ଆୟୁଷଙ୍କ ନଖରାମୀ: ସଲମାନଙ୍କ ପସନ୍ଦର ହିରୋଇନ୍‌ଙ୍କୁ କରିଦେଲେ ରିଜେକ୍ଟ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ସଲମାନ ଖାନ ତାଙ୍କ ଭିଣୋଇ ଆୟୁଷକୁ ବଲିଉଡରେ ଲଞ୍ଚ କରିବାକୁ ଯାଉଛନ୍ତି । କିନ୍ତୁ ତାଙ୍କ ପାଇଁ ହିରୋଇନ ଖେଜି ଖୋଜି ହାଲିଆ ହେଲେଣି। କାରଣ ବଲିଉଡରେ ପାଦ ଥାପିବା ପୂର୍ବରୁ ଆୟୁଷ ନଖରାମୀ ଦେଖାଇବା ଆରମ୍ଭ କରି ଦେଇଛନ୍ତି। ଯେଉଁଥି ପାଇଁ ଭାଇଜାନଙ୍କୁ ନେକାଦମ୍‌ ହେବାକୁ ପଡୁଛି। ଖବର ଅନୁସାରେ, ସଲମାନ ଆୟୁଷଙ୍କ ବିପକ୍ଷରେ ମୈନି ରୟକୁ ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଥିଲେ । କିନ୍ତୁ ସଲମାନଙ୍କ ଏହି ଆଇଡିଆ ଆୟୁଷଙ୍କୁ […]

Rakesh Mallick
  • Published: Monday, 18 September 2017
  • Updated: 18 September 2017, 05:30 PM IST

Sports

Latest News

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ସଲମାନ ଖାନ ତାଙ୍କ ଭିଣୋଇ ଆୟୁଷକୁ ବଲିଉଡରେ ଲଞ୍ଚ କରିବାକୁ ଯାଉଛନ୍ତି । କିନ୍ତୁ ତାଙ୍କ ପାଇଁ ହିରୋଇନ ଖେଜି ଖୋଜି ହାଲିଆ ହେଲେଣି। କାରଣ ବଲିଉଡରେ ପାଦ ଥାପିବା ପୂର୍ବରୁ ଆୟୁଷ ନଖରାମୀ ଦେଖାଇବା ଆରମ୍ଭ କରି ଦେଇଛନ୍ତି। ଯେଉଁଥି ପାଇଁ ଭାଇଜାନଙ୍କୁ ନେକାଦମ୍‌ ହେବାକୁ ପଡୁଛି।

ଖବର ଅନୁସାରେ, ସଲମାନ ଆୟୁଷଙ୍କ ବିପକ୍ଷରେ ମୈନି ରୟକୁ ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଥିଲେ । କିନ୍ତୁ ସଲମାନଙ୍କ ଏହି ଆଇଡିଆ ଆୟୁଷଙ୍କୁ ପସନ୍ଦ ଆସିଲାନି। ସେ ନିଜ ଫିଲ୍ମରେ ଏକ ଜଣାଶୁଣା ବଲିଉଡ ଅଭିନେତ୍ରୀ କିମ୍ୱା ଏମିତି ଏକ ନୂଆ କଳାକାରକୁ ନେବାକୁ ଚାହୁଁଛନ୍ତି ଯେ ବଲିଉଡର କେଉଁ ବଡ କଳାକାରଙ୍କ ଝିଅ କିମ୍ୱା ଭଉଣୀ ହୋଇଥିବ। ଭିଣୋଇଙ୍କ ଏମିତି  ଡିମାଣ୍ଡ ଅନୁଯାୟୀ ସଲମାନ ମଧ୍ୟ ହିରୋଇନ ଖୋଜିବା ଆରମ୍ଭ କରିସାରିଲେଣି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos