ଟ୍ରେନ୍‌ରେ କଟି ଗଲେ ମା’ଝିଅ: ଆତ୍ମହତ୍ୟା ନା ଦୁର୍ଘଟଣା?

ପୁରୀ: ଟ୍ରେନରେ କଟି ମାଅା ଓ ଝିଅଙ୍କ ମୃତ୍ୟୁ।  ପୁରୀ ବୀରହରେକୃଷ୍ଣପୁରରେ ଘଟିଛି ଏହି ଅଘଟଣ।  ମୃତକମାନେ ହେଲେ ସବିତା ପ୍ରଧାନ ଏବଂ ତାଙ୍କ ଝିଅ ଗାୟତ୍ରୀ।  ଉଭୟ ବୀରହରେକୃଷ୍ଣପୁର ନିକଟ ନୂଅାପାଟଣା ଗାଁର ବାସିନ୍ଦା।  ତେବେ ଏହା ଅାତ୍ମହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇନାହିଁ। କେଉଁ ଟ୍ରେନରେ ଏହି ଦୁର୍ଘଟଣା ଘଟିଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।  ଦୁଇଟି ଯାକ ମୃତଦେହ ଉଦ୍ଧାର କରି ରେଳବାଇ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି।  ତଦନ୍ତ ଜାରି ରହିଛି।

train

Rakesh Mallick
  • Published: Saturday, 13 May 2017
  • , Updated: 13 May 2017, 01:57 PM IST

Related story