ରାଜ୍ୟ ସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ ଜମୁଛି ଭିଡ଼

ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ୨୯ତମ ରାଜ୍ୟ ସ୍ତରୀୟ ପୁଷ୍ପ ପ୍ରଦର୍ଶନୀର ଆଜି ହେଉଛି ଦ୍ୱିତୀୟ ଦିନ। ରିଜୋଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ଏବଂ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍‌ ପକ୍ଷରୁ ଏକାମ୍ର କାନନରେ ଆୟୋଜିତ ପୁଷ୍ପ ପ୍ରଦର୍ଶନୀ ଦେଖିବାକୁ ଅନେକ ଫୁଲ ପ୍ରେମୀଙ୍କ ଭିଡ଼ ଜମୁଛି। ଏଥର ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ଭେଜ୍‌ଟେବଲ କାର୍ଭେଟ ଏବଂ ପ୍ଲାୱାର ରଙ୍ଗୋଲି ସାଜିଛି । ଏଠାକୁ ଆସୁଥିବା ଦର୍ଶକ ସେଲଫି ନେବାରେ  ବ୍ୟସ୍ତ ଥିବା ବେଳେ ଆଉ କିଏ ଘର ପାଇଁ […]

slower

Rakesh Mallick
  • Published: Sunday, 15 January 2017
  • , Updated: 15 January 2017, 02:05 PM IST

ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ୨୯ତମ ରାଜ୍ୟ ସ୍ତରୀୟ ପୁଷ୍ପ ପ୍ରଦର୍ଶନୀର ଆଜି ହେଉଛି ଦ୍ୱିତୀୟ ଦିନ। ରିଜୋଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ଏବଂ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍‌ ପକ୍ଷରୁ ଏକାମ୍ର କାନନରେ ଆୟୋଜିତ ପୁଷ୍ପ ପ୍ରଦର୍ଶନୀ ଦେଖିବାକୁ ଅନେକ ଫୁଲ ପ୍ରେମୀଙ୍କ ଭିଡ଼ ଜମୁଛି। ଏଥର ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ଭେଜ୍‌ଟେବଲ କାର୍ଭେଟ ଏବଂ ପ୍ଲାୱାର ରଙ୍ଗୋଲି ସାଜିଛି । ଏଠାକୁ ଆସୁଥିବା ଦର୍ଶକ ସେଲଫି ନେବାରେ  ବ୍ୟସ୍ତ ଥିବା ବେଳେ ଆଉ କିଏ ଘର ପାଇଁ ଫୁଲ କିଣୁଛନ୍ତି।

Related story