‘କୌନ ମେରା, କୌନ ତେରା’ର ମ୍ୟୁଜିକ୍‌ ରିଲିଜ୍‌

ମୁମ୍ବାଇ:ଅପକମିଂ ବଲିଉଡ ଫିଲ୍ମ କୌନ ମେରା, କୌନ ତେରାର ସୁଟିଂ ପ୍ରାୟତଃ ଶେଷ ପର୍ଯ୍ୟାୟରେ। ଏଥିରେ ନବାଗତ  ଯୋଡ଼ି ଆକାଶ ଗହୱାର ଓ ପ୍ରିୟା  ଅଛନ୍ତି। ମୁମ୍ବାଇରେ ହୋଇଛି ଏହାର ମ୍ୟୁଜିକ୍‌ ରିଲିଜ୍‌।  ଏହି ଇଭେଣ୍ଟରେ ମୁଖ୍ୟ ଅତିଥି ହୋଇ ଆସିଥିଲେ ଗୋବିନ୍ଦା । କମେଡି ଫିଲ୍ମ କୌନ ମେରା କୌନ ତେରାର ଫାଷ୍ଟ୍ ଲୁକ୍ ବି ରିଲିଜ ହୋଇଛି । ଏହି  ଅବସରରେ  କ୍ୟାରିୟର ଆରମ୍ଭରେ ତାଙ୍କର ପୋଲିସ ଚରିତ୍ରକୁ ନେଇ ବେଶ୍ ଖୁସି ଅଛନ୍ତି […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 10:48 PM IST

Sports

Latest News

ମୁମ୍ବାଇ:ଅପକମିଂ ବଲିଉଡ ଫିଲ୍ମ କୌନ ମେରା, କୌନ ତେରାର ସୁଟିଂ ପ୍ରାୟତଃ ଶେଷ ପର୍ଯ୍ୟାୟରେ। ଏଥିରେ ନବାଗତ  ଯୋଡ଼ି ଆକାଶ ଗହୱାର ଓ ପ୍ରିୟା  ଅଛନ୍ତି। ମୁମ୍ବାଇରେ ହୋଇଛି ଏହାର ମ୍ୟୁଜିକ୍‌ ରିଲିଜ୍‌।  ଏହି ଇଭେଣ୍ଟରେ ମୁଖ୍ୟ ଅତିଥି ହୋଇ ଆସିଥିଲେ ଗୋବିନ୍ଦା । କମେଡି ଫିଲ୍ମ କୌନ ମେରା କୌନ ତେରାର ଫାଷ୍ଟ୍ ଲୁକ୍ ବି ରିଲିଜ ହୋଇଛି । ଏହି  ଅବସରରେ  କ୍ୟାରିୟର ଆରମ୍ଭରେ ତାଙ୍କର ପୋଲିସ ଚରିତ୍ରକୁ ନେଇ ବେଶ୍ ଖୁସି ଅଛନ୍ତି ହିରୋ ଆକାଶ । ତେବେ ଆକାଶ  ହେଉଛନ୍ତି ଗୋବିନ୍ଦାଙ୍କ ସମ୍ପର୍କୀୟ ଭାଇ।   ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆକାଶଙ୍କ ବାପା ଅର୍ଥାତ୍ ଗୋବିନ୍ଦାଙ୍କ ମାମୁଁ ଆର୍.ପି. ସିଂ । ତେଣୁ ଗୋବିନ୍ଦା ମଧ୍ୟ ଏହି ଫିଲ୍ମକୁ ନେଇ ଆଶାବାଦୀ ଅଛନ୍ତି  ।  ଦେଖାଯାଉ ଏହି କମେଡି ଫିଲ୍ମ ରିଲିଜ ହେବା ପରେ ଦର୍ଶକଙ୍କୁ କେତେ ହସର ଖୋରାକ୍ ଯୋଗାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos