ଝିଅ ତ ଝିଅ, ମାଆଙ୍କର ବି ଜବାବ ନାହିଁ: ଜାଣନ୍ତୁ ସିନେମା ଜଗତ ମାଆଝିଅଙ୍କ ଯୋଡ଼ି ସମ୍ପର୍କରେ

କୁହାଯାଏ ଝିଅ ହେଉଛି ମାଆର ପ୍ରତିଛବି। ଝିଅ ସହ ଛାଇ ପରି ରହିଥାଏ ମାଆ। ବିଲଉଡର ଅଭିନେତ୍ରୀମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହୋଇଥାଏ। ଯେତେ ସଫଳତା ପାଇଲେ ବି ମାଆ ନଜରରୁ କେବେ ହଟି ନଥାନ୍ତି ଏହି ଅଭିନେତ୍ରୀମାନେ। ଏହାସହ ଝିଅଙ୍କ ସହ ତାଳଦେଇ ମାଆମାନେ ମଧ୍ୟ ଫ୍ୟାସନ୍‌କୁ ଆଦରି ନେଇଥାନ୍ତି। ଆସନ୍ତୁ ଜାଣିବା ବଲିଉଡର ଏମିତି କିଛି ମାଆଝିଅଙ୍କ ସମ୍ପର୍କରେ। ରିୟା ସେନ-ମୁନମୁନ ସେନ: ପ୍ରସିଦ୍ଧ ବେଙ୍ଗଲୀ ଅଭିନେତ୍ରୀ ସୁଚିତ୍ରା ସେନ୍‌ଙ୍କ ଝିଅ ହେଉଛନ୍ତି […]

Rakesh Mallick
  • Published: Tuesday, 26 September 2017
  • Updated: 26 September 2017, 06:17 AM IST

Sports

Latest News

କୁହାଯାଏ ଝିଅ ହେଉଛି ମାଆର ପ୍ରତିଛବି। ଝିଅ ସହ ଛାଇ ପରି ରହିଥାଏ ମାଆ। ବିଲଉଡର ଅଭିନେତ୍ରୀମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହୋଇଥାଏ। ଯେତେ ସଫଳତା ପାଇଲେ ବି ମାଆ ନଜରରୁ କେବେ ହଟି ନଥାନ୍ତି ଏହି ଅଭିନେତ୍ରୀମାନେ। ଏହାସହ ଝିଅଙ୍କ ସହ ତାଳଦେଇ ମାଆମାନେ ମଧ୍ୟ ଫ୍ୟାସନ୍‌କୁ ଆଦରି ନେଇଥାନ୍ତି। ଆସନ୍ତୁ ଜାଣିବା ବଲିଉଡର ଏମିତି କିଛି ମାଆଝିଅଙ୍କ ସମ୍ପର୍କରେ।

ରିୟା ସେନ-ମୁନମୁନ ସେନ: ପ୍ରସିଦ୍ଧ ବେଙ୍ଗଲୀ ଅଭିନେତ୍ରୀ ସୁଚିତ୍ରା ସେନ୍‌ଙ୍କ ଝିଅ ହେଉଛନ୍ତି ମୁନ୍‌ମୁନ୍‌ ସେନ। ମୁନ୍‌ମୁନ୍‌ଙ୍କ ଦୁଇ ଝିଅ ହେଲେ ରାଇମା ଓ ରିୟା। ଉଭୟ ଏକାଧିକ ବଙ୍ଗଳା ଓ ହିନ୍ଦୀ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି। ତେବେ ମୁନ୍‌ମୁନ୍‌ ବି ପଛରେ ପଡିନାହାଁନ୍ତି। ଫ୍ୟାସନ୍‌ କଥା ଉଠିଲେ ଦୁଇ ଝିଅଙ୍କ ସହ ମୁନ୍‌ ମୁନ୍‌ଙ୍କ ନାଁ ମଧ୍ୟ ଆସିଥାଏ।

riya-sen-mother-moon-moon (1)

ଟ୍ୱିଙ୍କଲ ଖାନା-ଡିମ୍ପଲ କପାଡିଆ: ଅଶି ଦଶକର ଟପ୍‌ ନାୟିକା ଡିମ୍ପଲ କପାଡିଆଙ୍କ ଝିଅ ହେଉଛନ୍ତି ଟ୍ୱିଙ୍କିଲ ଖାନା। ଡିମ୍ପଲଙ୍କ ସୁନ୍ଦରତା କାହାକୁ ବା ଅଜଣା। ଉଭୟ ମାଆଝିଅ ରୂପରେ ଯେମିତି, ଗୁଣରେ ମଧ୍ୟ ସେମିତି। ନିଜ ଅଭିନୟର ଯାଦୁରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ଏମାନେ ରାଜ କରୁଛନ୍ତି।

Twinkle-Khannas-mother-Dimple-Kapadia-1

ଉର୍ବଶୀ ରଉତେଲା-ମୀରା ସିଂ: ବଲିଉଡରେ ଏକଦା ରାଜ୍‌ କରୁଥିବା ଉର୍ବଶୀଙ୍କ ସୌନ୍ଦର୍ଯ୍ୟ କାହାକୁ ବା ଅଛପା। ତାଙ୍କୁ ସୁନ୍ଦରତାର ରାଣୀ କୁହାଯାଉଥିଲା। ହେଲେ ଯଦି ଆପଣ ଉର୍ବଶୀଙ୍କ ମାଆ ମୀରା ସିଂଙ୍କୁ ଦେଖିବେ ତେବେ ଆପଣଙ୍କ ଭାବନା ବଦଳି ଯିବ। କାରଣ ମୀରା ଏତେ ସୁନ୍ଦର ଯେ, କେହି ବି ତାଙ୍କୁ ଉର୍ବଶୀଙ୍କ ମାଆ ବୋଲି ଭାବିବେ ନାହିଁ। କାରଣ ଯିଏ ବି ଉଭୟଙ୍କୁ ଏକାଠି ଦେଖନ୍ତି, ସମସ୍ତେ ମୀରାଙ୍କୁ ଉର୍ବଶୀଙ୍କ ବଡ଼ ଭଉଣୀ ବୋଲି ଭାବନ୍ତି।

Urvashi-Rautels-mother-meera-1-768x842

ବିପାଶା ବାସୁ-ମମତା ବାସୁ: ବିପାଶାଙ୍କୁ ବଲିଉଡର ବ୍ଲାକ କୁଇନ୍‌ କୁହାଯାଇଥାଏ। ତାଙ୍କ ମାଆ ମମତା ଜଣେ ଗୃହଣୀ। ହେଲେ ବିପାଶାଙ୍କ ଉଦ୍ୟମ ଯୋଗୁଁ ରାମ୍ପରେ ଦେଖିବାକୁ ମିଳିଥିଲା ମମତାଙ୍କୁ।

bipasa

ଶ୍ରଦ୍ଧା କପୁର-ସିଭାଙ୍ଗି କୋହ୍ଲାପୁରେ: ଶ୍ରଦ୍ଧା କପୁରଙ୍କ ମାଆ ସିବାଙ୍ଗୀ କୋହ୍ଲାପୁରେ ୯୦ ଦଶକର ଜଣେ ଜଣାଶୁଣା ସିଙ୍ଗର ଥିଲେ। ବିବାହ ପରେ ସଙ୍ଗୀତ ଜଗତରୁ ଦୂରେଇ ଯାଇଥିଲେ। ମାଆଙ୍କର ଏହି କଳା ଶ୍ରଦ୍ଧାଙ୍କ ଠାରେ ମଧ୍ୟ ରହିଛି। ଅଭିନୟ ସହ ଶ୍ରଦ୍ଧା ଗୀତ ମଧ୍ୟ ଗାଇଥାନ୍ତି।

Shraddha-Kapoor-mother-Shivangi

ସୋହା ଅଲ୍ଲୀ ଖାନ-ସରମିଲା ଟାଗୋର: ଏହି ମାଆଝିଅଙ୍କୁ ବଲିଉଡର ରୟାଲ ପରିବାରର  ଫେମେଲ କୁହାଯାଇଥାଏ। ଉଭୟଙ୍କୁ ଏକାଠି ଦେଖିବା ଦେଖିବାକୁ ସମସ୍ତେ ଭଲ ପାଇଥାନ୍ତି। ରାମ୍ପ ଶୋ’, ବିଜ୍ଞାପନ ଓ ବିବାହ ଉତ୍ସବରେ ଏମାନଙ୍କୁ ଏକାଠି ଦେଖିବାକୁ ମିଳିଥାଏ।

soha-ali-khan

ଶ୍ରୁତି ହାସିନ-ସାରିକା: ସାରିକା ଜଣେ ଭାରତୀୟ ଅଭିନେତ୍ରୀ। ହେଲେ ଭାରତୀୟ ସିନେମାରେ ତାଙ୍କୁ ୱେଷ୍ଟର୍ନ ଗାର୍ଲ କୁହାଯାଉଥିଲା। କମଲ ହାସିନଙ୍କୁ ବିବାହ କରିବା ପରେ ସେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ। ତାଙ୍କର ଦୁଇଟି ସୁନ୍ଦର ଝିଅ ଶ୍ରୁତି ସ ଅକ୍ଷରା ଅଛନ୍ତି।

Shruti-Hassans-mother-Sarika (1)

ଇଶା ଦେଓଲ-ହେମା ମାଳିନୀ: ଡ୍ରିମ୍‌ ଗାର୍ଲ ହେମାମାଳିନୀଙ୍କ ଝିଅ ହେଉଛନ୍ତି ଇଶା ଦେଓଲ ଓ ଅହାନା ଦେଓଲ। ୬୮ ବର୍ଷ ବୟସରେ ଏବେ ବି ବହୁତ ସୁନ୍ଦର ଦେଖାଯାଉଛନ୍ତି।

Hema-Malini-Esha-Deol

କୋଙ୍କଣା ସେନ-ଅପର୍ଣ୍ଣା ସେନ: ରାଷ୍ଟ୍ରୀୟ ପୁରସ୍କାର ବିଜେତା ତଥା ନିଦ୍ଦେର୍ଶକ ଅପର୍ଣ୍ଣା ସେନ୍‌ଙ୍କ ଝିଅ ହେଉଛନ୍ତି କଙ୍ଗଣା। କଙ୍କଣାଙ୍କୁ ପ୍ରକୃତ ସୁନ୍ଦରୀ ଭାରତୀୟ କୁହାଯାଏ। ଏହାସହ ତାଙ୍କ ଅଭିନୟର ଯାଦୁ ମଧ୍ୟ ଦର୍ଶକଙ୍କୁ ମତୁଆଲା କରିଥାଏ।

Konkona-Sen-Sharmas-mother-Aparna-Sen-768x510

ଇଲିଆନା-ସମିରା: ଇଲିଆନାଙ୍କ ମାଆ ସମିରା ଜଣେ ହୋଟେଲ ମ୍ୟାନେଜର ଥିଲେ। ମାଆଙ୍କଠାରୁ ପ୍ରେରଣା ପାଇବା ପରେ ଇଲିଆନା ମଡେଲିଂ ଜଗତକୁ ଆସିଥିଲେ। ମାଆଝିଅଙ୍କ ଯୋଡି ଦେଖିଲେ ଲାଗିବ ସତେ ଯେମିତି ଏମାନେ ଦୁଇ ଭଉଣୀ।

Ileana-D’cruz-mother-768x450

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story