ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ‘ବାହୁବଲୀ’ର ସେଟ୍‌: ଦୈନିକ ଭିଜିଟର୍‌ ୧୦ରୁ ୧୫ ହଜାର

ହାଇଦ୍ରାବାଦ: ସୁପରଡୁପର ହିଟ୍ ‘ବାହୁବଲୀ’ ରାମୋଜୀ ଫିଲ୍ମ ସିଟିରେ ସୁଟିଂ ହୋଇଥିଲା, ଏହା ତ ଜାଣିଛନ୍ତି। ଫିଲ୍ମ ସୁଟିଂ ପାଇଁ ନିର୍ମାଣ କରାଯାଇଥିବା ସେଟ୍‌କୁ ଦୀପାବଳି ଅବସରରେ ପର୍ଯ୍ୟଟକଙ୍କ ଦେଖିବା ପାଇଁ ଖୋଲି ଦିଆଯାଇଛି। ଆଶ୍ଚର୍ଯ୍ୟର ବିଷୟ ହେଲା ପ୍ରତିଦିନ ୧୦ରୁ ୧୫ ହଜାର ପର୍ଯ୍ୟଟକ ଏହାକୁ ଦେଖିବାକୁ ଆସୁଛନ୍ତି।୫୦୦ କାରିଗର, ୫୦ ଦିନ ଏହି ସେଟ୍‌ ନିର୍ମାଣ ପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ୫୦୦ ଲୋକ ୫୦ ଦିନ କଠିନ ପରିଶ୍ରମ କରି […]

9

9

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 01:30 PM IST

Sports

Latest News

ହାଇଦ୍ରାବାଦ: ସୁପରଡୁପର ହିଟ୍ ‘ବାହୁବଲୀ’ ରାମୋଜୀ ଫିଲ୍ମ ସିଟିରେ ସୁଟିଂ ହୋଇଥିଲା, ଏହା ତ ଜାଣିଛନ୍ତି। ଫିଲ୍ମ ସୁଟିଂ ପାଇଁ ନିର୍ମାଣ କରାଯାଇଥିବା ସେଟ୍‌କୁ ଦୀପାବଳି ଅବସରରେ ପର୍ଯ୍ୟଟକଙ୍କ ଦେଖିବା ପାଇଁ ଖୋଲି ଦିଆଯାଇଛି। ଆଶ୍ଚର୍ଯ୍ୟର ବିଷୟ ହେଲା ପ୍ରତିଦିନ ୧୦ରୁ ୧୫ ହଜାର ପର୍ଯ୍ୟଟକ ଏହାକୁ ଦେଖିବାକୁ ଆସୁଛନ୍ତି।11୫୦୦ କାରିଗର, ୫୦ ଦିନ

ଏହି ସେଟ୍‌ ନିର୍ମାଣ ପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ୫୦୦ ଲୋକ ୫୦ ଦିନ କଠିନ ପରିଶ୍ରମ କରି ଏହାକୁ ନିର୍ମାଣ କରିଥିଲେ। ‘ବାହୁବଲୀ’ ସୁଟିଂ ବେଳେ ମାହିଷ୍ମତୀ କିଙ୍ଗଡମ୍ ବନାଇବାକୁ ୨୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହାର ସ୍ୱୀକେଲ ‘ବାହୁବଲୀ-୨’ ବେଳେ ଏଥିରେ ଆଉ କିଛି ଜୋଡା ଯାଇଥିଲା। ଏହାସହ ଆଉ ଏକ କିଙ୍ଗଡମର ସେଟ୍‌ ମଧ୍ୟ ବନାଯାଇଥିଲା।

6ସଜେଇ ହୋଇଛି ରାମୋଜୀ ଫିଲ୍ମସିଟି

ଦୀପାବଳି ଛୁଟି ପାଇଁ ରାମୋଜୀ ଫିଲ୍ମସିଟିରେ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ବିଶେଷ କାର୍ଯ୍ୟକ୍ରମ କରାଯାଉଛି। ଏଥିପାଇଁ ସଜେଇ ହୋଇଛି ରାମୋଜୀ ଫିଲ୍ମସିଟି।

4୨୫୦୦ ଫିଲ୍ମର ମୂକସାକ୍ଷୀ ରାମୋଜୀ ଫିଲ୍ମସିଟି

୨୦୦ ଏକର ଜମିରେ ଥିବା ଏହି ଫିଲ୍ମସିଟି ଗିନିଜ୍ ୱର୍ଲ୍ଡ ରେକର୍ଡରେ ସାମିଲ ହୋଇଛି। ଏଠାରେ ୨୫୦୦ରୁ ଅଧିକ ଫିଲ୍ମର ସୁଟିଂ ସରିଲାଣି। ‘ବାହୁବଲୀ’, ‘ଚେନ୍ନାଇ ଏକ୍ସପ୍ରେସ’, ‘ଦ ଡାର୍ଟି ପିକଚର’ ପରି ଫିଲ୍ମ ଏଠାରେ ସୁଟିଂ ହୋଇଛି।

10୫୦୦ରୁ ଅଧିକ ଲୋକେସନ

ଫିଲ୍ମସିଟି ଭିତରେ ରହିଛି ୫୦୦ରୁ ଅଧିକ ଲୋକେସନ। ପ୍ରତିବର୍ଷ ୨୦୦ରୁ ଅଧିକ ଫିଲ୍ମ ଏଠାରେ ସୁଟିଂ ହୋଇଥାଏ। ୫୦ଟିରୁ ଅଧିକ ଷ୍ଟୁଡିଓ ରହିଛି, ଯେଉଁଠି ସବୁ ପ୍ରକାର ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରାଯାଇପାରୁଛି। ଏଠାରେ ଏକା ସାଙ୍ଗରେ ୨୦ଟି ବିଦେଶୀ ଓ ୪୦ଟି ଭାରତୀୟ ଫିଲ୍ମର ସୁଟିଂ କରାଯାଇପାରିବ।

7ରେଳଷ୍ଟେସନରୁ ଆରମ୍ଭ କରି ଏୟାରପୋର୍ଟ ରହିଛି ଏଠାରେ

ଫିଲ୍ମସିଟି ଭିତରେ ରେଳ ଷ୍ଟେସନ୍‌ଠାରୁ ଆରମ୍ଭ କରି ଏୟାରପୋର୍ଟ, ମନ୍ଦିର, ସହର, ଗାଁ, ସମୁଦ୍ର, ନଦୀ, ବଜାର, ମେଡିକାଲ, କୋର୍ଟ ଓ ବିଭିନ୍ନ ଧର୍ମସ୍ଥଳ ପାଇବେ। ଫିଲ୍ମର ଚାହିଦାକୁ ନେଇ ଏହି ସ୍ପଟ୍‌ ଗୁଡିକରେ ପରିବର୍ତ୍ତନ କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story