'ହମ୍‌ ଆପକେ ହୈ କୌନ' ଲାଗି ପ୍ରଥମ ପସନ୍ଦ ନ ଥିଲେ ମାଧୁରୀ

ମୁମ୍ବାଇ:  ଭାରତୀୟ ପରମ୍ପରା, ସଂସ୍କୃତି ଓ ଭଲ ପାଇବାରେ ଭରପୁର ରାଜଶ୍ରୀ ପ୍ରଡକ୍ସନର ସୁପରହିଟ ଫିଲ୍ମ ‘ହମ ଆପକେ ହୈ କୌନ’  ରିଲିଜ ହେବାର ଇତି ମଧ୍ୟରେ ୨୫ ବର୍ଷ ଅତିକ୍ରମ କରି ସାରିଲାଣି। ବହୁ ରେକର୍ଡ ନିଜ ନାମରେ କରି ପାରିଥିବା ଏହି ଫିଲ୍ମ ୧୯୯୪ ମସିହା ଅଗଷ୍ଟ ୫ ତାରିଖରେ ରିଲିଜ ହୋଇଥିଲା। ସୁରଜ ବଡଜାଜ୍ୟାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସଲମାନ ଖାନ, ମାଧୁରୀ ଦିକ୍ଷିତ, ମୋହନିଶ ବେହଲ, ରେଣୁକା ସାହାଣି, ଅନୁପମ […]

madhuri-1..

madhuri-1..

Niharika Rout
  • Published: Tuesday, 06 August 2019
  • Updated: 06 August 2019, 12:47 PM IST

ମୁମ୍ବାଇ:  ଭାରତୀୟ ପରମ୍ପରା, ସଂସ୍କୃତି ଓ ଭଲ ପାଇବାରେ ଭରପୁର ରାଜଶ୍ରୀ ପ୍ରଡକ୍ସନର ସୁପରହିଟ ଫିଲ୍ମ ‘ହମ ଆପକେ ହୈ କୌନ’  ରିଲିଜ ହେବାର ଇତି ମଧ୍ୟରେ ୨୫ ବର୍ଷ ଅତିକ୍ରମ କରି ସାରିଲାଣି। ବହୁ ରେକର୍ଡ ନିଜ ନାମରେ କରି ପାରିଥିବା ଏହି ଫିଲ୍ମ ୧୯୯୪ ମସିହା ଅଗଷ୍ଟ ୫ ତାରିଖରେ ରିଲିଜ ହୋଇଥିଲା। ସୁରଜ ବଡଜାଜ୍ୟାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସଲମାନ ଖାନ, ମାଧୁରୀ ଦିକ୍ଷିତ, ମୋହନିଶ ବେହଲ, ରେଣୁକା ସାହାଣି, ଅନୁପମ ଖେର, ଆଲୋକ ନାଥ, ରିମା ଲାଗୁ ପ୍ରମୁଖ ଭୂମିକା ତୁଲାଇଥିଲେ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଫିଲ୍ମର ମୁଖ୍ୟ ହିରୋଇନ ‘ନିଶା’ ଚରିତ୍ର ଲାଗି ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ନ ଥିଲେ ମାଧୁରୀ। ଏଥିଲାଗି ପ୍ରଥମେ ସେ ଜଣେ ନୂଆ ମୁହଁ ସନ୍ଧାନରେ ଥିଲେ। ପରେ କିନ୍ତୁ ରୋଲର ଗମ୍ଭୀରତାକୁ ହୃଦୟଙ୍ଗମ କରି ଏଥିଲାଗି ମାଧୁରୀଙ୍କୁ ପସନ୍ଦ କରିଥିଲେ। ମାଧୁରୀଙ୍କ ଡେବ୍ୟୁ ଫିଲ୍ମ ‘ଅବୋଧ’ ର ଡାଇରେକ୍ଟର ହିତେନ ନାଗଙ୍କୁ ସୂରଜ ଆସିଷ୍ଟ କରିଥିଲେ। ସେତେବେଳେ ସେ ମାଧୁରୀଙ୍କ କାମ ଦେଖିଥିଲେ ଓ ତାଙ୍କୁ ହିଁ ଫାଇନାଲ କରିଥିଲେ।

ଏକ ସାକ୍ଷାତକାରରେ ମାଧୁରୀ କହିଥିଲେ ଯେ, ସୂରଜ ୩ ଘଣ୍ଟାରୁ ଅଧିକ ସମୟ ତାଙ୍କୁ ବସାଇ ଏହାର ସ୍କ୍ରିପ୍ଟ ଶୁଣାଇଥିଲେ। ଏହାର ଗୀତ ମଧ୍ୟ ନିଜେ ଗାଇ ଶୁଣାଇଥିଲେ। ପ୍ରାୟ ୨୨୩ ମିନିଟ୍‌  ଅବଧିର ଏହି ଫିଲ୍ମ ବହୁତ ବଡ଼ ଥିଲା ଓ ଏଥିରେ ୧୪ଟି ଗୀତ ଥିଲା।  ଏହି ଫିଲ୍ମ ଲାଗି ୨୫ ବର୍ଷ ପୂର୍ବେ ମାଧୁରୀ ୨.୭୫ କୋଟି ଫିସ୍‌  ନେଇଥିଲେ।

ପ୍ରସିଦ୍ଧ ପେଣ୍ଟର ଏମ୍‌.ଏଫ୍‌ ହୁସେନ ଏହି ଫିଲ୍ମକୁ ୭୦ ଥର ଦେଖିଥିବା ବେଳେ ମାଧୁରୀଙ୍କ ଉପରେ ଫିଦା ହୋଇ ଯାଇଥିଲେ। ଏହାପରେ ସେ  ଧକ୍‌ ଧକ୍‌ ଗାର୍ଲଙ୍କର ବହୁତ ପେଣ୍ଟି କରିଥିଲେ। ‘ଗଜଗାମିନୀ’ ଫିଲ୍ମରେ ମାଧୁରୀଙ୍କୁ ଡାଇରେକ୍ଟ ମଧ୍ୟ କରିଥିଲେ ହୁସେନ।

୧୯୭୫ ମସିହାରେ ରିଲିଜ ହୋଇଥିବା ‘ଶୋଲେ’ର ରେକର୍ଡ ଭାଙ୍ଗି ଦେଇଥିଲା ‘ହମ୍‌ ଆପେକ ହୈ କୌନ’। ଏହା ୧୦୦ କୋଟି ରୋଜଗାର କରିଥିବା ପ୍ରଥମ ହିନ୍ଦି ଫିଲ୍ମ ଥିଲା। ଆମମାନଙ୍କ ମଧ୍ୟରୁ ବହୁତ ଜାଣି ନ ଥିବେ ଯେ, ‘ହମ୍‌ ଆପେକ ହୈ କୌନ’ ହେଉଛି ରାଜଶ୍ରୀ ପ୍ରଡକ୍ସନ୍‌ର ୧୯୮୨ ମସିହାରେ ରିଜିଲ ହୋଇଥିବା ପୁରୁଣା ଫିଲ୍ମ ‘ନଦିଆ କେ ପାର୍‌’ ଫିଲ୍ମର ରିମେକ୍‌। ଏହାକୁ ନିର୍ଦ୍ଦେଶନା ଦେବା ବେଳେ ସୂରଜ ବଡଜାତ୍ୟାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା।

ସାଉଥ ମୁମ୍ବାଇର ଲିବର୍ଟି ହଲ୍‌ରେ ଏହି ଫିଲ୍ମ ଲଗାତାର ୧୨୫ ସପ୍ତାହ ଚାଲିଥିଲା। ଏହି ଗୋଟିଏ ହଲ୍‌ରେ ଏହି ଫିଲ୍ମ ଦେଖିଥିବା ଦର୍ଶକଙ୍କ ସଂଖ୍ୟା ୨୦ ଲକ୍ଷରୁ ଅଧିକ ଥିଲା। ଲଣ୍ଡନର ଏକ ହଲ୍‌ରେ ଏହି ଫିଲ୍ମ ୫୦ ସପ୍ତାହ ଚାଲିଥିଲା। ରିନୋଭେସନ ନିମନ୍ତେ ଉକ୍ତ ହଲ୍‌କୁ ମାଲିକ ବନ୍ଦ କରିବାକୁ ଚାହୁଁଥିଲେ ମଧ୍ୟ ଶୋ’ର କଲେକ୍ସନ ଦେଖି ଏହାକୁ ସ୍ଥଗିତ ରଖିଥିଲେ।  ସେହିପରି ଟରଣ୍ଟୋରେ ଏହା  ୭୫ ସପ୍ତାହ ଚାଲିଥିଲା। ବଡ଼ ବଡ଼ ସୁପରହିଟ ହଲିଉଡ ଫିଲ୍ମ ବି ଏତେ ଦିନ କୌଣସି ହଲ୍‌ରେ ଚାଲି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story