ଶାହାରୁଖଙ୍କ ଜନ୍ମଦିନରେ ଚମକିଲା ବୁର୍ଜ ଖଲିଫା

ମୁମ୍ବାଇ: ଗତକାଲି ଥିଲା ବଲିଉଡ୍ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ଙ୍କ ୫୫ତମ ଜନ୍ମଦିନ। ଏହି ଅବସରରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଛୁଟିଥିଲା ଶୁଭେଚ୍ଛାର ସୁଅ। ସୋଶାଲ୍ ମିଡିଆରେ ଗତକାଲି ଶାହାରୁଖଙ୍କ ବର୍ଥଡେ’ ଟ୍ରେଣ୍ଡ କରୁଥିଲା। ବଲିଉଡ୍ ସେଲେବ୍ରିଟିଙ୍କ ସମେତ ବଡ଼ ବଡ଼ ରାଜନେତାମାନେ ମଧ୍ୟ କିଙ୍ଗ୍ ଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏଥିସହ ତାଙ୍କର ବହୁ ଡାଇ ହାର୍ଟ ଫ୍ୟାନ୍‌ ତାଙ୍କ ଜନ୍ମଦିନକୁ ଭିନ୍ନ ଭିନ୍ନ ଅନ୍ଦାଜରେ ସେଲେବ୍ରେଟ କରିଥିଲେ। କୋଭିଡଙ୍କ ଏହି କଠିନ ସମୟରେ ଶାହରୁଖ […]

srk

srk

Puspanjali Panda
  • Published: Tuesday, 03 November 2020
  • Updated: 03 November 2020, 01:17 PM IST

Sports

Latest News

ମୁମ୍ବାଇ: ଗତକାଲି ଥିଲା ବଲିଉଡ୍ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ଙ୍କ ୫୫ତମ ଜନ୍ମଦିନ। ଏହି ଅବସରରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଛୁଟିଥିଲା ଶୁଭେଚ୍ଛାର ସୁଅ। ସୋଶାଲ୍ ମିଡିଆରେ ଗତକାଲି ଶାହାରୁଖଙ୍କ ବର୍ଥଡେ’ ଟ୍ରେଣ୍ଡ କରୁଥିଲା। ବଲିଉଡ୍ ସେଲେବ୍ରିଟିଙ୍କ ସମେତ ବଡ଼ ବଡ଼ ରାଜନେତାମାନେ ମଧ୍ୟ କିଙ୍ଗ୍ ଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏଥିସହ ତାଙ୍କର ବହୁ ଡାଇ ହାର୍ଟ ଫ୍ୟାନ୍‌ ତାଙ୍କ ଜନ୍ମଦିନକୁ ଭିନ୍ନ ଭିନ୍ନ ଅନ୍ଦାଜରେ ସେଲେବ୍ରେଟ କରିଥିଲେ। କୋଭିଡଙ୍କ ଏହି କଠିନ ସମୟରେ ଶାହରୁଖ ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ସହ ଭର୍ଚୁଆଲ ଜନ୍ମଦିନ ପାଳନ କରିଥିଲେ। ତେବେ ଏ ସବୁ ବାଦ୍ ଗତକାଲି ଦୁବାଇରେ କିଙ୍ଗ୍‌ ଖାନ୍‌ଙ୍କ ଜନ୍ମଦିନକୁ ନିଆରା ଅନ୍ଦାଜରେ ପାଳନ କରାଯାଇଥିଲା।

https://twitter.com/iamsrk/status/1323354348307443714?s=20

ଗତକାଲି ସନ୍ଧ୍ୟାରେ ବିଶ୍ୱର ସବୁଠୁ ଉଚ୍ଚା ବିଲ୍ଡିଂ ‘ବୁର୍ଜ ଖଲିଫା’ ଜରିଆରେ ଦୁବାଇ କିଙ୍ଗ୍‌ ଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲା। ଏକ ଜବରଦସ୍ତ ଲାଇଟ୍ ଶୋ’ ଓ ମ୍ୟୁଜିକ୍‌ ସହ ବେଶ୍‌ ଧୂମ୍‌ଧାମ୍‌ରେ ସେମାନେ ତାଙ୍କର ଜନ୍ମଦିନ ପାଳନ କରିଥିଲେ। ଏହି ସମୟରେ ‘ବୁର୍ଜ ଖଳିଫା’ରେ ଶାହାରୁଖ୍‌ଙ୍କ ନାଁ ସହ ଫଟୋ ବି ଦେଖିବାକୁ ମିଳିଥିଲା। ଏହି ସମୟର ଏକ ଫଟୋ ଶାହାରୁଖ ନିଜ ଟ୍ୱିଟର୍ ହ୍ୟାଣ୍ଡେଲରୁ ଶେଆର୍‌ କରିଛନ୍ତି। ଏହାର କ୍ୟାପଶନ୍‌ରେ ସେ ଲେଖିଛନ୍ତି,  ‘ନିଜକୁ ଦୁନିଆର ସବୁଠୁ ବଡ଼ ଏବଂ ସର୍ବୋଚ୍ଚ ପରଦାରେ ଦେଖି ବହୁତ ଭଲ ଲାଗିଲା  ମୋର ବନ୍ଧୁ ମହମ୍ମଦ ଆଲବର୍ ମୋର ପରବର୍ତ୍ତୀ ଚଳଚ୍ଚିତ୍ର ପୂର୍ବରୁ ଏହା କରିଛନ୍ତି। ଏହି ପ୍ରେମ ପାଇଁ ବୁର୍ଜ ଖଲିଫା ଏବଂ ଦୁବାଇକୁ ଧନ୍ୟବାଦ। ମୁଁ ଦୁବାଇରେ ମୋର ନିଜର ଅତିଥି ହୋଇପାରିଛି। ମୋ ପିଲାମାନେ ଏହା ଦ୍ୱାରା ଇମ୍ପ୍ରେସ୍ ହୋଇପାରନ୍ତି, କିନ୍ତୁ ମୁଁ ଏହାକୁ ଭଲପାଇ ବସିଛି’।

https://twitter.com/ManshiAshi/status/1323447081386668032?s=20

ଶାହାରୁଖଙ୍କ ସହ ତାଙ୍କ ଝିଅ ସୁହାନା, ପୁଅ, ଅବ୍ରାହମ୍ ଓ କଜିନ୍ ଆଲିଆ ଛିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହା ପ୍ରଥମ ଥର ନୁହେଁ, ଗତ ବର୍ଷ ମଧ୍ୟ ବୁର୍ଜ ଖଲିଫା ଲାଇଟ୍ ଶୋ’ ଜରିଆରେ ଶାହାରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲା। ଜଣାଇଦେବାକୁ ଚାହୁଁ ଯେ ଶାହାରୁଖ୍‌ ହେଉଛନ୍ତି ପ୍ରଥମ ବଲିଉଡ୍‌ ଅଭିନେତା, ଯାହାଙ୍କୁ ‘ବୁର୍ଜ ଖଲିଫା’ ଜରିଆରେ ଜନ୍ମଦିନ ଶୁଭେଚ୍ଛା ଜଣାଯାଇଛି। Sharukh & family

ଜାଣନ୍ତୁ: ଏପରି ହୋଇଥାନ୍ତି ନଭେମ୍ବରରେ ଜନ୍ମିତ ବ୍ୟକ୍ତି…

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story