ବ୍ରହ୍ମଗିରି: ନାବାଳିକାକୁ ନିର୍ଯାତନା, ଜଣେ ଗିରଫ

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ହାଣ୍ଡିଆଳ ଗାଁର ଜଣେ ୪ ବର୍ଷର ନାବାଳିକାକୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ନାବାଳିକାର ବାପାଙ୍କ ଅଭିଯୋଗ କ୍ରମେ ହାଣ୍ଡିଆଳ ଗାଁ ଗୋବିନ୍ଦ ପରିଡା ନାମକ ଜଣେ ୭୦ ବର୍ଷର ବୃଦ୍ଧଙ୍କୁ ଶୁକ୍ରବାର ରାତିରେ ବ୍ରହ୍ମଗିରି ପୋଲିସ୍ ଗିରଫ କରିଛି । ୨୫ ତାରିଖ ସଂଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ୨୬ ତାରିଖରେ ଏ ନେଇ ପୀଡିତାଙ୍କ  ବାପା  ବ୍ରହ୍ମଗିରି ଥାନରେ ଅଭିଯୋଗ  କରିଥିଲେ।

bramagiri

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 09:08 AM IST

Related story