ନିଃସନ୍ତାନ ବଲିଉଡ ସେଲିବ୍ରିଟି: ବିଭିନ୍ନ କାରଣରୁ ପିଲା ସୁଖ ପାଇ ନାହାଁନ୍ତି ଏହି ଷ୍ଟାର

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ବଲିଉଡରେ ଏମିତି କିଛି ଦମ୍ପତି ଅଛନ୍ତି ଯେଉଁମାନେ ନିଃସନ୍ତାନ। ତଥାପି ସେମାନଙ୍କ ଦାମ୍ପତ୍ୟ ଜୀବନ ହସଖୁସିରେ କାଟୁଛି। ଆସନ୍ତୁ ଜାଣିବା ବଲିଉଡ କିଛି ନିଃସନ୍ତାନ ଦମ୍ପତିଙ୍କ ସମ୍ପର୍କରେ। ସଲିମ ଖାନ ଓ ହେଲେନା: ହେଲେନା ହେଉଛନ୍ତି ସଲିମଙ୍କ ଦ୍ୱିତୀୟ ପତ୍ନୀ। ହେଲେନା କେବେ ମାଆ ହୋଇନାହାନ୍ତି। ସେମାନେ ଅଳିଆଗଦାରୁ ଏକ ଛୁଆକୁ ପାଇଥିଲେ। ଯାହାକୁ ସେମାନେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଏହି ସନ୍ତାନ ହେଉଛି ଅର୍ପିତା। ଦିଲୀପ କୁମାର ଓ […]

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 02:03 PM IST

Sports

Latest News

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ବଲିଉଡରେ ଏମିତି କିଛି ଦମ୍ପତି ଅଛନ୍ତି ଯେଉଁମାନେ ନିଃସନ୍ତାନ। ତଥାପି ସେମାନଙ୍କ ଦାମ୍ପତ୍ୟ ଜୀବନ ହସଖୁସିରେ କାଟୁଛି। ଆସନ୍ତୁ ଜାଣିବା ବଲିଉଡ କିଛି ନିଃସନ୍ତାନ ଦମ୍ପତିଙ୍କ ସମ୍ପର୍କରେ।

salim-helenସଲିମ ଖାନ ଓ ହେଲେନା: ହେଲେନା ହେଉଛନ୍ତି ସଲିମଙ୍କ ଦ୍ୱିତୀୟ ପତ୍ନୀ। ହେଲେନା କେବେ ମାଆ ହୋଇନାହାନ୍ତି। ସେମାନେ ଅଳିଆଗଦାରୁ ଏକ ଛୁଆକୁ ପାଇଥିଲେ। ଯାହାକୁ ସେମାନେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଏହି ସନ୍ତାନ ହେଉଛି ଅର୍ପିତା।

dilip-sairaଦିଲୀପ କୁମାର ଓ ସାଇରା ବାନୋ: ଦିଲୀପ କୁମାର ସାଇରାଙ୍କ ଠାରୁ ୨୨ ବର୍ଷ ବଡ। ତାଙ୍କର କୌଣସି ସନ୍ତାନ ନାହିଁ। ହେଲେ ଏଥିପାଇଁ ତାଙ୍କ ମନରେ କୌଣସି ନିରାଶା ନାହିଁ। ସାଇରା କୁହନ୍ତି, ଦିଲୀପଙ୍କ ଦେଖାଚାହାଁ କରିବା ୧୦ଟା ପିଲା ସମ୍ଭାଳିବା ସହ ସମାନ।

shabana-azmi-javed-akhtarଜାଭେଦ ଅକତାର ଓ ସାବନା ଆଜମୀ: ଦୁହିଁଙ୍କ ବିବାହକୁ ୩୦ ବର୍ଷରୁ ଅଧିକ ହୋଇଗଲାଣି। ସାବନାଙ୍କର କୌଣସି ସନ୍ତାନ ନାହିଁ। ହେଲେ ଜାଭେଦଙ୍କ ଦ୍ୱିତୀୟ ପତ୍ନୀ ହନୀ ଇରାନୀଙ୍କ ଦୁଇଟି ସନ୍ତାନ ଫରହାନ ଓ ଜୋୟା ଅଛନ୍ତି।

meena-kamalମୀନା କୁମାରୀ ଓ କମଲ ଅମରୋହୀ: ବି-ଟାଉନରେ ଟ୍ରାଜେଡି କୁଇନ ଭାବେ ମୀନା କୁମାରୀ ବେଶ ପରିଚିତ। ସେ ନିର୍ଦ୍ଦେଶକ କମଲ ଅମରୋହୀଙ୍କ ଠାରୁ ୧୫ ବର୍ଷ ସାନ। ବନ୍ଧୁତ୍ୱରୁ ପ୍ରେମ ଓ ପରେ ବିବାହ ହୋଇଥିଲା। କମଲଙ୍କ ପ୍ରଥମ ସ୍ତ୍ରୀର ସନ୍ତାନ ଥିବାରୁ ସେ ମୀନାଙ୍କୁ ମାଆ ହେବାକୁ ମନା କରିଥିଲେ।

anupam-kirronଅନୁପମ ଖେର ଓ କିରଣ ଖେର: ଚଣ୍ଡିଗଡରେ ଗୋଟିଏ ଡେଟିଂ ପରେ ଦୁହେଁ ଖୁବ ଭଲ ବନ୍ଧୁ ହେଇଯାଇଥିଲେ। ୧୯୮୫ରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। କିରଣ ପୂର୍ବରୁ ଥରେ ବିବାହ କରିଥିଲେ। ପ୍ରଥମ ପତିଙ୍କଠାରୁ ତାଙ୍କର ଏକ ସନ୍ତାନ ଅଛି। କିରଣ ଆଉ ଏକ ପିଲା ଚାହୁଁଥିଲେ। ହେଲେ ସ୍ୱାସ୍ଥ୍ୟଗତ କାରଣରୁ ଏହା ସମ୍ଭବ ହୋଇ ନଥିଲା।

Asha-RDଆଶା ଭୋଷଲେ ଓ ଆର ଡି ବର୍ମନ: ଆଶା ଭୋଷଲେ ୧୯୪୯ରେ ଗଣପତ ରାଓ ଭୋଷଲେଙ୍କୁ ବିବାହ କରିଥିଲେ। ତାଙ୍କର ତିନୋଟି ପିଲା ଥିଲେ। ଦାମ୍ପତ୍ୟ ଜୀବନ ଠିକରେ ନ ଚାଲିବାରୁ ୧୧ ବର୍ଷ ପରେ ସେମାନେ ୧୯୬୦ରେ ଅଲଗା ହୋଇ ଯାଇଥିଲେ। ୧୯୮୦ରେ ଆରଡି ବର୍ମନଙ୍କୁ ଆଶା ବିବାହ କରିଥିଲେ ।

sadhna-rk-nayyar-madanmohanସାଧନା ଓ ଆର.କେ. ନୟର: ୧୯୬୬ରେ ସାଧନା ଓ ଆର.କେ. ନୟର ବିବାହ କରିଥିଲେ। ସେ ସମୟରେ ସବୁଠୁ ଭଲ ନିର୍ଦ୍ଦେଶକ ଥିଲେ ନୟର। ତଥାପି ସେ ଦୁଃଖି ରହୁଥିଲେ। କାରଣ ତାଙ୍କ କୌଣସି ପିଲା ନଥିଲେ।

BR-Ishara-Rehana-Sultana_147911251452ବି.ଆର. ଇଶାରା ଓ ରେହାନା ସୁଲତାନ: ୧୯୮୪ରେ ଦୁହେଁ ବିବାହ କରିଥିଲେ। ରେହାନା ଇଶାରାଙ୍କଠାରୁ ବୟସରେ ୧୬ ବର୍ଷ ସାନ ଥିଲେ। ପିଲା ଜନ୍ମ କରିବା ଅପେକ୍ଷା କ୍ୟାରିୟରକୁ ସେମାନେ ଅଧିକ ଗୁରୁତ୍ୱ ଦେଉଥିଲେ ତେଣୁ ସେମାନଙ୍କର କୌଣସି ପିଲା ହୋଇ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story