ପୁଣି ବାହା ହେବେ ହ୍ରିତିକ

ମୁମ୍ବାଇ: ହ୍ରିତିକ ରୋଶନ ଓ ତାଙ୍କ ପତ୍ନୀ ସୁଜାନ ଖାନ୍‌ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିବା କଥା ତ ଆପଣ ଜାଣିଥିବେ। ଏହା ବହୁତ ପୁରୁଣା କଥା। ସୁଜାନଙ୍କୁ ଛାଡ଼ପତ୍ର ଦେବାପରେ କଙ୍ଗନାକୁ ନେଇ ହ୍ରିତିକ ଯେମିତି ଫସିଥିଲେ ତା’ ବିଷୟରେ ବି ଜାଣିଥିବେ। କଥା ଉଠିଥିଲା ହ୍ରିତିକ କଙ୍ଗନାଙ୍କୁ ବାହା ହେବେ। ଅବଶ୍ୟ ତା’ପରେ କଙ୍ଗନା ହ୍ରିତିକଙ୍କ ନାଁରେ ଯେମିତି ସବୁ ଅଭିଯୋଗ ଆଣିଲେ ସେଥିରେ ସେ ପୂରା ବିବ୍ରତ ହୋଇଯାଇଥିଲେ। ଏବେ କଥା ଉଠିଛି […]

hrithik-roshan

hrithik-roshan

Rakesh Mallick
  • Published: Friday, 19 January 2018
  • Updated: 19 January 2018, 07:10 PM IST

Sports

Latest News

ମୁମ୍ବାଇ: ହ୍ରିତିକ ରୋଶନ ଓ ତାଙ୍କ ପତ୍ନୀ ସୁଜାନ ଖାନ୍‌ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିବା କଥା ତ ଆପଣ ଜାଣିଥିବେ। ଏହା ବହୁତ ପୁରୁଣା କଥା। ସୁଜାନଙ୍କୁ ଛାଡ଼ପତ୍ର ଦେବାପରେ କଙ୍ଗନାକୁ ନେଇ ହ୍ରିତିକ ଯେମିତି ଫସିଥିଲେ ତା’ ବିଷୟରେ ବି ଜାଣିଥିବେ। କଥା ଉଠିଥିଲା ହ୍ରିତିକ କଙ୍ଗନାଙ୍କୁ ବାହା ହେବେ। ଅବଶ୍ୟ ତା’ପରେ କଙ୍ଗନା ହ୍ରିତିକଙ୍କ ନାଁରେ ଯେମିତି ସବୁ ଅଭିଯୋଗ ଆଣିଲେ ସେଥିରେ ସେ ପୂରା ବିବ୍ରତ ହୋଇଯାଇଥିଲେ। ଏବେ କଥା ଉଠିଛି ଯେ ହ୍ରିତିକ ପୁଣିଥରେ ବିବାହ କରିବେ। ତେବେ ଜାଣିଛନ୍ତି ସେ କାହାକୁ ବାହା ହେବେ ବୋଲି ଆଲୋଚନା ହେଉଛି? ହ୍ରିତିକ କୁଆଡ଼େ ସୁଜାନଙ୍କୁ ପୁଣିଥରେ ବିବାହ କରିବେ ବୋଲି ବି ଟାଉନ୍‌ରେ ଜୋର ଚର୍ଚ୍ଚା ଚାଲିଛି। ଚାରି ବର୍ଷ ଧରି ଅଲଗା ରହିବା ପରେ ଦୁହେଁ ପୁଣି ଥରେ ସେମାନଙ୍କ ସଂପର୍କକୁ ଏକ ସୁଯୋଗ ଦେବାକୁ ଚାହୁଁଛନ୍ତି।  ସେମାନେ ପୁଣିଥରେ ବାହା ହୋଇ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି। ବିବାହ ବିଚ୍ଛେଦ ହେବା ସତ୍ତ୍ୱେ ଅନେକ ସମୟରେ ହ୍ରତିକ ଓ ସୁଜାନଙ୍କୁ ଏକାଠି ଛୁଟି କାଟିବା ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ଦେଖିବାକୁ ମିଳୁଛି। ଏପରିକି କଙ୍ଗନା ହ୍ରିତିକଙ୍କ ନାଁରେ ବିଭିନ୍ନ ଅଭିଯୋଗ ଆଣିବାବେଳେ ସୁଜାନ ହ୍ରିତିକଙ୍କ ସମର୍ଥନରେ ବାହାରିଥିଲେ। ତା’ହେଲେ ଦେଖାଯାଉ ୧୭ ବର୍ଷ ଏକାଠି ରହିବା ପରେ ଅଲଗା ହୋଇଥିବା ହ୍ରିତିକ ଓ ସୁଜାନ ପୁଣି ଏକାଠି ହୋଇପାରୁଛନ୍ତି ନା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story