ସିଏମସି ବୈଠକରେ ଭଙ୍ଗାରୁଜା ଘଟଣା: କ୍ଷୟକ୍ଷତି ଆକଳନ ପାଇଁ ପ୍ରକ୍ରିୟା ଆରମ୍ଭ

କଟକ: କଟକ ମହାନଗର ନିଗମ(ସିଏମସି) କାଉନସିଲ ବୈଠକରେ ଗଣ୍ଡଗୋଳ ଓ ଭଙ୍ଗାରୁଜା ଘଟଣାର କ୍ଷୟକ୍ଷତି ଆକଳନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ଶନିବାର କାଉନସିଲ ବୈଠକ ଚାଲିଥିବା ବେଳେ ଉଭୟ ବିଜେଡି ଓ କଂଗ୍ରେସ କର୍ପୋରେଟରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଅନେକ ଜିନିଷ ଭାଙ୍ଗିରୁଜି କରାଯାଇଥିଲା। କାଉନସିଲ ହଲରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ମେୟର ନିର୍ଦ୍ଦେଶ ଦେଇଛନ୍ତି। ଏହାର ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ମେୟର ଅନିତା […]

cmc-fighting

Rakesh Mallick
  • Published: Monday, 02 November 2015
  • , Updated: 02 November 2015, 01:28 PM IST

କଟକ: କଟକ ମହାନଗର ନିଗମ(ସିଏମସି) କାଉନସିଲ ବୈଠକରେ ଗଣ୍ଡଗୋଳ ଓ ଭଙ୍ଗାରୁଜା ଘଟଣାର କ୍ଷୟକ୍ଷତି ଆକଳନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ଶନିବାର କାଉନସିଲ ବୈଠକ ଚାଲିଥିବା ବେଳେ ଉଭୟ ବିଜେଡି ଓ କଂଗ୍ରେସ କର୍ପୋରେଟରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଅନେକ ଜିନିଷ ଭାଙ୍ଗିରୁଜି କରାଯାଇଥିଲା। କାଉନସିଲ ହଲରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ମେୟର ନିର୍ଦ୍ଦେଶ ଦେଇଛନ୍ତି। ଏହାର ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ମେୟର ଅନିତା ବେହେରା କହିଛନ୍ତି।

Related story