‘କୌନ ମେରା, କୌନ ତେରା’ର ମ୍ୟୁଜିକ୍‌ ରିଲିଜ୍‌

ମୁମ୍ବାଇ:ଅପକମିଂ ବଲିଉଡ ଫିଲ୍ମ କୌନ ମେରା, କୌନ ତେରାର ସୁଟିଂ ପ୍ରାୟତଃ ଶେଷ ପର୍ଯ୍ୟାୟରେ। ଏଥିରେ ନବାଗତ  ଯୋଡ଼ି ଆକାଶ ଗହୱାର ଓ ପ୍ରିୟା  ଅଛନ୍ତି। ମୁମ୍ବାଇରେ ହୋଇଛି ଏହାର ମ୍ୟୁଜିକ୍‌ ରିଲିଜ୍‌।  ଏହି ଇଭେଣ୍ଟରେ ମୁଖ୍ୟ ଅତିଥି ହୋଇ ଆସିଥିଲେ ଗୋବିନ୍ଦା । କମେଡି ଫିଲ୍ମ କୌନ ମେରା କୌନ ତେରାର ଫାଷ୍ଟ୍ ଲୁକ୍ ବି ରିଲିଜ ହୋଇଛି । ଏହି  ଅବସରରେ  କ୍ୟାରିୟର ଆରମ୍ଭରେ ତାଙ୍କର ପୋଲିସ ଚରିତ୍ରକୁ ନେଇ ବେଶ୍ ଖୁସି ଅଛନ୍ତି ହିରୋ ଆକାଶ । ତେବେ ଆକାଶ  ହେଉଛନ୍ତି ଗୋବିନ୍ଦାଙ୍କ ସମ୍ପର୍କୀୟ ଭାଇ।   ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆକାଶଙ୍କ ବାପା ଅର୍ଥାତ୍ ଗୋବିନ୍ଦାଙ୍କ ମାମୁଁ ଆର୍.ପି. ସିଂ । ତେଣୁ ଗୋବିନ୍ଦା ମଧ୍ୟ ଏହି ଫିଲ୍ମକୁ ନେଇ ଆଶାବାଦୀ ଅଛନ୍ତି  ।  ଦେଖାଯାଉ ଏହି କମେଡି ଫିଲ୍ମ ରିଲିଜ ହେବା ପରେ ଦର୍ଶକଙ୍କୁ କେତେ ହସର ଖୋରାକ୍ ଯୋଗାଉଛି।

ଆହୁରି ପଢ଼ନ୍ତୁ

ଅମିତାଭ ଏବଂ ଅଭିଷେକ ବଚ୍ଚନଙ୍କୁ କରୋନା

ହସ୍ପିଟାଲରେ ଅମିତାଭ ବଚ୍ଚନ

ସଲମାନ ଖାନଙ୍କ ପୂର୍ବତନ ମ୍ୟାନେଜରକୁ ଜେରା

ପିରୁ ହ୍ରଦ ନିକଟରୁ ନିଖୋଜ ହେଲେ ଅଭିନେତ୍ରୀ

ଅଭିନେତ୍ରୀ କୋଏଲ୍ ଓ ପୂରା ପରିବାକୁ କୋରୋନା

ସୁଶାନ୍ତ ସିଂ ରାଜପୁତଙ୍କ ନାଁରେ ନାମକରଣ ହେଲା ଛକ ଓ ରାସ୍ତାର ନାଁ

ପ୍ରଭାସଙ୍କ ଫିଲ୍ମ ପୋଷ୍ଟର୍ ଶେଆର୍ କରି ସଚେତନ କରାଇଲା ପୁଲିସ୍

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ଓକିଲ ନିଯୁକ୍ତ କଲେ ସୁବ୍ରମଣ୍ୟମ ସ୍ୱାମୀ

‘ହମ୍ କଲାକାର ହୈ’ ଜରିଆରେ ସବୁ କଳାକାରଙ୍କୁ ଅନୁପମଙ୍କ ସଲାମ୍

‘ସୁଶାନ୍ତ ସିଂହ ରାଜପୁତ ହତ୍ୟା ପଛରେ ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗ’

ମୁମ୍ବାଇର ଗୋଟେ ଚଲ୍‌ରେ କଟିଥିଲା ସରୋଜଙ୍କ ପିଲାଦିନ, ଜଣେ ଡାକ୍ତରଙ୍କ ପାଇଁ ମିଳିଥିଲା କାମ

ଐଶ୍‌ଙ୍କ ଫଟୋ ଦେଖି ରାଗି ଯାଇଥିଲା ବଚ୍ଚନ ପରିବାର