ଭଣ୍ଡବାବା ରାମ ରହିମଙ୍କ ଜୀବନୀକୁ ନେଇ ହେବ ବଲିଉଡ୍‌ ଫିଲ୍ମ, ଜାଣିଛନ୍ତି କିଏ ହେବେ ହନିପ୍ରୀତ?

ନୂଆଦିଲ୍ଲୀ: ପରଦାକୁ ଆସିବ ବାବା ରାମରହିମଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ। ଏହି ଫିଲ୍ମର ନାଁ ହେଉଛି “ଅବ୍‌ ହୋଙ୍ଗେ ଇନ୍‌ସାଫ୍‌”। ଏଥିରେ ବାବାଙ୍କ ପାଳିତ କନ୍ୟା ହନିପ୍ରୀତଙ୍କ ଭୂମିକାରେ ଅଭିନୟ କରିବେ ହଟ୍‌ ଆଇଟମ୍‌ ଗାର୍ଲ ରାକ୍ଷୀ ସାୱନ୍ତ। ବାବା ରାମରହିମଙ୍କ ଭୂମିକାରେ ରାଜା ମୁରାଦ ଅଭିନୟ କରୁଛନ୍ତି। ବଳାତ୍କାର ମାମଲା ଯାଞ୍ଚ କରୁଥିବା ଅଧିକାରୀ ଭୂମିକାରେ ଏଜାଜ ଖାନ୍‌ ଅଭିନୟ କରିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଆଶୁତୋଷ ମିଶ୍ରା। ଆଜି ଏହି ଫିଲ୍ମ […]

Rakesh Mallick
  • Published: Tuesday, 19 September 2017
  • Updated: 20 September 2017, 12:40 PM IST

Sports

Latest News

ନୂଆଦିଲ୍ଲୀ: ପରଦାକୁ ଆସିବ ବାବା ରାମରହିମଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ। ଏହି ଫିଲ୍ମର ନାଁ ହେଉଛି “ଅବ୍‌ ହୋଙ୍ଗେ ଇନ୍‌ସାଫ୍‌”। ଏଥିରେ ବାବାଙ୍କ ପାଳିତ କନ୍ୟା ହନିପ୍ରୀତଙ୍କ ଭୂମିକାରେ ଅଭିନୟ କରିବେ ହଟ୍‌ ଆଇଟମ୍‌ ଗାର୍ଲ ରାକ୍ଷୀ ସାୱନ୍ତ। ବାବା ରାମରହିମଙ୍କ ଭୂମିକାରେ ରାଜା ମୁରାଦ ଅଭିନୟ କରୁଛନ୍ତି। ବଳାତ୍କାର ମାମଲା ଯାଞ୍ଚ କରୁଥିବା ଅଧିକାରୀ ଭୂମିକାରେ ଏଜାଜ ଖାନ୍‌ ଅଭିନୟ କରିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଆଶୁତୋଷ ମିଶ୍ରା। ଆଜି ଏହି ଫିଲ୍ମ ସୁଟିଂ ଦିଲ୍ଲୀରୁ ଆରମ୍ଭ ହୋଇଛି।

ସାଧ୍ୱୀଙ୍କୁ ବଳାତ୍କାର ମାମଲାରେ ବାବା ରାମରହିମ ଦୋଷୀ ସାବ୍ୟସ୍ତ ହୋଇ ଏବେ କାଳ କୋଠରୀରେ ଜୀବନ ଅତିବାହିତ କରୁଛନ୍ତି। ବାବାଙ୍କ ପାଳିତ କନ୍ୟା ହନିପ୍ରୀତଙ୍କ ଏବେ ଫେରାର ଥିବା ବେଳେ ହରିୟାଣା ପୋଲିସ ତାଙ୍କୁ ଖୋଜୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos