ଯେକୌଣସି ପରଫେକ୍ଟ ରିଲେସନ୍‌ ୫୦ ପ୍ରତିଶତ ଶାରୀରିକ ହୋଇଥାଏ: ଭୂମି ପେଡନେକର

ନୂଆଦିଲ୍ଲୀ: ନିକଟରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘ଶୁଭ ମଙ୍ଗଲ ସାବଧାନ’ ଓ ‘ଟଏଲେଟ- ଏକ୍‌ ପ୍ରେମ୍‌କଥା’ରେ ଅଭିନୟ କରିଥିବା ଭୂମି ପେଡନେକର ବୈବାହିକ ଜୀବନ ଓ ସେକ୍ସକୁ ନେଇ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ଭୋପାଲରେ ଇଣ୍ଡିଆ ଟୁଡେ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଥିଲେ,“ବାହାଘର ପୂର୍ବରୁ ସେକ୍ସ ଏକ ସାଧାରଣ କଥା। ଆଜିକାଲି ଏହା ବଡ଼ କଥା ନୁହେଁ। ବାହାଘର ପୂର୍ବରୁ ସେକ୍ସ କରିବା କଥାକୁ ଆମେ […]

Rakesh Mallick
  • Published: Saturday, 09 September 2017
  • Updated: 09 September 2017, 10:52 AM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘ଶୁଭ ମଙ୍ଗଲ ସାବଧାନ’ ଓ ‘ଟଏଲେଟ- ଏକ୍‌ ପ୍ରେମ୍‌କଥା’ରେ ଅଭିନୟ କରିଥିବା ଭୂମି ପେଡନେକର ବୈବାହିକ ଜୀବନ ଓ ସେକ୍ସକୁ ନେଇ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ଭୋପାଲରେ ଇଣ୍ଡିଆ ଟୁଡେ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଥିଲେ,“ବାହାଘର ପୂର୍ବରୁ ସେକ୍ସ ଏକ ସାଧାରଣ କଥା। ଆଜିକାଲି ଏହା ବଡ଼ କଥା ନୁହେଁ। ବାହାଘର ପୂର୍ବରୁ ସେକ୍ସ କରିବା କଥାକୁ ଆମେ ଲୁଚାଇ ରଖୁ।”

ସେ କହିଥିଲେ,“କୌଣସି ରିଲେସନ୍‌ସିପ୍‌ର ସଫଳତାର ରାଜ୍ କେବଳ ଇମୋସନ୍‌ ଅବା ଫିଲିଂସ୍‌ ନୁହେଁ। ଯେକୌଣସି ପରଫେକ୍ଟ ରିଲେସନ୍‌ ୫୦ ପ୍ରତିଶତ ଶାରୀରିକ ହୋଇଥାଏ ଓ ବାକି ୫୦ ପ୍ରତିଶତ ଇମୋସ୍‌ନାଲ୍ ହୋଇଥାଏ। ଆଜିକାଲି ଯୁବକଯୁବତୀମାନେ କ୍ୟାରିୟର ବ୍ୟତୀତ ଯଦି ଅନ୍ୟ କୌଣସି ବିଷୟକୁ ନେଇ ଅଧିକ ଚିନ୍ତିତ, ତାହା ହେଉଛି ରିଲେସନ୍‌ସିପ୍।”

bb

ଭୂମି ଆହୁରି କହିଥିଲେ ଯେ ଯେଉଁ ପର୍ଯ୍ୟନ୍ତ ଆମେ ନିଜକୁ ନିଜେ ଭଲ ପାଇବା ନାହିଁ ସେତେ ପର୍ଯ୍ୟନ୍ତ ଆମର ପାର୍ଟନର ବି ଆମକୁ ଭଲ ପାଇବେ ନାହିଁ। ତେଣୁ ଆମେ ପ୍ରଥମେ ନିଜକୁ ଭଲ ପାଇବା ଶିଖିବା ଉଚିତ।

ଭୂମି ଏଯାବତ୍ ତିନିଟି ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କର ପ୍ରଥମ ଫିଲ୍ମର ନାମ ‘ଦମ୍ ଲଗା କେ ହାଇଶା’। ଏଥିରେ ସେ ଜଣେ ବହୁତ ମୋଟି ଝିଅ ଭୂମିକାରେ ଅଭିନୟ କରିଥିଲେ। ନିକଟରେ ରିଲିଜ୍ ହୋଇଥିବା ‘ଟଏଲେଟ୍-ଏକ୍ ପ୍ରେମ୍‌ କଥା’ ବକ୍ସ ଅଫିସ୍‌ରେ ହିଟ୍ ହୋଇଛି। ‘ଶୁଭ ମଙ୍ଗଲ ସାବଧାନ’କୁ ନେଇ ବି ସେ ଚର୍ଚ୍ଚାକୁ ଆସିଛନ୍ତି।  ସେ ଆସନ୍ତା ଜାନୁଆରୀରୁ ତାଙ୍କର ପରବର୍ତ୍ତୀ ଫିଲ୍ମର ସୁଟିଂ ଆରମ୍ଭ କରିବେ। ଏହି ଫିଲ୍ମରେ ତାଙ୍କ ସହିତ ଅଛନ୍ତି ସୁଶାନ୍ତ ସିଂହ ରାଜପୁତ। ଏହାର ନିର୍ଦ୍ଦେଶନା ଦେବେ ଅଭିଷେକ ଚୌବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story