‘ମୋ ପୁଅ ଫେରିବ, ପଛରୁ ଡାକିବ, ମା’ ମୁଁ ଏଇଠି ଅଛି’

ମୁମ୍ବାଇ:  ହୃଦ୍‌ଘାତରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ପରଲୋକ ଖବରକୁ କେହି ସହଜେ ବିଶ୍ୱାସ କରିପାରୁ ନାହାନ୍ତି।  ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ତାଙ୍କ ମା’ ନିଜ କୋହକୁ ସମ୍ଭାଳି ପାରୁ ନାହାନ୍ତି।  ମାତ୍ର ୪୦ ବର୍ଷ ବୟସରେ ପୁଅର ଚାଲିଯିବାକୁ ସହଜେ ବିଶ୍ୱାସ କରିପାରୁ ନାହାନ୍ତି ତାଙ୍କ ମା’। ସେ ଏବେବି ଭାବୁଛନ୍ତି, ପୁଅ ଫେରିବ । ପଛରୁ ଡାକିବ ମା’ ମୁଁ ଏଇଠି।  ମୋତେ ଏହି ଜିନିଷ ଦିଅ। ନିଜ ମା’ଙ୍କ […]

sidharth-shukla with his mother

sidharth-shukla with his mother

Niharika Rout
  • Published: Friday, 03 September 2021
  • Updated: 03 September 2021, 02:59 PM IST

Sports

Latest News

ମୁମ୍ବାଇ:  ହୃଦ୍‌ଘାତରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ପରଲୋକ ଖବରକୁ କେହି ସହଜେ ବିଶ୍ୱାସ କରିପାରୁ ନାହାନ୍ତି।  ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ତାଙ୍କ ମା’ ନିଜ କୋହକୁ ସମ୍ଭାଳି ପାରୁ ନାହାନ୍ତି।  ମାତ୍ର ୪୦ ବର୍ଷ ବୟସରେ ପୁଅର ଚାଲିଯିବାକୁ ସହଜେ ବିଶ୍ୱାସ କରିପାରୁ ନାହାନ୍ତି ତାଙ୍କ ମା’। ସେ ଏବେବି ଭାବୁଛନ୍ତି, ପୁଅ ଫେରିବ । ପଛରୁ ଡାକିବ ମା’ ମୁଁ ଏଇଠି।  ମୋତେ ଏହି ଜିନିଷ ଦିଅ।

ନିଜ ମା’ଙ୍କ ସହ ଖୁବ୍‌ ଭଲ ବଣ୍ଡ ଶେଆର କରୁଥିଲେ ସିଦ୍ଧାର୍ଥ। ମୃତ୍ୟୁର କିଛି ଦିନ ପୂର୍ବରୁ ମା’ଙ୍କ ପାଇଁ ଏକ ପୋଷ୍ଟ ଶେଆର କରି ତାଙ୍କ ସମ୍ପର୍କ ବିଷୟରେ ଜଣାଇଥିଲେ। ଏପରିକି ନିଜ ମା’ଙ୍କ ସହ ମସ୍ତି କରୁଥିବାର ବହୁ ଫଟୋ ବି ଶେଆର କରିଥିଲେ।

ନିଜ ପୋଷ୍ଟରେ ସିଦ୍ଧାର୍ଥ ଲେଖିଥିଲେ, ବାହାରକୁ ଲୋକେ ମୋତେ ଖୁବ୍‌ ରଫ ଆଣ୍ଡ ଟଫ ବୋଲି ଭାବିଥାନ୍ତି। କିନ୍ତୁ ଏପରି ଜଣେ ବ୍ୟକ୍ତି ଯାହାଙ୍କ ନିକଟରେ ମୁଁ ଭାବୁକ ହୋଇଯାଇଥାଏ, ସେ ହେଉଛନ୍ତି ମୋ ମା’ । ଭାଇଭଉଣୀ ୩ ଜଣଙ୍କ ଭିତରେ ମୁଁ ସବୁଠୁ ଛୋଟ ଥିବାରୁ ଭଉଣୀମାନଙ୍କ ସହ ସାଙ୍ଗ ହୋଇପାରେନି। ତେଣୁ ସବୁବେଳେ ମା’ଙ୍କ ଚାରିପାଖେ ବୁଲୁଥାଏ।

ମା’କୁ ଛାଡ଼ି ଗୋଟିଏ ବି ସେକେଣ୍ଡ ରହିପାରୁ ନ ଥିବା ସିଦ୍ଧାର୍ଥଙ୍କୁ ମା’ ବି ସବୁବେଳେ ପାଖେପାଖେ ରଖୁଥିଲେ। ଏପରିକି ରୋଟି କରିବାକୁ ଗୋଟେ ହାତରେ ସିଦ୍ଧାର୍ଥଙ୍କୁ ଧରୁଥିବା ବେଳେ ଗୋଟେ ହାତରେ ରୁଟି କରୁଥିଲେ। ଏପରି ଧିରେ ଧିରେ ମା’ ସିଦ୍ଧାର୍ଥଙ୍କର ବେଷ୍ଟ ଫ୍ରେଣ୍ଡ ହୋଇଯାଇଥିଲେ। ଖେଳିକି ଫେରିବା ପରେ ମା’ଙ୍କୁ ସବୁ କଥା କହୁଥିଲେ ସିଦ୍ଧାର୍ଥ।

[caption id="attachment_672491" align="aligncenter" width="650"]sidharth-shukla with his mother ମା’ଙ୍କ ସହ ସିଦ୍ଧାର୍ଥ ଶୁକ୍ଳା।[/caption]

ଯେଉଁ ବୟସରେ ପିଲାମାନେ ନିଜ ମା’ବାପାଙ୍କଠାରୁ କଥା ଲୁଚାଇବାକୁ ଚେଷ୍ଟା କରନ୍ତି, ମୁଁ ସବୁ ତାଙ୍କୁ କହିବାକୁ ଚେଷ୍ଟା କରୁଥିଲି। ଜୀବନରେ ତାଙ୍କଠୁ ବହୁତ କିଛି ଶିଖିଛି। ଏପରିକି ମୁଁ ବହୁତ ଦୁଷ୍ଟ ଥିବା ବେଳେ ସେ ବୁଝାଇବା ପରେ ନିଜ ଭୁଲ୍‌ ସ୍ୱୀକାର କରୁଥିଲି ବୋଲି ଲେଖିଛନ୍ତି ସିଦ୍ଧାର୍ଥ ।

୧୫ ବର୍ଷ ପୂର୍ବେ ବାପା ଚାଲିଯିବା ପରେ ଆମର ସବୁକିଛି ଶେଷ ହୋଇଗଲା ବୋଲି ଭାବିଥିଲି। କିନ୍ତୁ, ମୋ ମା’ ଆମ ନିକଟରେ ଚଟାଣ ହୋଇ ଛିଡ଼ା ହୋଇଥିଲେ।  ସେ ଆମକୁ ସମ୍ଭାଳି ନେଇଥିଲେ। ଆମ ଇଚ୍ଛା ପୂରଣ କରିବାକୁ ତାଙ୍କୁ ବହୁତ କିଛି ତ୍ୟାଗ କରିବାକୁ ପଡ଼ିଥିଲା।  ମୁଁ ମଡେଲିଂ ଦୁନିଆରେ ପାଦ ଥାପିବା ପଛରେ ମା’ଙ୍କର ବହୁତ ବଡ଼ ଅବଦାନ ଅଛି। ସେ ହିଁ ମୋତେ ମଡେଲିଂ ପ୍ରତିଯୋଗିତାକୁ ପଠାଇଥିଲେ, ଯେଉଁଠୁ ମୁଁ ଜିତିକି ଆସିଥିଲି।

[caption id="attachment_672492" align="aligncenter" width="650"]sidharth-shukla with his mother ମା’ଙ୍କ ସହ ସିଦ୍ଧାର୍ଥ ଶୁକ୍ଳା।[/caption]

ନିଜ ମା’ଙ୍କଠାରୁ ଦୂରରେ ରହିବାକୁ ଭଲ ପାଉ ନ ଥିବା ସିଦ୍ଧାର୍ଥ ବିଗ୍‌ ବସ୍‌ରେ ଥିବା ସମୟରେ ତାଙ୍କ ସହ ୩ ମାସ କଥା ହୋଇପାରି ନ ଥିଲେ। ଯାହାକି ସବୁଠୁ ଅଧିକ କଷ୍ଟଦାୟକ ଥିଲା। ଏପରିକି ଥରେ ତାଙ୍କ ଚିଠି ଆସିବାରୁ ତାକୁ ମା’ଙ୍କ ସ୍ୱରରେ ହିଁ ପଢ଼ିବାକୁ ଚେଷ୍ଟା କରିଥିଲେ। ଯେପରିକି ସେ ତାଙ୍କ ପାଖରେ ଅଛନ୍ତି।

ଯେତେବେଳେ ବି ସେ  ମୋ ଉପରେ ଗର୍ବ ଅନୁଭବ କରନ୍ତି, ତାହା ଜୀବନର ସବୁଠୁ ସୁଖଦ ଅନୂଭୂତି। କାରଣ ମୁଁ ତାଙ୍କ ମୁହାଁରେ ହସ ଫୁଟାଇବାକୁ ଚାହୁଁଛି। ଆଜି ବି ସେ ମୋ ଆଙ୍କର, ଯିଏ କି ପ୍ରତିଦିନ ମୋତେ ଉପଦେଶ ଦେଇଥାନ୍ତି ବୋଲି ପୋଷ୍ଟ କରିଥିଲେ ସିଦ୍ଧାର୍ଥ।

ହେଲେ ଏବେ ବି ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ତାଙ୍କ ମା’ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story