ଆଜି Asus 6Zର ଫ୍ଲାସ୍ ସେଲ୍: ରହିଛି ସ୍ପେଶାଲ୍ ଅଫର୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  Asus 6Z  ଆଜି ଭାରତରେ ସେଲ୍‌ ହେବାକୁ ଯାଉଛି। ଏହି ସ୍ମାର୍ଟପୋନ୍‌କୁ ଗତ ସପ୍ତାହରେ ଲଞ୍ଚ କରାଯାଇଥିଲା।  ଗ୍ରାହକ ଏହାକୁ ଦ୍ୱିପ୍ରହର ୧୨ଟାରୁ ଫ୍ଲିପ୍‌କାର୍ଟରୁ କିଣିପାରିବେ।  ଏହି ସ୍ମାର୍ଟପୋନ୍‌କୁ ଏକ୍ସକ୍ଲୁସିଭ୍‌ ଭାବେ କେବଳ ଫ୍ଲିପ୍‌କାର୍ଟରେ ହିଁ ସେଲ୍‌ କରାଯିବ। Asus 6Z ହେଉଛି Asus ZenFone 6ର ଭାରତୀୟ ଭ୍ୟାରିଆଣ୍ଟ। ଭାରତରେ ଏହା କମ୍ପାନୀର ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ ଭାବେ ଲଞ୍ଚ ହୋଇଛି। ଏହାର ବିଶେଷତ୍ତ୍ୱ ହେଉଛି ଏଥିରେ ଥିବା ପ୍ଲିପ୍‌ କ୍ୟାମେରା। Asus 6Zର […]

mobile

mobile

Chinmayee Roy
  • Published: Wednesday, 26 June 2019
  • Updated: 26 June 2019, 12:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  Asus 6Z  ଆଜି ଭାରତରେ ସେଲ୍‌ ହେବାକୁ ଯାଉଛି। ଏହି ସ୍ମାର୍ଟପୋନ୍‌କୁ ଗତ ସପ୍ତାହରେ ଲଞ୍ଚ କରାଯାଇଥିଲା।  ଗ୍ରାହକ ଏହାକୁ ଦ୍ୱିପ୍ରହର ୧୨ଟାରୁ ଫ୍ଲିପ୍‌କାର୍ଟରୁ କିଣିପାରିବେ।  ଏହି ସ୍ମାର୍ଟପୋନ୍‌କୁ ଏକ୍ସକ୍ଲୁସିଭ୍‌ ଭାବେ କେବଳ ଫ୍ଲିପ୍‌କାର୍ଟରେ ହିଁ ସେଲ୍‌ କରାଯିବ। Asus 6Z ହେଉଛି Asus ZenFone 6ର ଭାରତୀୟ ଭ୍ୟାରିଆଣ୍ଟ। ଭାରତରେ ଏହା କମ୍ପାନୀର ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ ଭାବେ ଲଞ୍ଚ ହୋଇଛି। ଏହାର ବିଶେଷତ୍ତ୍ୱ ହେଉଛି ଏଥିରେ ଥିବା ପ୍ଲିପ୍‌ କ୍ୟାମେରା।

Asus 6Zର ମୂଲ୍ୟ ୩୧ ହଜାର ୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ଏହା ବେସ୍ ଭ୍ୟାରିଆଣ୍ଟ ୬ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜ୍‌ର ମୂଲ୍ୟ। ସେହିପରି ଏହି ସ୍ମାର୍ଟଫୋନ୍‌ର ୬ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍‌ ଏବଂ ୮ଜିବି ରାମ୍‌ ଓ ୨୫୬ ଷ୍ଟୋରେଜ୍‌ ଭ୍ୟାରିଆଣ୍ଟର ମୂଲ୍ୟ କ୍ରମଶଃ ୩୪ ହଜାର ୯୯୯ ଓ ୩୯ ହଜାର ୯୯୯ ଟଙ୍କା ରଖାଯାଇଛି। ଗ୍ରାହକ ଏହାକୁ ଫ୍ଲିପକାର୍ଟରେ ଆଜି ମଧ୍ୟାହ୍ନ ୧୨ଟାରୁ କିଣିପାରିବେ। ଆଜି ଫ୍ଲିପକାର୍ଟରେ ଏହି ସ୍ମାର୍ଟଫୋନ୍‌ର କେବଳ ମିଡ୍‌ନାଇଟ୍‌ ବ୍ଲାକ୍‌ ଓ ଟ୍ୱିଲାଇଟ୍‌ ସିଲ୍‌ଭର୍‌ କଲର ଅପଶନ୍‌ ହିଁ ଉପଲବ୍ଧ ହେବ।

ଲଞ୍ଚ ଅଫର୍‌ କଥା କହିଲେ, କମ୍ପାନୀ ମାତ୍ର ୯୯ ଟଙ୍କାରେ ସମ୍ପୂର୍ଣ୍ଣ ମୋବାଇଲ ପ୍ରୋଟେକ୍ସନ ଦେଉଛି। ଏହାବ୍ୟତୀତ ଗ୍ରାହକଙ୍କୁ  ICICI ବ୍ୟାଙ୍କର ଡେବିଟ୍‌ କିମ୍ବା କ୍ରେଡିଟ୍ କାର୍ଡ଼ରେ EMI ଟ୍ରାଜାକ୍ସନ୍‌ରେ ୫ ପ୍ରତିଶତ ଡିସ୍‌କାଉଣ୍ଟ ମିଳିବ ଓ ଆକ୍ସିସ୍‌ ବ୍ୟାଙ୍କ ବଜ୍‌ କ୍ରେଡିଟ୍‌ କାର୍ଡ଼ରେ ମଧ୍ୟ ୫ ପ୍ରତିଶତ ଡିସ୍‌କାଉଣ୍ଚ ମିଳିବ।

Asus 6Zର ସ୍ପେଶିଫିକେଶନ

ଡୁଆଲ ସିମ୍‌ ସପୋର୍ଟ ଯୁକ୍ତ ଏହି ସ୍ମାର୍ଟଫୋନ୍‌ ଆଣ୍ଡ୍ରଏଡ୍‌ ୯ ପାଇ ବେସ୍ଡ୍ Zen UI 6ରେ ଚାଲିଥାଏ। ଏଥିରେ ୬.୪ ଇଞ୍ଚ ଫୁଲ୍‌ HD+(୧୦୮୦ x ୨୩୪୦ ପିକ୍ସେଲ) IPS ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ Adreno ୬୪୦ GPU ସହ ଅକ୍ଟାକୋର୍ କ୍ୱାଲକମ୍‌ ସ୍ନାପଡ୍ରାଗନ ୮୫୫ ପ୍ରୋସେସର୍ ଦିଆଯାଇଛି। ଏହି ଫୋନ୍‌ରେ 5,000mAhର ବ୍ୟାଟରି ସହ କ୍ୱିକ୍‌ ଚାର୍ଜ ୪.୦ର ସପୋର୍ଟ ଦିଆଯାଇଛି।

ଫଟୋଗ୍ରାଫି ପାଇଁ ଏଥିରେ ଫ୍ଲିପ୍‌ କ୍ୟାମେରା ଦିଆଯାଇଛି। ଯାହାକି ସେଲ୍‌ଫି ନେବା ବେଳେ ଫ୍ଲିପ୍‌ ହୋଇ ଫ୍ରଣ୍ଟ କ୍ୟାମେରାର କାମ କରିଥାଏ। ଏହାର ରିୟର୍‌ରେ 48 Megapixels + 16 Megapixels + 8 Megapixelsର ଟ୍ରିପଲ୍‌ କ୍ୟାମେରା ସେଟ୍‌ଅପ୍‌ ରହିଛି। ସେଲ୍‌ଫି ପାଇଁ ଏଥିରେ 20 Megapixelର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story