ବଲିଉଡର ବେଷ୍ଟଫ୍ରେଣ୍ଡ: ଜାଣନ୍ତୁ କାହା ସହ କାହାର ଘଣି

ମୁମ୍ବାଇ: ବଲିଉଡ୍ ଷ୍ଟାରଙ୍କ ମଧ୍ୟରେ ପ୍ରେମ ଯେମିତି ପରମାନେଣ୍ଟ୍ ନୁହେଁ, ସେମିତି ଫ୍ରେଣ୍ଟସିପ ବା ବନ୍ଧୁତା ବି ସ୍ଥାୟୀ ନୁହେଁ। ଏହାର ଅନେକ ଉଦାହରଣ ରହିଛି। ତେବେ ସମସ୍ତଙ୍କ କ୍ଷେତ୍ରରେ ଏହାକୁ ଲାଗୁ କରାଯାଇପାରିବ ନାହିଁ। ଏମିତି କେତେଜଣ ବଲିଉଡ ଷ୍ଟାର ଅଛନ୍ତି, ଯେଉଁ ମାନଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବନ୍ଧୁତା ବଜାୟ ରହିଛି ଏବଂ ସୁଖ ଦୁଃଖରେ ଏମାନେ ପରସ୍ପର ସହିତ ଛିଡା ହୁଅନ୍ତି। ଆଜି ଆସନ୍ତୁ ଜାଣିବା ବଲିଉଡର ଏମିତି କେତେ ଜଣ […]

kajol

kajol

Rakesh Mallick
  • Published: Monday, 02 October 2017
  • Updated: 02 October 2017, 10:02 AM IST

Sports

Latest News

ମୁମ୍ବାଇ: ବଲିଉଡ୍ ଷ୍ଟାରଙ୍କ ମଧ୍ୟରେ ପ୍ରେମ ଯେମିତି ପରମାନେଣ୍ଟ୍ ନୁହେଁ, ସେମିତି ଫ୍ରେଣ୍ଟସିପ ବା ବନ୍ଧୁତା ବି ସ୍ଥାୟୀ ନୁହେଁ। ଏହାର ଅନେକ ଉଦାହରଣ ରହିଛି। ତେବେ ସମସ୍ତଙ୍କ କ୍ଷେତ୍ରରେ ଏହାକୁ ଲାଗୁ କରାଯାଇପାରିବ ନାହିଁ। ଏମିତି କେତେଜଣ ବଲିଉଡ ଷ୍ଟାର ଅଛନ୍ତି, ଯେଉଁ ମାନଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବନ୍ଧୁତା ବଜାୟ ରହିଛି ଏବଂ ସୁଖ ଦୁଃଖରେ ଏମାନେ ପରସ୍ପର ସହିତ ଛିଡା ହୁଅନ୍ତି। ଆଜି ଆସନ୍ତୁ ଜାଣିବା ବଲିଉଡର ଏମିତି କେତେ ଜଣ ବନ୍ଧୁ ଓ ଏମାନଙ୍କ ବନ୍ଧତ୍ୱ ସଂପର୍କରେ।

salman-ajay4ଅଜୟ ଦେବଗନ୍ ଓ ସଲମାନ୍ ଖାନ୍: ଅଜୟ କୁହନ୍ତି ସଲମାନଙ୍କ ଛଡା ବଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କର ଆଉ କେହି ବନ୍ଧୁ ନାହାଁନ୍ତି ଓ ସେ ଆଉ କାହାକୁ ବନ୍ଧୁ ବନେଇବାକୁ ମଧ୍ୟ ଚାହାଁନ୍ତି ନାହିଁ। ସେମାନଙ୍କ ବନ୍ଧୁତ୍ୱ ବହୁ ବର୍ଷ ପୁରୁଣା।

16srk-kajol1କାଜଲ ଓ ଶାହାରୁଖ: ଶାହାରୁଖ ଓ କାଜଲ ପରସ୍ପରକୁ ୨୪ ବର୍ଷ ହେଲା ଜାଣିଛନ୍ତି। ତାଙ୍କ ବନ୍ଧୁତ୍ୱକୁ ବି ୨୪ ବର୍ଷ ପୂରିଯିବ। ଫିଲ୍ମ ବାଜିଗର ସେଟରେ ଶାହାରୁଖ ଓ କାଜଲଙ୍କର ପରସ୍ପର ସହ ଦେଖା ହୋଇଥିଲା। ସେବେଠୁ ସେମାନେ ଭଲ ବନ୍ଧୁ ହୋଇଯାଇଥିଲେ। ଏମାନଙ୍କ ବନ୍ଧୁତ୍ୱ ବହୁ ଗଭୀର, ଯାହାର ପ୍ରଭାବ ଦୁହିଁଙ୍କର ଅନସ୍କ୍ରିନ କେମେଷ୍ଟ୍ରିରେ ଦେଖିବାକୁ ମିଳିଥାଏ।

SRK-and-Juhiଜୁହି ଚାୱଲା ଓ ଶାହାରୁଖ: ଶାହାରୁଖ ଓ ଜୁହି ଚାୱଲାଙ୍କ ଦୋସ୍ତି କମ୍ ନୁହେଁ। ସେମାନେ ବହୁତ ଭଲ ସାଙ୍ଗ।  ଏମାନଙ୍କ ବିଷୟରେ କୁହାଯାଏ, ଦୁହେଁ ଭଲ ବନ୍ଧୁ ହେବା ସହ ଭଲ ବିଜନେସ ପାର୍ଟନର ମଧ୍ୟ।

-kareena-amritaକରିନା କପୁର ଓ ଅମୃତା ଅରୋରା: ଅମୃତା ଓ କରିନାଙ୍କୁ ବେଷ୍ଟଫ୍ରେଣ୍ଡ କୁହାଯାଏ। ଏମାନେ ଯୁଆଡେ ବି ଯାଆନ୍ତି ସାଙ୍ଗ ହୋଇ ଯାଆନ୍ତି। ଜିମରୁ ନେଇ ପାର୍ଟି ପର୍ଯ୍ୟନ୍ତ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳେ।

sonam-jacqueline-759ସୋନମ କପୁର ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ୍: ସୋନମ କପୁର ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜଙ୍କ ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି। ସେମାନେ ବହୁତ ଭଲ ବନ୍ଧୁ।ଅନେକ ଆୱାର୍ଡ ଫଙ୍କସନରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story