ଗୋଟିଏ ସପ୍ତାହ ପୂରଣ କଲା ‘ହିରୋ ନଂ ୧’,କାହାଣୀ ଓ ଗୀତକୁ ଦର୍ଶକଙ୍କ ପସନ୍ଦ

ଭୁବନେଶ୍ୱର: ପୂଜା ବଜାରରେ ରିଲିଜ୍‌ ହୋଇଥିବା ଓଡ଼ିଆ ଫିଲ୍ମ ‘ହିରୋ ନଂ ୧’କୁ ମିଳିଛି ଜବରଦସ୍ତ ରେସପନ୍ସ । ଚକୋଲେଟ୍ ହିରୋ ବାବୁସାନ ଓ ଭୂମିକାଙ୍କ ଯୋଡ଼ି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଛି। ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହି ଫିଲ୍ମ ସାରା ରାଜ୍ୟରେ ପୂର୍ଣ୍ଣ ପ୍ରେକ୍ଷାଳୟରେ ଆଗେଇ ଚାଲିଛି। ଫିଲ୍ମରେ ପ୍ରଥମ ଥର ପାଇଁ ବାବୁସାନଙ୍କ ଲେଡି ଲଭ୍ ଭୂମିକାରେ ଅଛନ୍ତି ଭୂମିକା। ବାବୁସାନଙ୍କୁ ଦର୍ଶକ ଓକିଲ ଭୂମିକାରେ ବେଶ୍ ପସନ୍ଦ କରିଥିବା ବେଳେ  ଚୁଲବୁଲି ନାୟିକା […]

flim

flim

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 04:22 AM IST

Sports

Latest News

ଭୁବନେଶ୍ୱର: ପୂଜା ବଜାରରେ ରିଲିଜ୍‌ ହୋଇଥିବା ଓଡ଼ିଆ ଫିଲ୍ମ ‘ହିରୋ ନଂ ୧’କୁ ମିଳିଛି ଜବରଦସ୍ତ ରେସପନ୍ସ । ଚକୋଲେଟ୍ ହିରୋ ବାବୁସାନ ଓ ଭୂମିକାଙ୍କ ଯୋଡ଼ି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଛି। ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହି ଫିଲ୍ମ ସାରା ରାଜ୍ୟରେ ପୂର୍ଣ୍ଣ ପ୍ରେକ୍ଷାଳୟରେ ଆଗେଇ ଚାଲିଛି।

ଫିଲ୍ମରେ ପ୍ରଥମ ଥର ପାଇଁ ବାବୁସାନଙ୍କ ଲେଡି ଲଭ୍ ଭୂମିକାରେ ଅଛନ୍ତି ଭୂମିକା। ବାବୁସାନଙ୍କୁ ଦର୍ଶକ ଓକିଲ ଭୂମିକାରେ ବେଶ୍ ପସନ୍ଦ କରିଥିବା ବେଳେ  ଚୁଲବୁଲି ନାୟିକା ଭୂମିକାଙ୍କୁ ରିପୋର୍ଟର ଭୂମିକାରେ ଦେଖିବାକୁ ମିଳିଛି । ସେହିଭଳି କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା ଓ ପିଣ୍ଟୁ  ନନ୍ଦଙ୍କ ଭଳି ପ୍ରମୁଖ କଳାକାରଙ୍କ ଅଭିନୟ ବି ଦମଦାର ହୋଇଛି। ଫିଲ୍ମର ଗୀତ ଗୁଡିକ ମନଛୁଆଁ ହୋଇଛି। ଅଭିଜିତ ମଜୁମଦାରଙ୍କ ନିର୍ଦ୍ଦେଶନାର ଗୀତଗୁଡ଼ିକ ଦର୍ଶକଙ୍କ ମନକୁ ଛୁଇଁଛି। ସେହିଭଳି  ନିର୍ଦ୍ଦେଶକ ତାପସ ସରଘରିଆଙ୍କ ନିର୍ଦ୍ଦେଶନାକୁ ତାରିଫ କରିଛନ୍ତି ଦର୍ଶକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story