ଭଦ୍ରକ: ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ଧାରଣା

ଭଦ୍ରକ: ଜଣେ ଶିକ୍ଷକଙ୍କ ଯୋଗୁଁ ଚାନ୍ଦବାଲିସ୍ଥିତ ନବୋଦୟ ବିଦ୍ୟାଳୟର ଛାତ୍ରୀ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିବା ନେଇ ହୋଇଥିବା ଅଭିଯୋଗକୁ ବିରୋଧ କରି ଆଜି ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ। ମଙ୍ଗଳବାର ଟି. ନାରାୟଣନ୍‌ ଝିଅକୁ ମାନସିକ ନିର୍ଯାତନା ଦେବା ସହ ଗାଳିଗୁଲଜ କରିଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ବାପା ଅଭିଯୋଗ କରିଥିଲେ। ଏ ନେଇ ସେ ଥାନାରେ ଏତଲା ଦାୟର କରିଥିଲେ। ଏପରି ଏତଲା ଓ ଅଭିଯୋଗକୁ ବିରୋଧ କରି ଆଜି […]

bhadrak

bhadrak

Rakesh Mallick
  • Published: Wednesday, 23 March 2016
  • Updated: 23 March 2016, 10:33 AM IST

Sports

Latest News

ଭଦ୍ରକ: ଜଣେ ଶିକ୍ଷକଙ୍କ ଯୋଗୁଁ ଚାନ୍ଦବାଲିସ୍ଥିତ ନବୋଦୟ ବିଦ୍ୟାଳୟର ଛାତ୍ରୀ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିବା ନେଇ ହୋଇଥିବା ଅଭିଯୋଗକୁ ବିରୋଧ କରି ଆଜି ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ। ମଙ୍ଗଳବାର ଟି. ନାରାୟଣନ୍‌ ଝିଅକୁ ମାନସିକ ନିର୍ଯାତନା ଦେବା ସହ ଗାଳିଗୁଲଜ କରିଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ବାପା ଅଭିଯୋଗ କରିଥିଲେ। ଏ ନେଇ ସେ ଥାନାରେ ଏତଲା ଦାୟର କରିଥିଲେ। ଏପରି ଏତଲା ଓ ଅଭିଯୋଗକୁ ବିରୋଧ କରି ଆଜି ଛାତ୍ରଛାତ୍ରୀମାନେ ଧାରଣାରେ ବସିବା ସହ ବିଦ୍ୟାଳୟରେ କାମ କରୁଥିବା ଛାତ୍ରୀଙ୍କ ବାପାଙ୍କୁ ତୁରନ୍ତ ଏଠାରୁ ବଦଳି କରିବାକୁ ଦାବି କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ମିଳିବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ।

ଅଭିଯୋଗ ଅନୁସାରେ ମଙ୍ଗଳବାର ଛାତ୍ରୀ ଜଣଙ୍କ ଇଣ୍ଟରନାଲ ପରୀକ୍ଷା ଦେବାକୁ ଯାଇଥିବା ବେଳେ ନାରାୟଣନ୍‌ ତାଙ୍କୁ ଆକ୍ଷେପ କରି କିଛି କହିଥିଲେ। ଏଥିରେ ମର୍ମାହତ ହୋଇ ଛାତ୍ରୀ ଜଣଙ୍କ ଘରକୁ ପଳାଇ ଆସି ରଶି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ପରିବାର ଲୋକେ ଦେଖି ତାଙ୍କୁ ଏଥିରୁ ନିବୃତ କରିଥିଲେ। ପରିବାର ଲୋକେ ବୁଝାଶୁଝା କରିବା ପରେ ସେ ପରୀକ୍ଷା ଦେବାକୁ ଯାଇଥିଲେ। ସ୍କୁଲରେ ପହଞ୍ଚିବା ପରେ ନାରାୟଣନ୍‌ ପୁଣି ତାଙ୍କୁ ଗାଳିଗୁଲଜ କରିଥିଲେ। ଏଥିରେ ମର୍ମାହତ ହୋଇ ଛାତ୍ରୀ ଜଣଙ୍କ ଜ୍ୟାମିତି ବକ୍ସରେ ଥିବା ବ୍ଲେଡରେ ହାତ କାଟି ଦେଇଥିଲେ। ତାଙ୍କ ହାତରୁ ରକ୍ତସ୍ରାବ ହେଉଥିବା ଜଣେ ଶିକ୍ଷୟିତ୍ରୀ ଦେଖିବା ପରେ ତାଙ୍କୁ ବାସୁଦେବପୁର ହସ୍ପିଟାଲ ନିଆଯାଇଥିଲା। ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଟି. ନାରାୟଣନ୍‌ ଛାତ୍ରୀ ଜଣଙ୍କୁ ବିନା କାରଣରେ ନିୟମିତ ଗାଳିଗୁଲଜ କରୁଥିବାରୁ ଝିଅ ଏପରି ପଦକ୍ଷେପ ନେଇଥିବା ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ।

ଏପରି ଅଭିଯୋଗକୁ ଶିକ୍ଷକ ଟି. ନାରାୟଣନ୍‌ ଖଣ୍ଡନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story