଦା ହେଲେ ଅଭିଷେକ ନାୟର!

ରିପୋର୍ଟରେ କୁହାଯାଇଥିଲା ଯେ ଜଣେ ନିର୍ଦ୍ଦିଷ୍ଟ ଖେଳାଳି ଭାରତୀୟ ଟିମର ଅନ୍ତରୀଣ ଅଧିନାୟକ ହେବାକୁ ଚାହୁଁଛନ୍ତି। ଏହାପରେ ସବୁଠାରୁ ସ୍ତବ୍ଧ କରିବା ଭଳି ଖବର ଆସିଥିଲା ଯେ ଲିକ ନ୍ୟୁଜ ପାଇଁ ମୁଖ୍ୟ କୋଚ ...

ଆଇପିଏଲ ୨୦୨୫କୁ ମ୍ୟାଚ୍‌ ଫିକ୍ସିଂ ଭୟ!

ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ବଡ଼ ବଳ ମିଳିଛି। ଆହତ ସମସ୍ୟା ଯୋଗୁ ଋଷଭ ପନ୍ତଙ୍କ ଲକ୍ଷ୍ନୌ ପାଇଁ ଉପଲବ୍ଧ ନଥିବା ଦ୍ରୁତ ବୋଲର ମୟଙ୍କ ଯାଦବ କମବ୍ୟାକ ...

ୟୁଜି ଚହଲଙ୍କ ନୂଆ ରେକର୍ଡ

ଦମଦାର ବୋଲିଂ ଯୋଗୁ ସେ କେବଳ ପଞ୍ଜାବକୁ ଗୋଟିଏ ଲୋ ସ୍କୋରିଂ ମୁକାବିଲାରେ ଐତିହାସିକ ବିଜୟ ଦେଇ ନାହାନ୍ତି ବରଂ ଆଇପିଏଲ ଇତିହାସରେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ନାରିନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

ଆଇପିଏଲରେ କାହିଁକି ପଡ଼ିଆ ମଝିରେ ହେଉଛି ଖେଳାଳିଙ୍କ ବ୍ୟାଟ୍‌ର ଚେକିଂ?

ବ୍ୟାଟ ସାଇଜ୍‌ର ଯାଞ୍ଚ କରିବା ନୂଆ କଥା ନୁହେଁ। ପୂର୍ବରୁ ଖେଳାଳିମାନେ ମ୍ୟାଚ୍‌ ପୂର୍ବରୁ କିମ୍ବା ମ୍ୟାଚ୍‌ ବେଳେ ଅମ୍ପାୟାରଙ୍କ ନିକଟରେ ନିଜ ନିଜର ବ୍ୟାଟକୁ ଯାଞ୍ଚ ପାଇଁ ଦାଖଲ କରନ୍ତି।

ଆଇପିଏଲ ଇତିହାସର ପ୍ରଥମ ଖେଳାଳି ଭାବେ ଧୋନି କଲେ ଏହି ରେକର୍ଡ

ଲଗାତର ୫ ପରାଜୟ ପରେ ଚେନ୍ନାଇ ବିଜୟ ସ୍ୱାଦ ଚାଖିଛି। ଏହି କମବ୍ୟାକ ମ୍ୟାଚ୍‌ରେ ଧୋନିଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଦମଦାର ଇନିଂସ। ଧୋନି ୧୧ ବଲରେ ଅପରାଜିତ ୨୬ ରନର ଇନିଂସ ଖେଳି ଚେନ୍ନାଇ ...

International

ତେଜିଲା ବାଣିଜ୍ୟ ଯୁଦ୍ଧ, ଚାଇନା ଉପରେ ଲାଗିଲା ୨୪୫% ଶୁଳ୍କ

ଜାତୀୟ ସୁରକ୍ଷାର ଆଳ ଦେଖାଇ ଟ୍ରମ୍ପ ପ୍ରଶାସନ ଚାଇନା ଉପରେ ଲାଗିଥିବା ୨୪୫% ଶୁଳ୍କକୁ ଉଚିତ ବୋଲି ମଧ୍ୟ ଦର୍ଶାଇଛି।

ଏଣିକି କାଗଜ ଦେଖାଇ ପ୍ରମାଣ ଦେବାକୁ ପଡ଼ିବ!

ଯେଉଁମାନେ ଆଇନଗତ ଉପାୟରେ କାର୍ଯ୍ୟ କିମ୍ବା ଶିକ୍ଷାର୍ଥୀ ଭିସାରେ ରହୁଛନ୍ତି, ସେମାନଙ୍କୁ ମଧ୍ୟ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ କାଗଜ ଦେଖାଇବାକୁ ହେବ।

କାହିଁକି ପୁଣି ଅଶାନ୍ତ ହେଲା ବାଂଲାଦେଶ?

ଗତବର୍ଷ ଜୁଲାଇ ମାସରେ ବାଂଲାଦେଶର କ୍ଷମତାସୀନ ଶେଖ ହସିନାଙ୍କ ବିରୋଧରେ ଶିକ୍ଷାର୍ଥୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନଙ୍କୁ ବିରୋଧୀ ଦଳଗୁଡ଼ିକ ଭୂରପୂର ସାଥ ଦେଇଥିଲେ। ପୂରା ଦେଶରେ ନିଆଁ ଜଳିବା ସହ ବ୍ୟାପକ ହିଂସ ଦେଖାଯାଇଥିଲା। ...

ଟ୍ରମ୍ପଙ୍କ ୫୦% ଶୁଳ୍କ ଧମକ ବିରୋଧରେ କେମିତି ଲଢ଼େଇ କରିବ ଚାଇନା?

ଚାଇନା ଉପରେ ୩୪% ପାଲଟା ବା ରେସିପୋକାଲ ଶୁଳ୍କ ଲଗାଇଥିବା ଟ୍ରମ୍ପ ବେଜିଂକୁ ଆଉ ୫୦% ଅତିରିକ୍ତ ଶୁଳ୍କ ଲଗାଇବାର ଧମକ ଦେଇଛନ୍ତି।

ମୁକ୍ତ ବାଣିଜ୍ୟର ଶେଷ ସମୟ

ବିଶ୍ୱର ଅନେକ ରାଷ୍ଟ୍ର ମୁଖ୍ୟଙ୍କୁ ଏହି ନୂତନ ସ୍ଥିତି ବ୍ୟସ୍ତ, ବିବ୍ରତ କରିଦେଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ଷ୍ଟ୍ରାମରଙ୍କ ଭାଷାରେ ବୈଶ୍ୱିକରଣ ସମାପ୍ତ ହେବାକୁ ଯାଉଛି। ସେ କହିଛନ୍ତି, ‘ଯେଉଁ ଦୁନିଆକୁ ଆମେ ଜାଣିଥିଲେ ତାହା ...

Lifestyle

‘ସ ଅ କ’ ଖାଦ୍ୟ - ପ୍ରକୃତିର ବରଦାନ

ମୋର ମନେ ପଡୁଛି ବହୁ ବର୍ଷ ପୂର୍ବରୁ ଗାଆଁ ଗହଳିମାନଙ୍କରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଉ ଥିଲା ‘ସ ଅ କ’ ଖାଦ୍ୟ ଖାଇବାକୁ। ସ ଅ କ ଅର୍ଥାତ ସଜନା ଛୁଇଁ, ଅମୃତଭଣ୍ଡା ...

ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି

ଭାରତ ସରକାରଙ୍କ ଯାହା ଗାଇଡଲାଇନ୍‌ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।

ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି

ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।

ଘରେ ତିଆରି କରନ୍ତୁ ସୁଆଦିଆ ଛେନା ଝିଲି

ଛେନା ଝିଲିକୁ ତିଆରି କରି ନିଜେ ଖାଆନ୍ତୁ, ପରିବାର ଲୋକଙ୍କୁ ଖୁଆନ୍ତୁ। 

Entertainment

କାହିଁକି ବକ୍ସ ଅଫିସରେ ଫେଲ ମାରିଲା ସଲମାନ ଖାନଙ୍କ ‘ସିକନ୍ଦର’?

ଫିଲ୍ମ କାହିଁକି ବକ୍ସ ଅଫିସରେ ଚାଲି ପାରିଲା ନାହିଁ? ସଲମାନ ଓ ରଶ୍ମିକା ଥିଲେ ମଧ୍ୟ କାହିଁକି ସିନେମାକୁ ଲୋକେ ପସନ୍ଦ କଲେ ନାହିଁ?

ଆଉ ନାହାନ୍ତି ମନୋଜ କୁମାର: ଜାତୀୟ ପୁରସ୍କାରର ଟଙ୍କା ଭଗତ ସିଂହଙ୍କ ପରିବାରକୁ ଦେଇଥିଲେ, ଶାହରୁଖ ଖାନଙ୍କ ବିରୋଧରେ କେସ କରିଥିଲେ

୧୯୬୫ରେ ରିଲିଜ ହୋଇଥିବା ସହିଦ ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର ବନାଇ ଦେଇଥିଲା। ଦେହାନ୍ତ ପରେ ତାଙ୍କ ପାର୍ଥିବ ଶରୀରକୁ ଜୁହୁ ସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଛି।

ବନ୍ଧୁଙ୍କ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା ଓ ବିବାଦ

ମାମ୍ମୁଟ୍ଟୀ ଓ ମୋହନଲାଲଙ୍କ ମଧ୍ୟରେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଘନିଷ୍ଠ ବନ୍ଧୁତା ରହିଆସିଛି। ଏହି ଦୁଇ ସୁପରଷ୍ଟାର ଏକାଠି ପ୍ରାୟ ୫୫ଟି ଫିଲ୍ମରେ ଅଭିନୟ କରିଛନ୍ତି।

ପୁଣି ରେଭନ୍ଥ ରେଡ୍ଡୀ ବନାମ ଟଲିଉଡ? ୨୫ ସେଲେବ୍ରିଟିଙ୍କ ନାଁରେ ଏଫଆଇଆର୍‌

ବେଟିଂ ଫ୍ଲାଟଫର୍ମ ଗୁଡ଼ିକ ସେମାନଙ୍କ ଆପ ଓ ୱେବସାଇଟକୁ ସୋଶାଲ ମିଡିଆ ବିଜ୍ଞାପନ ଦ୍ୱାରା ପ୍ରଚାର କରୁଛନ୍ତି। ସେଲେବ୍ରିଟିଙ୍କ ଦ୍ୱାରା ଏପରି କରାଯାଉଛି।

ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କୁ କରାଯାଇଥିଲା କି ହତ୍ୟା? ୨ ଦଶନ୍ଧି ପରେ ତେଜିଲା ବିବାଦ

ତେଲୁଗୁ ସିନେମାର ହୃତସ୍ପନ୍ଦନ ତଥା ଡାକ୍ତର ସୌନ୍ଦର୍ଯ୍ୟା ମାତ୍ର କିଛି ଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ଏଥିପାଇଁ ସେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର କରିମନଗରକୁ ପ୍ରଚାର ପାଇଁ ବିମାନରେ ବାହାରିଥିଲେ।

Videos

Latest Photos