ପରଦା ନୁହେଁ; ପବ୍ଲିକ୍‌ ପ୍ଲେସ୍‌ରେ କିସ୍‌ କରି ଚର୍ଚ୍ଚାରେ ଏହି ସବୁ ବଲିଉଡ୍‌ ଷ୍ଟାର

ଆଜିକାଲି ଫିଲ୍ମରେ କିସ୍‌ ସିନ୍‌ ଏକ ସାଧାରଣ କଥା ହୋଇଗଲାଣି। ଫିଲ୍ମର ଡିମାଣ୍ଡ ଅନୁସାରେ ହିରୋ, ହିରୋଇନ୍‌ ମାନେ କିସ୍ ସିନ୍‌ କରିଥାନ୍ତି। କିନ୍ତୁ ଏଠି ଆମେ ରିଲ୍‌ ଲାଇଫ୍‌ ନୁହେଁ, ରିଅଲ ଲାଇଫ୍‌ କଥା କହୁଛୁ। ଅନେକ ସମୟରେ ବଲିଉଡ୍‌ର ରିଅଲ ଲାଇଫ୍‌ କପଲ୍‌ମାନେ ପବ୍ଲିକ୍‌ ପ୍ଲେସରେ ରୋମାନ୍ସ କରୁଥିବାର ନଜର ଆସିଛନ୍ତି। ପବ୍ଲିକ୍‌ ପ୍ଲେସ୍‌ରେ କିସ୍‌ କରି ଚର୍ଚ୍ଚାକୁ ଆସିଛନ୍ତି।  ତେବେ ଚାଲନ୍ତୁ ଜାଣିବା ସେମିତି କିଛି କପଲ୍‌ଙ୍କ ସଂପର୍କରେ । ହ୍ରିତିକ ରୋଶନ୍ […]

kiss

kiss

Rakesh Mallick
  • Published: Saturday, 20 January 2018
  • Updated: 20 January 2018, 02:02 PM IST

Sports

Latest News

ଆଜିକାଲି ଫିଲ୍ମରେ କିସ୍‌ ସିନ୍‌ ଏକ ସାଧାରଣ କଥା ହୋଇଗଲାଣି। ଫିଲ୍ମର ଡିମାଣ୍ଡ ଅନୁସାରେ ହିରୋ, ହିରୋଇନ୍‌ ମାନେ କିସ୍ ସିନ୍‌ କରିଥାନ୍ତି। କିନ୍ତୁ ଏଠି ଆମେ ରିଲ୍‌ ଲାଇଫ୍‌ ନୁହେଁ, ରିଅଲ ଲାଇଫ୍‌ କଥା କହୁଛୁ। ଅନେକ ସମୟରେ ବଲିଉଡ୍‌ର ରିଅଲ ଲାଇଫ୍‌ କପଲ୍‌ମାନେ ପବ୍ଲିକ୍‌ ପ୍ଲେସରେ ରୋମାନ୍ସ କରୁଥିବାର ନଜର ଆସିଛନ୍ତି। ପବ୍ଲିକ୍‌ ପ୍ଲେସ୍‌ରେ କିସ୍‌ କରି ଚର୍ଚ୍ଚାକୁ ଆସିଛନ୍ତି।  ତେବେ ଚାଲନ୍ତୁ ଜାଣିବା ସେମିତି କିଛି କପଲ୍‌ଙ୍କ ସଂପର୍କରେ ।

hritik-suzanne-kissingହ୍ରିତିକ ରୋଶନ୍ ଓ ସୁଜାନ ଖାନ୍- ଅଭିନେତା ହ୍ରିତିକ ରୋଶନ ଓ ସୁଜାନ ଖାନ୍‌ ଆଜି ହୁଏତ ଅଲଗା ହୋଇଯାଇଛନ୍ତି। କିନ୍ତୁ ଅଲଗା ହେବା ପୂର୍ବରୁ ସେମାନଙ୍କୁ ଅନେକ ଥର ପବ୍ଲିର ପ୍ଲେସ୍‌ରେ ରୋମାନ୍ସ କରିବାର ଦେଖିବାକୁ ମିଳିଥିଲା। ଦେଖନ୍ତୁ ଏହି ଫଟୋ ଯେଉଁଠି ସେମାନେ ପରସ୍ପରକୁ କିସ୍‌ କରୁଥିବାର ନଜର ଆସୁଛନ୍ତି।

ଶାହିଦ୍‌ କପୁର ଓ ମୀରା ରାଜପୁତ- ଶାହିଦ୍‌ କପୁର ଓ ତାଙ୍କ ପତ୍ନୀ ମୀରା ରାଜପୁତ ବଲିଉଡ୍‌ର ରୋମାଣ୍ଟିକ୍‌ କପୁଲ ମାନଙ୍କ ମଧ୍ୟରେ ଗଣା ହୁଅନ୍ତି। କିଛି ଦିନ ପୂର୍ବରୁ ଶାହିଦ୍‌ ଓ ମୀରା ନିଜ ବିବାହ ବାର୍ଷିକ ଅବସରରେ ପବ୍ଲିକ୍‌ ପ୍ଲେସ୍‌ରେ କିସ୍‌ କରିବା ଦେଖିବାକୁ ମିଳିଥିଲା।

amir-kiran-kissingଆମୀର ଖାନ୍‌ ଓ କିରଣ ରାଓ- ଆମିର ଓ କିରଣ ମଧ୍ୟ ରୋମାଣ୍ଟିକ୍‌ କପୁଲ। ଅନେକ ସମୟରେ ପବ୍ଲିକ ପ୍ଲେସ୍‌ରେ ସେମାନଙ୍କ ରୋମାନ୍ସ ଦେଖିବାକୁ ମିଳିଥାଏ। ଦେଖନ୍ତୁ ଆମିର ଓ କିରଣଙ୍କ କିସିଙ୍ଗର ଏହି ରୋମାଣ୍ଟିକ୍‌ ଫଟୋ।

soha-ali-kunal-kissingସୋହା ଅଲ୍ଲୀ ଖାନ୍‌ ଓ କୁନାଲ ଖେମୁ-  ସୈଫ୍‌ଙ୍କ ଭଉଣୀ ସୋହା ଅଲ୍ଲୀ ଖାନ୍‌ ସ୍ୱମୀ କୁନାଲଙ୍କ ସହ ରୋମାନ୍ସ କରୁଥିବାର ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଛୁଟି ମନାଉଥିବା ସମୟରେ କୁନାଲ ଓ ସୋହା ପବ୍ଲିକ ପ୍ଲେସ୍‌ରେ କିସ୍‌ କରୁଥିବାର ଏକ ଫଟୋ କୁନାଲ ନିଜେ ସୋସିଆଲ ମିଡିଆରେ ସେଆର କରିଥିଲେ।

ରିୟା ସେନ୍‌ ଓ ଶିବମ୍‌ ତିୱାରୀ- ଫିଲ୍ମରେ ବୋଲ୍ଡ ସିନ୍‌ କରୁଥିବା ରିୟା ନିଜ ବୟ ଫ୍ରେଣ୍ଡ୍‌ ଶିବମ ତିୱାରୀଙ୍କୁ ବାହା ହୋଇଛନ୍ତି। ବିବାହ ପରେ  ପବ୍ଲିକ ପ୍ଲେସ୍‌ରେ ନିଜ ସ୍ୱାମୀଙ୍କୁ କିସ୍‌ କରି ରିୟା ନିଜେ ସେହି ଫଟୋକୁ ସୋସିଆଲ ମିଡିଆରେ ସେଆର କରିଥିଲେ।

sunjay-manyata-kissingସଞ୍ଜୟ ଦତ୍ତ ଓ ମାନ୍ୟତା ଦତ୍ତ- ସଞ୍ଜୟ ଓ ତାଙ୍କ ପତ୍ନୀ ମାନ୍ୟତାଙ୍କୁ ଥରେ ପବ୍ଲିକ୍‌ ପ୍ଲେସ୍‌ରେ କିସ୍‌ କରିବାର ଦେଖିବାକୁ ମିଳିଛି।

sunny-leone-daniel-kissingସନି ଲିଓନ ଓ ଡେନିୟଲ ୱେବର- ସନ୍ନି ଲିଓନ୍‌ ଓ ତାଙ୍କ ସ୍ୱାମୀଙ୍କ ରୋମାଣ୍ଟିକ୍ ଫଟୋ ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ। ଏହି ଫଟୋରେ ଦେଖନ୍ତୁ କିଭଳି ଦୁହେଁ ପରସ୍ପରଙ୍କୁ ପବ୍ଲିକ୍‌ ପ୍ଲେସ୍‌ରେ କିସ୍‌ କରୁଛନ୍ତି।

amitabh-bachchan-jaya-kissingଅମିତାଭ ବଚ୍ଚନ ଓ ଜୟା ବଚ୍ଚନ- ଏହି ଫଟୋରୁ ଜଣା ପଡୁଛି ମହାନାୟକ ଅମିତାଭ ବଚ୍ଚନ ଏହି ବୟସରେ ମଧ୍ୟ ରୋମାନ୍ସର ବାଦ୍‌ଶାହା। ଏକ ଆୱାର୍ଡ ଫଙ୍କସନ୍‌ରେ ଅମିତାଭ ଓ ଜୟା ପରସ୍ପରକୁ କିସ୍‌ କରୁଥିବାର ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story