ସୋସିଆଲ ମିଡିଆରେ କ୍ୟାଟ୍ରିନା ‘କୁଇନ୍’; ଫଲୋଅର ସଂଖ୍ୟା ଜାଣି ତାଜୁବ ହୋଇଯିବେ

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ନିଜ ଅପକମିଂ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ପ୍ରାୟ ସବୁଦିନେ ସୋସିଆଲ ମିଡିଆରେ ତାଙ୍କ ଫଟୋ ଏବଂ ଭିଡିଓ ଅପଡେଟ୍‌ କରୁଛନ୍ତି। କ୍ୟାଟ୍‌ଙ୍କୁ ସୋସିଆଲ ମିଡିଆରେ ଆସିବାର ବେଶି ଦିନ ହୋଇନି। କିନ୍ତୁ ଅଳ୍ପ ଦିନରେ ତାଙ୍କ ଫଲୋଅର ସଂଖ୍ୟା ଏତେ ହେଲେଣି ଯେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଆଉ ତାଙ୍କ ଫଲୋଅର ସଂଖ୍ୟା ଶୁଣିଲେ ଆପଣ ବି କହିବେ ଯେ ସେ […]

katrina

katrina

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 10:41 AM IST

Sports

Latest News

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ନିଜ ଅପକମିଂ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ପ୍ରାୟ ସବୁଦିନେ ସୋସିଆଲ ମିଡିଆରେ ତାଙ୍କ ଫଟୋ ଏବଂ ଭିଡିଓ ଅପଡେଟ୍‌ କରୁଛନ୍ତି। କ୍ୟାଟ୍‌ଙ୍କୁ ସୋସିଆଲ ମିଡିଆରେ ଆସିବାର ବେଶି ଦିନ ହୋଇନି। କିନ୍ତୁ ଅଳ୍ପ ଦିନରେ ତାଙ୍କ ଫଲୋଅର ସଂଖ୍ୟା ଏତେ ହେଲେଣି ଯେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଆଉ ତାଙ୍କ ଫଲୋଅର ସଂଖ୍ୟା ଶୁଣିଲେ ଆପଣ ବି କହିବେ ଯେ ସେ ସତରେ ବଲିଉଡ୍‌ର ରାଣୀ।

ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫଲୋଅରଙ୍କ ସଂଖ୍ୟା ୫୦ ଲକ୍ଷରୁ ଅଧିକ ହୋଇଗଲାଣି। ଆଉ ଏବେ ଏହା ଏକ ଚର୍ଚ୍ଚିତ ଖବର ହୋଇଯାଇଛି। କ୍ୟାଟ୍ରିନା ଇନ୍‌ଷ୍ଟାଗ୍ରାମରେ ତାଙ୍କର ଫଟୋ ବରାବର ସେୟାର କରୁଛନ୍ତି।

ଦୀର୍ଘ ପାଞ୍ଚ ବର୍ଷ ପରେ ସଲମାନ ଓ କ୍ୟାଟ୍ରିନା ଯୋଡ଼ି ପୁଣି ବଡ଼ ପରଦାକୁ ଫେରୁଛନ୍ତି। ଦୁହିଁଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ ଆସନ୍ତା ଡିସେମ୍ବର ୨୨ରେ ରିଲିଜ୍ ହେବ। ଏବେ ଆବୁଧାବିରେ ଏହାର ସୁଟିଂ ଚାଲିଛି। ଏହା ପୂର୍ବରୁ ଅଷ୍ଟ୍ରିଆରେ ଏହାର ସୁଟିଂ ଚାଲିଥିଲା।

kk4

କ୍ୟାଟ୍ରିନା ସୁଟିଂ ସେଟ୍‌ରୁ ଗୋଟିଏ ପରେ ଗୋଟିଏ ସୁନ୍ଦର ସୁନ୍ଦର ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ ଏକାଉଣ୍ଟରେ ପୋଷ୍ଟ କରୁଛନ୍ତି। ତାଙ୍କ ଫ୍ୟାନ୍‌ଙ୍କୁ ଏହା ମତୁଆଲା କରୁଛି। ନିକଟରେ ସେ ସଲମାନ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ଫିଲ୍ମର ସୁଟିଂ ପାଖାପାଖି ସରିଗଲାଣି। ଆଉ ମାତ୍ର ଗୋଟିଏ ଗୀତ ସୁଟିଂ ବାକି ଅଛି।

kk3

ଅଲୀ ଅବ୍ବାସ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି।

ଆହୁରି ପଢ଼ନ୍ତୁ- ସଲମାନଙ୍କ ସହ ବିତେଇଥିବା ମୁହୂର୍ତ୍ତ ଥିଲା ସବୁଠୁ ସୁନ୍ଦର: ମାନିଲେ କ୍ୟାଟ୍ରିନା କୈଫ୍

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story