ଉଦଳା: ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଓ ଦିଅର ଅଟକ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ କାଳିମେଘ ପଡିଆରେ ଏକ ମୃତଦେହ ମିଳିଛି। ଗ୍ରାମବାସୀଙ୍କଠାରୁ ସୂଚନା ପାଇ ପୋଲିସ ମୃତଦେହ ଜବତ କରିଛି। ମହିଳା ଜଣକ ମୃତ ଦେହ ଉଲଗ୍ନ ଅବସ୍ଥାରେ ପଡିଥିବା ବେଳେ ତାଙ୍କ ଦେହରେ କ୍ଷତବିକ୍ଷତ ଚିହ୍ନ ରହିଛି। ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ତଦନ୍ତ କରିଛି।  ମୃତ ମହିଳାଙ୍କ ପରିଚୟ ମିଳିଛି। ତାଙ୍କ ନାଁ ସୋନା ସୋରେନ । ପୋଲିସ ତାଙ୍କ ସ୍ୱାମୀ ଓ ଦିଅରଙ୍କୁ ପଚରାଉଚରା  କରୁଛି।

udala

Rakesh Mallick
  • Published: Monday, 31 August 2015
  • , Updated: 31 August 2015, 05:11 AM IST

Related story