ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ‘ବାହୁବଲୀ’ ଅଭିନେତାଙ୍କ ପତ୍ନୀଙ୍କ ମୃତଦେହ

ହାଇଦ୍ରାବାଦ: ଫିଲ୍ମ ‘ବାହୁବଲୀ’ରୁ ଚର୍ଚ୍ଚାକୁ ଆସିଥିବା ଅଭିନେତା ମଧୁପ୍ରକାଶଙ୍କ ପତ୍ନୀ ଭାରତୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ହାଇଦ୍ରାବାଦ ସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ସେ ଫ୍ୟାନ୍‌ରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ତାଙ୍କ ଆତ୍ମହତ୍ୟାର କାରଣ ବିଷୟରେ କିଛି ସ୍ପଷ୍ଟ ହୋଇନି। କୁହାଯାଉଛି, ମଧୁପ୍ରକାଶଙ୍କ ଜୀବନଶୈଳୀକୁ ନେଇ ଭାରତୀ ଖୁବ୍ ଚିନ୍ତିତ ରହୁଥିଲେ। ସେ ଏହା ବି ସନ୍ଦେହ କରୁଥିଲେ ଯେ, ମଧୁପ୍ରକାଶଙ୍କର ଜଣେ ସହ କଳାକାରଙ୍କ ସହ ଆଫେୟାର ରହିଛି। ସୂଚନା […]

madhuprakash

madhuprakash

Chinmayee Roy
  • Published: Thursday, 08 August 2019
  • Updated: 08 August 2019, 12:33 PM IST

ହାଇଦ୍ରାବାଦ: ଫିଲ୍ମ ‘ବାହୁବଲୀ’ରୁ ଚର୍ଚ୍ଚାକୁ ଆସିଥିବା ଅଭିନେତା ମଧୁପ୍ରକାଶଙ୍କ ପତ୍ନୀ ଭାରତୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ହାଇଦ୍ରାବାଦ ସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ସେ ଫ୍ୟାନ୍‌ରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ତାଙ୍କ ଆତ୍ମହତ୍ୟାର କାରଣ ବିଷୟରେ କିଛି ସ୍ପଷ୍ଟ ହୋଇନି। କୁହାଯାଉଛି, ମଧୁପ୍ରକାଶଙ୍କ ଜୀବନଶୈଳୀକୁ ନେଇ ଭାରତୀ ଖୁବ୍ ଚିନ୍ତିତ ରହୁଥିଲେ। ସେ ଏହା ବି ସନ୍ଦେହ କରୁଥିଲେ ଯେ, ମଧୁପ୍ରକାଶଙ୍କର ଜଣେ ସହ କଳାକାରଙ୍କ ସହ ଆଫେୟାର ରହିଛି।

ସୂଚନା ଅନୁଯାୟୀ, ମଧୁପ୍ରକାଶ ସବୁଦିନେ ବିଳମ୍ବିତ ରାତିରେ ଘରକୁ ଫେରନ୍ତି। ଏହାକୁ ନେଇ ଭାରତୀଙ୍କ ସହିତ ତାଙ୍କର ପ୍ରତିଦିନ ଝଗଡ଼ା ହୁଏ। ଏ ଘଟଣା ଘଟିବା ଦିନ ମଧ୍ୟ ଭାରତୀ ତାଙ୍କୁ ଶୀଘ୍ର ଫେରିବାକୁ କହିଥିଲେ।

ମଧୁପ୍ରକାଶଙ୍କ କହିବା ଅନୁଯାୟୀ, ସେଦିନ ସେ ସକାଳ ୧୦ଟାବେଳେ ଶୁଟିଂ ପାଇଁ ଘରୁ ବାହାରି ଯାଇଥିଲେ। ଶୁଟିଂ ସେଟ୍‌ରେ ଥିବା ବେଳେ ଭରତୀ ତାଙ୍କୁ ଫୋନ୍ କରି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ହେଲେ ସେ ଏହାକୁ ଏତେ ଗୁରୁତ୍ୱ ଦେଇ ନଥିଲେ। ଆଉ ସନ୍ଧ୍ୟାବେଳେ ଘରକୁ ଫେରି ଦେଖିଲେ ଯେ, ଭାରତୀ ସତରେ ଆତ୍ମହତ୍ୟା କରିଦେଇଛନ୍ତି। ହାଇଦ୍ରାବାଦ୍‌ ସିଟି ପୁଲିସ୍‌ ତାଙ୍କ ବୟାନ ରେକର୍ଡ କରି ଏକ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, ମଧୁପ୍ରକାଶ‘ବାହୁବଲୀ’ରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story