ଅନୁଗୋଳ: ରାଷ୍ଟ୍ରୀୟ ମଜଦୁର ସଂଘ ଅଧିବେଶନ ଶୁଭାରମ୍ଭ

ଅନୁଗୋଳ: ଅନୁଗୋଳ ଜିଲ୍ଲା ନାଲକୋଠାରେ ଓଡ଼ିଶା ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ୨୫ତମ ଅଧିବେଶନ ଆରମ୍ଭ ହୋଇଛି । ଦୁଇଦିନିଆ ଅଧିବେଶନର ପ୍ରଥମ ଦିନରେ ଜି. ସଞ୍ଜିବ ରେଡ୍ଡି, ରାମଚନ୍ଦ୍ର ଖୁଣ୍ଟିଆ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରମୁଖ ଯୋଗ ଦେଇଛନ୍ତି । ଆଜି ନିର୍ମାଣ ଶ୍ରମିକ, ଠିକା ଶ୍ରମିକଙ୍କୁ ସ୍ଥାୟୀ ଚାକିରି ସୁରକ୍ଷା, ସ୍ୱାସ୍ଥ୍ୟ ନିରାପତ୍ତା, ସାମାଜିକ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । ଦୁଇଦିନଆ ସମ୍ମିଳନୀରେ ରୋଜଗାର, ଚିକିତ୍ସା, […]

angul

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 02:30 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ନାଲକୋଠାରେ ଓଡ଼ିଶା ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ୨୫ତମ ଅଧିବେଶନ ଆରମ୍ଭ ହୋଇଛି । ଦୁଇଦିନିଆ ଅଧିବେଶନର ପ୍ରଥମ ଦିନରେ ଜି. ସଞ୍ଜିବ ରେଡ୍ଡି, ରାମଚନ୍ଦ୍ର ଖୁଣ୍ଟିଆ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରମୁଖ ଯୋଗ ଦେଇଛନ୍ତି । ଆଜି ନିର୍ମାଣ ଶ୍ରମିକ, ଠିକା ଶ୍ରମିକଙ୍କୁ ସ୍ଥାୟୀ ଚାକିରି ସୁରକ୍ଷା, ସ୍ୱାସ୍ଥ୍ୟ ନିରାପତ୍ତା, ସାମାଜିକ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । ଦୁଇଦିନଆ ସମ୍ମିଳନୀରେ ରୋଜଗାର, ଚିକିତ୍ସା, ସ୍ୱାସ୍ଥ୍ୟ ନିରାପତ୍ତା, ସାମାଜିକ ସୁରକ୍ଷା ଆଦି ବିଭିନ୍ନ ବିଷୟ ଉପରେ ଅଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଶ୍ରମିକ, ଗରିବ ଜନସାଧାରଣଙ୍କ ସମସ୍ୟା, ଦରଦାମ ନିୟନ୍ତ୍ରଣ ଉପରେ ଆଲୋଚନା ହେବାର ଅଛି ।

Related story