ମାଲକାନଗିରି: ମାଓ ମୁକାବିଲା ସମୀକ୍ଷା କଲେ ଆଇଜି ଅପରେସନ

ମାଲକାନଗିରି: ଆଇଜି ଅପରେସନ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ମାଲକାନଗିରିରେ ମାଓ ମୁକାବିଲାର ସମୀକ୍ଷା କରିଛନ୍ତି । ଆଇଜି ପ୍ରିୟଦର୍ଶୀ, ହାଉସିଂ ବୋର୍ଡ ଏଡିଜି ମନୋଜ ଛାବ୍ରା ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ୍ ସାରଦା ଏମଭି ୩ ଗାଁକୁ ଯାଇ ବିଏସଏଫର ବିରଷ୍ଠ ଅଧିକାରୀଙ୍କ ସହ ମାଓ ବିରୋଧୀ ଅପରେସନ ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ବିଏସଏଫ, ସିଆରପିଏଫ୍ ଓ ଓଡ଼ିଶା, ଆନ୍ଧ୍ର ଏବଂ  ଛତିଶଗଡ ପୋଲିସ ସହ ସମନ୍ୱୟ ରକ୍ଷା କରାଯାଇ ଅପରେସନକୁ ଜୋରଦାର […]

ig

Rakesh Mallick
  • Published: Saturday, 07 November 2015
  • , Updated: 07 November 2015, 11:22 AM IST

ମାଲକାନଗିରି: ଆଇଜି ଅପରେସନ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ମାଲକାନଗିରିରେ ମାଓ ମୁକାବିଲାର ସମୀକ୍ଷା କରିଛନ୍ତି । ଆଇଜି ପ୍ରିୟଦର୍ଶୀ, ହାଉସିଂ ବୋର୍ଡ ଏଡିଜି ମନୋଜ ଛାବ୍ରା ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ୍ ସାରଦା ଏମଭି ୩ ଗାଁକୁ ଯାଇ ବିଏସଏଫର ବିରଷ୍ଠ ଅଧିକାରୀଙ୍କ ସହ ମାଓ ବିରୋଧୀ ଅପରେସନ ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ବିଏସଏଫ, ସିଆରପିଏଫ୍ ଓ ଓଡ଼ିଶା, ଆନ୍ଧ୍ର ଏବଂ  ଛତିଶଗଡ ପୋଲିସ ସହ ସମନ୍ୱୟ ରକ୍ଷା କରାଯାଇ ଅପରେସନକୁ ଜୋରଦାର କରାଯିବ ବୋଲି ଆଇଜି ପ୍ରିୟଦର୍ଶୀ କହିଛନ୍ତି।

Related story