ସମ୍ବଲପୁର: ନାବାଳିକାଙ୍କୁ ଅନ୍ତଃସତ୍ତ୍ୱା ଅଭିଯୋଗ, ଗୁଣିଆ ନାଁରେ ଏଫଆଇଆର୍

ସମ୍ବଲପୁର: ହୀରାକୁଦ ଅଞ୍ଚଳର ଜଣେ ନାବାଳିକାର ରୋଗ ଭଲ କରି ଦେବା ବାହାନାରେ ତାଙ୍କୁ ଅନ୍ତଃସତ୍ତ୍ୱା କରିବା ଅଭିଯୋଗରେ ଜଣେ ଗୁଣିଆ ନାଁରେ ଏଫଆଇଆର ରୁଜୁ କରାଯାଇଛି।  ଏ ନେଇ ମହିଳା ସଙ୍ଗଠନ ଜରିଆରେ ପୀଡିତାଙ୍କ ବାପା ସମ୍ୱଲପୁର ଅତିରିକ୍ତ ଏସ.ପି ଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଅତିରିକ୍ତ ଏସପି ହୀରାକୁଦ ଥାନା ଅଧିକାରୀଙ୍କୁ ମାମଲା ରୁଜ୍ଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଅଭିଯୋଗ ଅନୁଯାୟୀ,  ହୀରାକୁଦ ଥାନା ଅନ୍ତର୍ଗତ ଗଡମୁଣ୍ଡା ଅଂଚଳରେ […]

sbp

sbp

Rakesh Mallick
  • Published: Friday, 11 September 2015
  • Updated: 11 September 2015, 05:25 PM IST

Sports

Latest News

ସମ୍ବଲପୁର: ହୀରାକୁଦ ଅଞ୍ଚଳର ଜଣେ ନାବାଳିକାର ରୋଗ ଭଲ କରି ଦେବା ବାହାନାରେ ତାଙ୍କୁ ଅନ୍ତଃସତ୍ତ୍ୱା କରିବା ଅଭିଯୋଗରେ ଜଣେ ଗୁଣିଆ ନାଁରେ ଏଫଆଇଆର ରୁଜୁ କରାଯାଇଛି।  ଏ ନେଇ ମହିଳା ସଙ୍ଗଠନ ଜରିଆରେ ପୀଡିତାଙ୍କ ବାପା ସମ୍ୱଲପୁର ଅତିରିକ୍ତ ଏସ.ପି ଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଅତିରିକ୍ତ ଏସପି ହୀରାକୁଦ ଥାନା ଅଧିକାରୀଙ୍କୁ ମାମଲା ରୁଜ୍ଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 ଅଭିଯୋଗ ଅନୁଯାୟୀ,  ହୀରାକୁଦ ଥାନା ଅନ୍ତର୍ଗତ ଗଡମୁଣ୍ଡା ଅଂଚଳରେ ଜଣେ ନାବାଳିକାଙ୍କ ଦେହ ଅସୁସ୍ଥ ହେବା କାରଣରୁ ତାଙ୍କ ପରିବାର ଲୋକେ ତାଙ୍କୁ  ସେହି ଅଂଚଳର ଜଣେ ଗୁଣିଆଙ୍କ ନିକଟକୁ ନେଇଥିଲେ।  ନାବାଳିକା ଜଣକ ସେହି ଗୁଣିଆ ପାଖରେ ପ୍ରାୟ ୩ ମାସ ରହିଥିଲେ।  ସେଠାରେ ସେ ଅନ୍ତଃସତ୍ତ୍ୱା ହୋଇଥିବାର ତାଙ୍କ ବାପା ଓ ମା‘ ଅଭିଯୋଗ ଆଣିଥିବା ମହିଳା ସମାଜସେବୀ କହିଛନ୍ତି। ଏ ନେଇ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story