‘ବହୁତ ହୋଇଗଲା, ଆଉ ଚୁପ ରହିବିନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜନୀତି ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ତା’ ଭିତରେ ଗତକାଲି ସେ ତାଙ୍କ ଫେସବୁକ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ କରିଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ସୋଶାଲ ମିଡିଆରେ ଏହି ଭିଡିଓ ଅପଲୋଡ କରି ସେ ଖୁଲମଖୁଲା ଧମକ ଦେଇଛନ୍ତି। ଭିଡିଓରେ କହିଛନ୍ତି ବହୁତ ହୋଇଗଲା। ଆଉ ବରଦାସ୍ତ କରିହେବନି କି […]

Anuvab Mohanty

Anuvab Mohanty

Madhupriya Mistry
  • Published: Tuesday, 15 December 2020
  • Updated: 15 December 2020, 12:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜନୀତି ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ତା' ଭିତରେ ଗତକାଲି ସେ ତାଙ୍କ ଫେସବୁକ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ କରିଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ସୋଶାଲ ମିଡିଆରେ ଏହି ଭିଡିଓ ଅପଲୋଡ କରି ସେ ଖୁଲମଖୁଲା ଧମକ ଦେଇଛନ୍ତି। ଭିଡିଓରେ କହିଛନ୍ତି ବହୁତ ହୋଇଗଲା। ଆଉ ବରଦାସ୍ତ କରିହେବନି କି ଚୁପ ରହିହେବନି ।

ତା'ହେଲେ କାହାକୁ ଧମକ ଦେଇଛନ୍ତି ଅନୁଭବ? ଏମିତି ଆଉ କ'ଣ ଘଟିଗଲା?  ପ୍ରକୃତ କଥା ହେଲା ଅନୁଭବ ତାଙ୍କ ପ୍ରଶଂସକ ଓ ସମର୍ଥକମାନଙ୍କ ପାଇଁ ଆଗକୁ ଆସିଛନ୍ତି ଓ ତାଙ୍କରି ପାଇଁ ଧମକ ଦେଇଛନ୍ତି । ସେ କହିଛନ୍ତି, ଏକ ଗୁରୁତ୍ୱପୂର୍ଣ୍ଣ କଥା କହିବା ପାଇଁ ମୁଁ ଏହି ଭିଡିଓଟି ଶୁଟ୍ କରୁଛି । ପୃଥିବୀରେ ପ୍ରତ୍ୟେକ ମଣିଷ, ସିଏ ଯିଏ ବି ହୁଅନ୍ତୁ ନା କାହିଁକି ତାଙ୍କ ପ୍ରତି ଯଦି କିଏ ଖରାପ ଭାଷାର ବ୍ୟବହାର କରେ ବା ଖରାପ ବ୍ୟବହାର କରେ, ତାହା ଆଦୌ ଗ୍ରହଣୀୟ ନୁହେଁ । ସମସ୍ତଙ୍କୁ ସମାନ ସମ୍ମାନ ମିଳିବାର ହକ ରହିଛି ।

ଯଦି ଆମ ଜୀବନରେ ଜଣେ ମଣିଷକୁ ଭଲ ପାଉ ତେବେ ପ୍ରତ୍ୟେକ ସମୟରେ ତାଙ୍କ ଭଲ ମନ୍ଦରେ ଛିଡା ହେଉ । ସେଭଳି ହିଁ ମୋର ଏକ ବହୁତ ବଡ଼ ପରିବାର ରହିଛି, ଆଉ ସେହି ପରିବାର ହେଉଛନ୍ତି ମୋର ଅଗଣିତ ଫ୍ୟାନ ଓ ସମର୍ଥକ ।  ତାଙ୍କ ପ୍ରତି ମୋର ଅଗାଢ଼ ଭଲ ପାଇବା ରହିଛି । ମୋର ସବୁ ଦୁଃଖସୁଖରେ ସେମାନେ ଠିଆ ହୋଇଥାନ୍ତି । ଉଭୟ ନେତା ଓ ଅଭିନେତା ହିସାବରେ ମୋର ଫ୍ୟାନମାନେ ମୋତେ ବହୁତ ଭଲ ପାଇବା ଦେଇଛନ୍ତି ।  ତେଣୁ ମୋତେ କ୍ଷତି ପହଞ୍ଚାଇବା ପାଇଁ ବା ମୋତେ ହଇରାଣ କରିବା ପାଇଁ ଯଦି ମୋ ଫ୍ୟାନ ବା ସମର୍ଥକଙ୍କ ବ୍ୟବହାର କରାଯାଏ, ତେବେ ମୁଁ ଏହାକୁ ଆଦୌ ଗ୍ରହଣ କରିବି ନାହିଁ ।

ଅନୁଭବ ଆହୁରି କହିଛନ୍ତି, ଯାହାଙ୍କ ଲଢ଼େଇ ମୋ ସହ ରହିଛି ସେମାନେ ମୋ ସହ ଲଢ଼ନ୍ତୁ । ମୋ ଫ୍ୟାନମାନଙ୍କ ସହ ନୁହେଁ । ମୋ ଫ୍ୟାନ ଏବଂ ମୋ ସମର୍ଥକମାନେ ହେଉଛନ୍ତି ମୋ ପରିବାର। ତେଣୁ ସେମାନଙ୍କୁ କ୍ଷତି ପହଞ୍ଚାଇଲେ ମୁଁ ଚୁପ୍‌ ରହିବି ନାହିଁ । ଏପର୍ଯ୍ୟନ୍ତ ମୁଁ ଚୁପ ଥିଲି କିନ୍ତୁ ବହୁତ ହୋଇଗଲା ଆଉ ଚୁପ ରହି ହେବନି । କାରଣ ଏବେ ମୋ ପରିବାର ଉପରେ ଆଙ୍ଗୁଠି ଉଠିଲାଣି। ମୁଁ ମୋ ପରିବାର ଏବଂ ଫ୍ୟାନମାନଙ୍କ ପାଇଁ ଅଲବତ ଛିଡା ହେବି । ମୋ ପରିବାର ମୋ ପାଇଁ ସମସ୍ତଙ୍କ ଠାରୁ ଉପରେ । ଯେକୌଣସି ପରିସ୍ଥିତି ଆସିଲେ ବି ମୋର ସାହାସ ଅଛି ତାକୁ ସାମ୍ନା କରିବା ପାଇଁ । ତେଣୁ ଦୟାକରି ମୋର ପରିବାରକୁ ମୋର ବ୍ୟକ୍ତିଗତ ଲଢ଼େଇ ଭିତରକୁ ଟାଣନ୍ତୁ ନାହିଁ ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି ।

ଅଧିକ ପଢ଼ନ୍ତୁ : ଧମକ ଦେଲେ ବିଗବସ୍ ଫେମ୍ ଅଭିନେତ୍ରୀ

ଏହି ଭିଡିଓରେ ସେ କାହାକୁ ନିର୍ଦ୍ଦିଷ୍ଟ ଭାବେ ଏହି ଧମକ ଦେଉଛନ୍ତି, ତାହା ଜଣାପଡୁ ନାହିଁ । ତା'ସହିତ ତାଙ୍କର କେଉଁ ଫ୍ୟାନଙ୍କୁ କିଏ କ୍ଷତି ପହଞ୍ଚାଇଲା ସେ ବିଷୟରେ ମଧ୍ୟ କିଛି ସ୍ପଷ୍ଟ ଭାବେ ଅନୁଭବ କହିନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story