ଗଜପତି: ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ, ୨ ଗିରଫ

ଗଜପତି:  ଗଜପତି ଜିଲ୍ଲା କଇଁପୁର ଗାଁରେ ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧଙ୍କ ନାଁ ଗୋପାଳ ଶବର । ତାଙ୍କ ଘର ବଡ଼ମା ସିଂ ବୋଲି ଜଣାପଡ଼ିଛି। ଘରୁ କଇଁପୁର ଗାଁକୁ ଡାକି ନେଇ ଗଙ୍ଗାଧର ଭୂୟାଁ ଏବଂ ନାରାୟଣ ଶବର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୋଗ ପାଇବା ପରେ ପୋଲିସ  ମୃତଦେହକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ […]

gajapati

Rakesh Mallick
  • Published: Wednesday, 14 October 2015
  • , Updated: 14 October 2015, 04:31 AM IST

ଗଜପତି:  ଗଜପତି ଜିଲ୍ଲା କଇଁପୁର ଗାଁରେ ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧଙ୍କ ନାଁ ଗୋପାଳ ଶବର । ତାଙ୍କ ଘର ବଡ଼ମା ସିଂ ବୋଲି ଜଣାପଡ଼ିଛି। ଘରୁ କଇଁପୁର ଗାଁକୁ ଡାକି ନେଇ ଗଙ୍ଗାଧର ଭୂୟାଁ ଏବଂ ନାରାୟଣ ଶବର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୋଗ ପାଇବା ପରେ ପୋଲିସ  ମୃତଦେହକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Related story