ସାରଥିଙ୍କ ସହଯୋଗୀ ଶରତ ପାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କଟକ: ସାରଥିଙ୍କ ସହଯୋଗୀ ଶରତ ପାତ୍ରଙ୍କୁ ଆଜି କ୍ରାଇମବ୍ରାଞ୍ଚ ଗିରଫ କରିଛି । ସାରଥିଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିବା ଜଣେ ପୀଡିତାଙ୍କ ବୟାନକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି । ଶରତ ଯୁବତୀ ଜଣଙ୍କୁ ସାରଥିଙ୍କ ସହ ଦୈହିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ସେ କ୍ରାଇମବ୍ରାଞ୍ଚ ପାଖରେ ଅଭିଯୋଗ କରିଥିଲେ । ଆସନ୍ତାକାଲି ଶରତଙ୍କୁ କୋର୍ଟ ଚାଲାଣ କରାଯିବ । ତାଙ୍କ ବିରୋଧରେ ଆଇପିସି ୪୨୦, ୫୦୬ ଓ ୧୨୦(ବି)ରେ […]

sarat

Rakesh Mallick
  • Published: Friday, 28 August 2015
  • , Updated: 29 August 2015, 04:06 AM IST

କଟକ: ସାରଥିଙ୍କ ସହଯୋଗୀ ଶରତ ପାତ୍ରଙ୍କୁ ଆଜି କ୍ରାଇମବ୍ରାଞ୍ଚ ଗିରଫ କରିଛି । ସାରଥିଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିବା ଜଣେ ପୀଡିତାଙ୍କ ବୟାନକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି । ଶରତ ଯୁବତୀ ଜଣଙ୍କୁ ସାରଥିଙ୍କ ସହ ଦୈହିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ସେ କ୍ରାଇମବ୍ରାଞ୍ଚ ପାଖରେ ଅଭିଯୋଗ କରିଥିଲେ । ଆସନ୍ତାକାଲି ଶରତଙ୍କୁ କୋର୍ଟ ଚାଲାଣ କରାଯିବ । ତାଙ୍କ ବିରୋଧରେ ଆଇପିସି ୪୨୦, ୫୦୬ ଓ ୧୨୦(ବି)ରେ ମାମଲା ରୁଜୁ କରାଯାଇଛି । ଶିକ୍ଷକ ଥିବା ଶରତଙ୍କୁ ପୂର୍ବରୁ ଚାକିରିରୁ ନିଲମ୍ବିତ କରାଯାଇଛି ।

Related story