ଜୟପୁର: ଇନ୍ଦିରା ଆବାସ ହିତାଧିକାରୀଙ୍କଠାରୁ ଟଙ୍କା ହଡ଼ପ ଅଭିଯୋଗ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ କଙ୍ଗା ପଞ୍ଚାୟତରେ ଇନ୍ଦିରା ଆବାସ ହିତାଧିକାରୀଙ୍କଠାରୁ ଟଙ୍କା ହଡ଼ପ ଅଭିଯୋଗ ହୋଇଛି। ବ୍ୟାଙ୍କ ଖାତା ଖୋଲିବା ନାଁରେ ପଞ୍ଚାୟତ ପିଇଓ ହିତାଧିକାରୀ ପିଛା ୫୦୦ ରୁ ୧ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଚଳିତ ବର୍ଷ ଏହି ଯୋଜନାରେ ନୂଆକରି ସାମିଲ ହୋଇଥିବା ୬୦ରୁ ଅଧିକ ହିତାଧିକାରୀଙ୍କଠାରୁ ପଞ୍ଚାୟତ ପିଇଓ  ଟଙ୍କା ଠକି ନେଇଥିଲେ। ଏନେଇ ହିତାଧିକାରୀମାନେ ଉଭୟ ବିଡିଓ ଓ ଜୟପୁର ସଦର ଥାନାରେ ଅଭିଯୋଗ କରିଥିଲେ। […]

jeypore IAY SCAM,

jeypore IAY SCAM,

Rakesh Mallick
  • Published: Wednesday, 07 October 2015
  • Updated: 07 October 2015, 01:16 PM IST

Sports

Latest News

jeypore IAY SCAM,ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ କଙ୍ଗା ପଞ୍ଚାୟତରେ ଇନ୍ଦିରା ଆବାସ ହିତାଧିକାରୀଙ୍କଠାରୁ ଟଙ୍କା ହଡ଼ପ ଅଭିଯୋଗ ହୋଇଛି। ବ୍ୟାଙ୍କ ଖାତା ଖୋଲିବା ନାଁରେ ପଞ୍ଚାୟତ ପିଇଓ ହିତାଧିକାରୀ ପିଛା ୫୦୦ ରୁ ୧ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଚଳିତ ବର୍ଷ ଏହି ଯୋଜନାରେ ନୂଆକରି ସାମିଲ ହୋଇଥିବା ୬୦ରୁ ଅଧିକ ହିତାଧିକାରୀଙ୍କଠାରୁ ପଞ୍ଚାୟତ ପିଇଓ  ଟଙ୍କା ଠକି ନେଇଥିଲେ। ଏନେଇ ହିତାଧିକାରୀମାନେ ଉଭୟ ବିଡିଓ ଓ ଜୟପୁର ସଦର ଥାନାରେ ଅଭିଯୋଗ କରିଥିଲେ। ସେପଟେ ଏହି ଅଭିଯୋଗକୁ ଭିତ୍ତିକରି ତଦନ୍ତ ଚାଲିଛି ଓ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜୟପୁର ବିଡିଓ ତ୍ରିନାଥ ମାଝି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story