କଙ୍ଗନାଙ୍କ ଉପରେ କାହିଁକି ରାଗିଥିଲେ ତାଙ୍କ ବାପା ଓ ଜେଜେବାପା

ମୁମ୍ବାଇ: ସବୁବେଳେ ବିବାଦରେ ରହୁଥିବା କଙ୍ଗନା ରାଣାୱତ୍ ଆଜି ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ। ତାଙ୍କୁ ନିଜ ଫିଲ୍ମରେ ନେବାକୁ ବଡ ବଡ ନିର୍ଦ୍ଦେଶକଙ୍କୁ ବି ଅପେକ୍ଷା କରିବାକୁ ପଡୁଛି। ଦିନେ ଛୋଟ ରୋଲ୍‌ଟିଏ ପାଇଁ ନିର୍ଦ୍ଦେଶକଙ୍କ ପଛରେ ଦୌଡୁ ଥିବା କଙ୍ଗନା ଆଜି ବହୁତ ଆଗରେ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ନିଜ ଅଭିନୟର ଯାଦୁରେ ମତୁଆଲା କରୁଥିବା କଙ୍ଗନାଙ୍କ ପ୍ରତି ତାଙ୍କ ପରିବାରରୁ ଉଠିଥିଲା ବିରୋଧର ସ୍ୱର। ନିଜର ପ୍ରଥମ ଫିଲ୍ମ […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 11:23 AM IST

ମୁମ୍ବାଇ: ସବୁବେଳେ ବିବାଦରେ ରହୁଥିବା କଙ୍ଗନା ରାଣାୱତ୍ ଆଜି ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ। ତାଙ୍କୁ ନିଜ ଫିଲ୍ମରେ ନେବାକୁ ବଡ ବଡ ନିର୍ଦ୍ଦେଶକଙ୍କୁ ବି ଅପେକ୍ଷା କରିବାକୁ ପଡୁଛି। ଦିନେ ଛୋଟ ରୋଲ୍‌ଟିଏ ପାଇଁ ନିର୍ଦ୍ଦେଶକଙ୍କ ପଛରେ ଦୌଡୁ ଥିବା କଙ୍ଗନା ଆଜି ବହୁତ ଆଗରେ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ନିଜ ଅଭିନୟର ଯାଦୁରେ ମତୁଆଲା କରୁଥିବା କଙ୍ଗନାଙ୍କ ପ୍ରତି ତାଙ୍କ ପରିବାରରୁ ଉଠିଥିଲା ବିରୋଧର ସ୍ୱର। ନିଜର ପ୍ରଥମ ଫିଲ୍ମ ରିଲିଜ୍‌ ହେବା ପରେ ତାଙ୍କ ବାପା ଓ ଜେଜେବାପା ଏମିତି ରାଗି ଯାଇଥିଲେ ଯେ, କଙ୍ଗନାଙ୍କୁ ସରନେମ୍‌ ବଦଳାଇବାକୁ କହି ଦେଇଥିଲେ। ଆସନ୍ତୁ ଜାଣିବା କଙ୍ଗନାଙ୍କ ପ୍ରଥମ ଫିଲ୍ମକୁ ନେଇ ତାଙ୍କ ଘରେ ଉଠିଥିବା ଅଦିନିଆ ଝଡ଼ ସମ୍ପର୍କରେ।

kangna-imran-kissing‘ଗ୍ୟାଙ୍ଗଷ୍ଟାର’ ଜରିଆରେ ବଡ଼ ପରଦାରେ ପ୍ରଥମେ ନଜରକୁ ଆସିଥିଲେ କଙ୍ଗନା। ଏଥିରେ ତାଙ୍କର କୋ-ଆକ୍ଟର ଥିଲେ କିସିଂ ଷ୍ଟାର ଇମରାନ ହାସମି। ଫିଲ୍ମକୁ ଯେତେବେଳେ ତାଙ୍କ ବାପା ଓ ଜେଜେବାପା ଦେଖିଥିଲେ ବହୁତ ରାଗି ଯାଇଥିଲେ। ରାଗରେ ବାପା କଙ୍ଗନାଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ। ହେଲେ ଜେଜେବାପାଙ୍କ ରାଗ ଚରମ ସୀମାରେ ଥିଲା। ନିଜ ସରନେମ୍‌ ବଦଳାଇ ଦେବାକୁ ସେ ରୋକ୍‌ଠୋକ୍‌ କଙ୍ଗନାକୁ ଜଣାଇଥିଲେ। କାରଣ ଥିଲା ଫିଲ୍ମରେ ଥିବା ବୋଲ୍ଡ ସିନ୍‌। ଏଥିରେ କଙ୍ଗନା ଓ ଇମରାନଙ୍କ ବୋଲ୍ଡ ଓ କିସ୍‌ ସିନ୍‌ ଥିଲା। ଯାହା କଙ୍ଗନାଙ୍କ ବାପା ଓ ଜେଜେବାପାଙ୍କୁ ପସନ୍ଦ ହୋଇ ନଥିଲା। ତେବେ କିଛିଦିନ ପରେ ଏହି ଘଟଣା ଥଣ୍ଡା ପଡି ଯାଇଥିଲା ଓ ଘରର ସ୍ଥିତି ଆପେ ଆପେ ଠିକ୍‌ ହୋଇଯାଇଥିଲା।

ଏକ ସାକ୍ଷାତକାରରେ କଙ୍ଗନା ନିଜେ ଏନେଇ କହିଥିଲେ। ସେ କହିଥିଲେ ତାଙ୍କ ଜେଜେବାପା ଜଣେ ଆଇପିଏସ୍‌ ଅଫିସର ଥିଲେ। ସେ ନୀତିନିୟମ ଉପରେ ବିଶ୍ୱାସ କରନ୍ତି। ଏପରିକି ଘରେ ଅନ୍ୟ ମହିଳାଙ୍କ ଉପରେ ଆଇପିଏସ୍‌ ଅଫିସରଙ୍କ ପରି ହୁକୁମ୍‌ ଚଲାନ୍ତି। ତେଣୁ ତାଙ୍କୁ ମୋର ଏପରି କିସ୍‌ ସିନ୍‌ ଦେବା ପସନ୍ଦ ହୋଇ ନଥିଲା ଓ ସେ ରାଗି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story