ଅନ୍ୟକୁ କପି କରି ପୋଷାକ ଡିଜାଇନ୍ କରୁଛନ୍ତି ଦୀପିକା?

କୌଣସି ଆୱର୍ଡ ଶୋ ହେଉକି ସ୍ପେଶାଲ୍‌ ଇଭେଣ୍ଟ, ଡିଜାଇନର ଆଉଟ୍‌ଫିଟ୍‌ ଜରିଆରେ ସବୁବେଳେ ଦର୍ଶକଙ୍କ ମନ ଜିଣିଥାନ୍ତି ଦୀପିକା ପାଦୁକୋନ୍‌। ଅନେକ ଝିଅ ତାଙ୍କ ଆଉଟ୍‌ଫିଟ୍‌କୁ କପି କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଅନେକ ସମୟରେ ଦୀପିକା ଅନ୍ୟ ବଲିଉଡ୍‌ ଓ ହଲିଉଡ୍‌ ଅଭିନେତ୍ରୀଙ୍କ ଆଉଟ୍‌ଫିଟ୍‌କୁ କପି କରି ଡ୍ରେସ୍ ବନାନ୍ତି। ଆମେ ଆପଣଙ୍କୁ ଦୀପିକାଙ୍କ ୧୦ଟି ଫଟୋ ଦେଖାଇବୁ। ଏହି ଫଟୋଗୁଡ଼ିକୁ ଦେଖି ଆପଣ ବି କହିବେ ଦୀପିକା ଡିଜାଇନ୍ […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 12:02 PM IST

କୌଣସି ଆୱର୍ଡ ଶୋ ହେଉକି ସ୍ପେଶାଲ୍‌ ଇଭେଣ୍ଟ, ଡିଜାଇନର ଆଉଟ୍‌ଫିଟ୍‌ ଜରିଆରେ ସବୁବେଳେ ଦର୍ଶକଙ୍କ ମନ ଜିଣିଥାନ୍ତି ଦୀପିକା ପାଦୁକୋନ୍‌। ଅନେକ ଝିଅ ତାଙ୍କ ଆଉଟ୍‌ଫିଟ୍‌କୁ କପି କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଅନେକ ସମୟରେ ଦୀପିକା ଅନ୍ୟ ବଲିଉଡ୍‌ ଓ ହଲିଉଡ୍‌ ଅଭିନେତ୍ରୀଙ୍କ ଆଉଟ୍‌ଫିଟ୍‌କୁ କପି କରି ଡ୍ରେସ୍ ବନାନ୍ତି। ଆମେ ଆପଣଙ୍କୁ ଦୀପିକାଙ୍କ ୧୦ଟି ଫଟୋ ଦେଖାଇବୁ। ଏହି ଫଟୋଗୁଡ଼ିକୁ ଦେଖି ଆପଣ ବି କହିବେ ଦୀପିକା ଡିଜାଇନ୍ ଚୋରି କରୁଛନ୍ତି।

deepikadress

ଐଶ୍ୱର୍ଯ୍ୟା ରାୟ- ଦେଖନ୍ତୁ ଏହି ଫଟୋ। ଏଥିରେ ଐଶ୍ୱର୍ଯ୍ୟା ରାୟ ପିନ୍ଧିଥିବା ଡ୍ରେସକୁ ଦୀପିକା କପି କରିଛନ୍ତି।

jenelia

ଜେନେଲିଆ ଡିସୁଜା- ଏହି ଫଟୋ ଦୁଇଟି ଭିନ୍ନ ଭିନ୍ନ ସ୍ଥାନର। ଗୋଟିଏ ସ୍ଥାନରେ ଦୀପିକା ପାଦୁକୋନ ବ୍ଲାକ୍ କଲର ଆଉଟ୍‌ଫିଟ୍‌ରେ କୌଣସି ଏକ ଇଭେଣ୍ଟରେ ଯୋଗ ଦେବାକୁ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଜେନେଲିଆ ଡିସୁଜା ଏଭଳି ଏକ ଡ୍ରେସ୍‌ରେ ଅନ୍ୟ ଏକ ପାର୍ଟିରେ ନଜର ଆସିଥିଲେ।

sonam

ସୋନମ କପୁର- ଅଭିନେତ୍ରୀ ସୋନମ କପୁର ବଲିଉଡରେ ସବୁଠୁ ଷ୍ଚାଇଲିସ ଓ ଫ୍ୟାସନେବଲ ଅଭିନେତ୍ରୀ ଭାବେ ପରିଚିତ। ଏମିତିରେ ଦୀପିକା ବି ତାଙ୍କଠାରୁ ପଛରେ ପଡ଼ି ଯାଇଥାଆନ୍ତେ। ସେଥିପାଇଁ ଦେଖନ୍ତୁ ସେ ସୋନମଙ୍କ ଡ୍ରେସକୁ କିଭଳି କପି କରି ପିନ୍ଧିଛନ୍ତି।

karina

କରୀନା କପୁର- କପି କରିବାରେ ଦୀପିକା କରିନା କପୁର ଖାନଙ୍କୁ ମଧ୍ୟ ଛାଡିନଥିଲେ। ଏହି ଫଟୋରେ ସେ ପୂରା କରିନାଙ୍କ ଡ୍ରେସକୁ କପି କରି ପିନ୍ଧିଛନ୍ତି।

kangana

କଙ୍ଗନା ରଣାୱତ- ଦୀପିକା ବଲିଉଡର କଣ୍ଟ୍ରୋଭର୍ସି କୁଇନ କଙ୍ଗନାଙ୍କର ଡ୍ରେସ୍‌ ଡିଜାଇନକୁ କପି କରିଥିଲେ। ଏହି ଡ୍ରେସ୍‌ରେ ଦୀପିକାଙ୍କୁ ଫିଲ୍ମ ‘ତମାଶା’ର ସକ୍‌ସେସ୍ ପାର୍ଟିରେ ଦେଖିବାକୁ ମିଳିଥିଲା।

joe

ଜୋଇ ସ୍ୟାଲ୍‌ଡାନା- ଦୀପିକାଙ୍କ ଏହି ଡ୍ରେସ୍‌କୁ ଦେଖି ନିଅନ୍ତୁ। ଏହି ଡ୍ରେସ୍ ବଲିଉଡ୍‌ରେ ନୂଆ, କିନ୍ତୁ ବାସ୍ତବରେ ଏ ଷ୍ଟାଇଲ୍ ଓ ଡିଜାଇନ୍ ହଲିଉଡ୍‌ରୁ ଆସିଛି। ଦୀପିକାଙ୍କ ପୂର୍ବରୁ ଏଭଳି ଏକ ଡ୍ରେସ୍‌ ଆମେରିକାର ଅଭିନେତ୍ରୀ  ଜୋଇ ସ୍ୟାଲ୍‌ଡାନା ଏକ ପୁରସ୍କାର ପ୍ରଦାନ ଉତ୍ସବରେ ପିନ୍ଧିଥିଲେ।

julmari

ଜୁଲ୍‌ ମାରି ବର୍ମନ- ରେଡ୍‌ ନେଟର ଏହି ସୁନ୍ଦର ଡ୍ରେସଟିକୁ ହଲିଉଡ ଅଭିନେତ୍ରୀ ଜୁଲ ମାରି ବର୍ମନ 40ତମ ଏମି ଆୱାର୍ଡ ଫଙ୍କସନ୍‌ରେ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ପରେ ସେହିଭଳି ଏକ ଡ୍ରେସ ଦୀପିକାଙ୍କୁ ପିନ୍ଧିଥିବାର ଦେଖିବାକୁ ମିଳିଥିଲା।

kate

କେଟ ହଡସନ- ଆମେରିକା ଅଭିନେତ୍ରୀ କେଟ ହଡସନ୍‌ ଗୋଲ୍ଡେନ ବ୍ଲାକ୍ ଫିସ୍‌ କଟ୍‌ ଗାଉନ୍‌ରେ ଯେତିକି ସୁନ୍ଦର ଲାଗୁଛନ୍ତି ଦୀପିକା ମଧ୍ୟ ସେତିକି ସୁନ୍ଦର ଦେଖାଯାଉଛନ୍ତି। ସ୍କ୍ରିନ୍ ଆୱାର୍ଡରେ ଦୀପିକା କେଟ୍ ହଡସନ୍‌ଙ୍କ ଭଳି ଡ୍ରେସ୍ ପିନ୍ଧିଥିଲେ। ତେବେ ଦୁଇ ଜଣଙ୍କ ମଧ୍ୟରେ ତଫାତ ଥିଲା ଏକ ବେଲ୍ଟ।

dd

କାଇଲି ମିନାଙ୍ଗ-ହଲିଉଡ ସିଙ୍ଗର କାଇଲି ମିନାଙ୍ଗଙ୍କ ଅରେଞ୍ଜ ଅଫ୍ ସୋଲ୍ଡର ଗାଉନର ଡିଜାଇନକୁ ବି ଦୀପିକା କପିକରି ପିନ୍ଧି ଥିଲେ।

deepika1

ଭିକ୍ଟୋରିଆ ହାର୍ବେ- ଭିକ୍ଟୋରିଆ ହାର୍ବେଙ୍କର ଏହି ଡ୍ରେସକୁ କପି କରି ପିନ୍ଧିଥିଲେ ଦୀପିକା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story