ଦେଶୀ ମଦ ଦୋକାନ ଖୋଲିବା ପ୍ରସ୍ତାବକୁ  ବିରୋଧ

କେନ୍ଦ୍ରାପଡ଼ା: ନିଜ ଅଞ୍ଚଳରେ ଦେଶୀ ମଦ ଦୋକାନ ଖୋଲିବା ପ୍ରସ୍ତାବକୁ ଜୋରଦାର ବିରୋଧ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ଥାନା ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମ ପଞ୍ଚାୟତରେ ମଦ ବିରୋଧୀ ସଂଗ୍ରାମ ସମିତି ପକ୍ଷରୁ ରାସ୍ତାରୋକ କରାଯାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ଭାଲିଆବାଡ଼ିରେ ମଧ୍ୟ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଲୋକେ ବିରୋଧ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

kendrapada

Rakesh Mallick
  • Published: Monday, 29 May 2017
  • , Updated: 29 May 2017, 01:25 PM IST

କେନ୍ଦ୍ରାପଡ଼ା: ନିଜ ଅଞ୍ଚଳରେ ଦେଶୀ ମଦ ଦୋକାନ ଖୋଲିବା ପ୍ରସ୍ତାବକୁ ଜୋରଦାର ବିରୋଧ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ଥାନା ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମ ପଞ୍ଚାୟତରେ ମଦ ବିରୋଧୀ ସଂଗ୍ରାମ ସମିତି ପକ୍ଷରୁ ରାସ୍ତାରୋକ କରାଯାଇଛି।

ସେହିପରି ଖୋର୍ଦ୍ଧା ଜିଲ୍ଲା ଭାଲିଆବାଡ଼ିରେ ମଧ୍ୟ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଲୋକେ ବିରୋଧ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

Related story