ପ୍ରଦାନ ହେଲା ଫିଲ୍ମ ଫେୟାର ଆୱାର୍ଡ: ଇରଫାନ ଶ୍ରେଷ୍ଠ ଅଭିନେତା, ବିଦ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ: ଗତକାଲି ସନ୍ଧ୍ୟାରେ ମାୟାନଗରୀ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ୬୩ତମ ଜିଓ ଫିଲ୍ମ ଫେୟାର ପୁରସ୍କାର ଉତ୍ସବ। ‘ହିନ୍ଦୀ ମିଡିୟମ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଫିଲ୍ମ ଫେୟାର ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ‘ହିନ୍ଦୀ ମିଡିୟମ’ ପାଇଁ ଇରଫାନ୍ ଖାନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ବିଦ୍ୟା ବାଲନ। ‘ତୁମ୍‌ହାରୀ ସୁଲୁ’ ଫିଲ୍ମ ପାଇଁ ସେ ଏହି ପୁରସ୍କାର ହାତେଇଛନ୍ତି। ‘ବରେଲୀ କୀ ବର୍ଫି’ ପାଇଁ ଅଶ୍ୱିନୀ ଆୟାର ତିୱାରୀଙ୍କୁ […]

vidya

vidya

Rakesh Mallick
  • Published: Sunday, 21 January 2018
  • Updated: 21 January 2018, 10:09 AM IST

ମୁମ୍ବାଇ: ଗତକାଲି ସନ୍ଧ୍ୟାରେ ମାୟାନଗରୀ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ୬୩ତମ ଜିଓ ଫିଲ୍ମ ଫେୟାର ପୁରସ୍କାର ଉତ୍ସବ। ‘ହିନ୍ଦୀ ମିଡିୟମ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଫିଲ୍ମ ଫେୟାର ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ‘ହିନ୍ଦୀ ମିଡିୟମ’ ପାଇଁ ଇରଫାନ୍ ଖାନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ବିଦ୍ୟା ବାଲନ। ‘ତୁମ୍‌ହାରୀ ସୁଲୁ’ ଫିଲ୍ମ ପାଇଁ ସେ ଏହି ପୁରସ୍କାର ହାତେଇଛନ୍ତି। ‘ବରେଲୀ କୀ ବର୍ଫି’ ପାଇଁ ଅଶ୍ୱିନୀ ଆୟାର ତିୱାରୀଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶ ପୁରସ୍କାର ମିଳିଛି। ‘ବରେଲୀ କୀ ବର୍ଫି’ ପାଇଁ ରାଜକୁମାର ରାଓଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ‘ସିକ୍ରେଟ୍ ସୁପରଷ୍ଟାର’ ପାଇଁ ମେହେର ବିଜ୍‌ଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ପୁରସ୍କାର ମିଳିଛି।

‘ବଦ୍ରିନାଥ କୀ ଦୁଲହନିଆ’ର ‘ରୋକେ ନା ରୁକେ ନୈନା’ ଗୀତ ପାଇଁ ଅରିଜିତ ସିଂହଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ପୁରସ୍କାର ପ୍ରଦାନ କରାଯାଇଛି। ‘ସିକ୍ରେଟ୍ ସୁପରଷ୍ଟାର’ର ‘ନଚଦୀ ଫିରା’ ଗୀତ ପାଇଁ ମେଘନା ମିଶ୍ରଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ପୁରସ୍କାର ପ୍ରଦାନ କରାଯାଇଛି। ‘ଜଗ୍ଗା ଜାସୁସ’ର ‘ଉଲ୍ଲୁ କା ପଠ’ ପାଇଁ ଅମିତାଭ ଭଟ୍ଟାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ଗୀତିକାର ପୁରସ୍କାର ପ୍ରଦାନ କରାଯାଇଛି। ସଂଗୀତକାର ବାପି ଲାହାରୀଙ୍କୁ ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି।

‘ନ୍ୟୁଟନ୍’କୁ ଶ୍ରେଷ୍ଠ ଫିଲ୍ମ ଭାବେ କ୍ରିଟିକ୍‌ସ ଆୱାର୍ଡ ପାଇଛି। ସେହିପରି ‘ସିକ୍ରେଟ୍ ସୁପରଷ୍ଟାର’ ପାଇଁ ଜାଇରା ୱାସିମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ କ୍ରିଟିକ୍‌ସ ଆୱାର୍ଡ ପ୍ରଦାନ କରାଯାଇଛି। ‘ଟ୍ରାପ୍‌ଡ’ ପାଇଁ ରାଜକୁମାର ରାଓଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ କ୍ରିଟିକ୍‌ସ ଆୱାର୍ଡ ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story