ସନି ଲିଓନିଙ୍କୁ ଟକ୍କର ଦେବେ ଆଉ ଜଣେ ସନି

ମୁମ୍ୱାଇ: ପର୍ଣ୍ଣ ଷ୍ଟାର ଭାବେ ପରିଚିତ ସନି ଲିଓନିଙ୍କ ପ୍ରଶଂସକତ’ କେତେ ଅଛନ୍ତି ହେଲେ ନିକଟରେ ତାଙ୍କର ଏମିତି ଜଣେ ଫ୍ୟାନ ସାମ୍ନାକୁ ଆସିଛନ୍ତି ଯାହାଙ୍କୁ ନେଇ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ପୃକ୍ତ ଯୁବତୀ ଜଣକ ମଡେଲ ହୋଇଥିବା ବେଳେ ସନି ଲିଓନିଙ୍କ ଭଳି ନିଜକୁ ପରିଚିତ କରିବା ଲକ୍ଷ୍ୟରେ ଅଛନ୍ତି। ତେଣୁ ନାମ ବଦଳାଇ ସନି ରଖିଛନ୍ତି। ଏହି ମଡେଲ ଜଣକ ଭୋଜପୁରୀ ଫିଲ୍ମରେ ଅଭିନେତ୍ରୀ ମଧ୍ୟ। ସେ ହେଉଛନ୍ତି ପଲ୍ଲବୀ ସିଂହ। ତାଙ୍କ […]

Rakesh Mallick
  • Published: Monday, 18 September 2017
  • Updated: 18 September 2017, 09:32 PM IST

Sports

Latest News

ମୁମ୍ୱାଇ: ପର୍ଣ୍ଣ ଷ୍ଟାର ଭାବେ ପରିଚିତ ସନି ଲିଓନିଙ୍କ ପ୍ରଶଂସକତ’ କେତେ ଅଛନ୍ତି ହେଲେ ନିକଟରେ ତାଙ୍କର ଏମିତି ଜଣେ ଫ୍ୟାନ ସାମ୍ନାକୁ ଆସିଛନ୍ତି ଯାହାଙ୍କୁ ନେଇ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ପୃକ୍ତ ଯୁବତୀ ଜଣକ ମଡେଲ ହୋଇଥିବା ବେଳେ ସନି ଲିଓନିଙ୍କ ଭଳି ନିଜକୁ ପରିଚିତ କରିବା ଲକ୍ଷ୍ୟରେ ଅଛନ୍ତି। ତେଣୁ ନାମ ବଦଳାଇ ସନି ରଖିଛନ୍ତି। ଏହି ମଡେଲ ଜଣକ ଭୋଜପୁରୀ ଫିଲ୍ମରେ ଅଭିନେତ୍ରୀ ମଧ୍ୟ। ସେ ହେଉଛନ୍ତି ପଲ୍ଲବୀ ସିଂହ। ତାଙ୍କ ଚେହେରା ସନି ଲିଓନିଙ୍କ ସହ ମିଶିଯାଉଥିବାରୁ ନିଜ ନାମକୁ ପରିବର୍ତ୍ତନ କରିଦେଇଛନ୍ତି ପଲ୍ଲବୀ।

ଏମିତି କରିବା ପଛରେ ବି ରହିଛି ଅଦ୍ଭୁତ କାରଣ । ପଲ୍ଲବୀଙ୍କ ଫିଗର ଦେଖି ସନି ଲିଓନି ସହ ମିଶୁଛି ବୋଲି ତାଙ୍କ ସାଥୀମାନ କହିବା ଆରମ୍ଭ କଲେ । ପ୍ରଥମେ ପ୍ରଥମେ ପଲ୍ଲବୀ ତାଙ୍କ ସାଙ୍ଗମାନଙ୍କ କଥାକୁ ଧ୍ୟାନ ଦେଉ ନ ଥିଲେ। ପରେ ସେ ନିଜେ ଅନୁଭବ କଲେ । ତାଙ୍କ ଚେହେରା ସନି ଲିଓନି ସହ ଖାପଖାଇଯାଉଛି। ତେଣୁ ସେ ପଲ୍ଲବୀରୁ ସନି ସିଂହ କୁ ପରିବର୍ତ୍ତନ କରିଦେଲେ । ତାଙ୍କ କହିବା ଆନୁଯାୟୀ ସାଙ୍ଗମାନେ ତାଙ୍କୁ ସନି ଡାକିଲେ ତାଙ୍କୁ ବହୁତ ଖୁସି ଲାଗେ । ଆଗକୁ ‘ଚୋର ମଚାଏ ସୋର’ ଫିଲ୍ମରେ ସନି ସିଂହକୁ ଦର୍ଶକ ଦେଖିବାକୁ ପାଇବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story