ନୂଆପଡା ଜିଲ୍ଲାକୁ ମରୁଡି ଘୋଷଣା ଦାବିରେ ତହସିଲ ଅଫିସ ଘେରାଉ

ନୂଆପଡା: ନୂଆପଡା ଜିଲ୍ଲାକୁ ମରୁଡି ଘୋଷଣା ଦାବିରେ ବୋଡେନ୍ ବ୍ଲକ୍ ଅଞ୍ଚଳର ଚାଷୀ ଗତକାଲି ତହସିଲ ଅଫିସ ଘେରାଉ କରିଥିଲେ। ଏହାସହିତ ଆଗାମୀ ରବି ଚାଷ ପାଇଁ ଚାଷୀଙ୍କୁ ଅଣଧାନ ବିହନ ପ୍ରଦାନ କରିବାକୁ ମଧ୍ୟ ଦାବି କରିଥିଲେ। ଏହାପରେ ସିନାପାଲି ବ୍ଲକରେ ମରୁଡିର ସ୍ଥାୟୀ ପ୍ରତିକାର ନିମନ୍ତେ ଜଳସେଚନର ବ୍ୟବସ୍ଥା ଆଦି ୩୧ ଦଫାପତ୍ର ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

nuapda1

nuapda1

Rakesh Mallick
  • Published: Tuesday, 01 September 2015
  • Updated: 01 September 2015, 09:05 AM IST

Sports

Latest News

ନୂଆପଡା: ନୂଆପଡା ଜିଲ୍ଲାକୁ ମରୁଡି ଘୋଷଣା ଦାବିରେ ବୋଡେନ୍ ବ୍ଲକ୍ ଅଞ୍ଚଳର ଚାଷୀ ଗତକାଲି ତହସିଲ ଅଫିସ ଘେରାଉ କରିଥିଲେ। ଏହାସହିତ ଆଗାମୀ ରବି ଚାଷ ପାଇଁ ଚାଷୀଙ୍କୁ ଅଣଧାନ ବିହନ ପ୍ରଦାନ କରିବାକୁ ମଧ୍ୟ ଦାବି କରିଥିଲେ। ଏହାପରେ ସିନାପାଲି ବ୍ଲକରେ ମରୁଡିର ସ୍ଥାୟୀ ପ୍ରତିକାର ନିମନ୍ତେ ଜଳସେଚନର ବ୍ୟବସ୍ଥା ଆଦି ୩୧ ଦଫାପତ୍ର ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos