ଶୋ’ ବନ୍ଦହେବା ଡରରେ ସାମ୍ନାକୁ ଆସିଲେ କପିଲ : ଦେଲେ ସଫେଇ

ମୁମ୍ବାଇ (ଓଡ଼ିଶା ରିପୋର୍ଟୋର): ଟିଭି ପରଦାରେ ଆଉ ଦେଖିବାକୁ ମିଳି ନପାରେ କପିଲ ଶର୍ମାଙ୍କ କମେଡି ଶୋ’ କମେଡି ନାଇଟ ୱିଥି କପିଲ । ଶୋ’ ବନ୍ଦ ହେବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଶୋ’ର ଉପସ୍ଥାପକ କପିଲ ଶର୍ମା। ଦୀର୍ଘଦିନ ଧରି ତାଙ୍କ ଦେହ ଭଲ ରହୁନଥିବାରୁ କପିଲ ଶୋ’ରେ ଭଲଭାବେ ଧ୍ୟାନ ଦେଇ ପାରୁନାହାଁନ୍ତି। ସେଥିପାଇଁ ଶୋ’ରେ ଆସୁଥିବା କଳାକାର ଓ ଚ୍ୟାନେଲ ମାଲିକ କପିଲଙ୍କ ଉପରେ ଅସନ୍ତୋଷ […]

Rakesh Mallick
  • Published: Saturday, 02 September 2017
  • Updated: 02 September 2017, 11:19 PM IST

Sports

Latest News

ମୁମ୍ବାଇ (ଓଡ଼ିଶା ରିପୋର୍ଟୋର): ଟିଭି ପରଦାରେ ଆଉ ଦେଖିବାକୁ ମିଳି ନପାରେ କପିଲ ଶର୍ମାଙ୍କ କମେଡି ଶୋ’ କମେଡି ନାଇଟ ୱିଥି କପିଲ । ଶୋ’ ବନ୍ଦ ହେବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଶୋ’ର ଉପସ୍ଥାପକ କପିଲ ଶର୍ମା। ଦୀର୍ଘଦିନ ଧରି ତାଙ୍କ ଦେହ ଭଲ ରହୁନଥିବାରୁ କପିଲ ଶୋ’ରେ ଭଲଭାବେ ଧ୍ୟାନ ଦେଇ ପାରୁନାହାଁନ୍ତି। ସେଥିପାଇଁ ଶୋ’ରେ ଆସୁଥିବା କଳାକାର ଓ ଚ୍ୟାନେଲ ମାଲିକ କପିଲଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେଣୁ କିଛି ଦିନ ପାଇଁ ଶୋ ବନ୍ଦ ହୋଇ ସେଇ ସ୍ଥାନରେ ଏକ ନୂଆ କମେଡି ଶୋ' ଆରମ୍ଭ ହେବ।

କପିଲ କହିଛନ୍ତି ‘ମୁଁ ମାତ୍ର କିଛି ଦିନ ପାଇଁ ଶୋ'ରୁ ବ୍ରେକ ନେଉଛି। ଅନେକ ଦିନ ହେବ ମୋ ଦେହ ଖରାପ ରହୁଥିବାରୁ ମୁଁ ଶୋ'ରେ ଭଲବାବେ କାମ କରିପାରୁ ନାହିଁ।  'ମୁଁ ଟିକେ ଆରାମ ନେବାକୁ ଚାହୁଁଛି, ତେଣୁ  ନିକଟରେ ମୋର ଏକ ଫିଲ୍ମ ରିଲିଜ ହେବାକୁ ଯାଉଥିବାରୁ ମୁଁ ଟିକେ ବ୍ୟସ୍ତ ରହୁଛି' । ଚ୍ୟାନେଲ ସହ କାମ କରିବାରେ କୌଣସି ଅସୁବିଧା ନାହିଁ। ଅପର ପ‍କ୍ଷରେ ଚ୍ୟାନେଲର ଜଣେ ଅଧିକାରୀ କପିଲଙ୍କ ଆରୋଗ୍ୟ କାମନା କରି ତାଙ୍କ ସହ ପୁଣିଥିରେ କାମ କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story