କାହିଁକି ଏବେ ଚର୍ଚ୍ଚାରେ ଅଛନ୍ତି ଶ୍ରୀଦେବୀଙ୍କ ସାନଝିଅ?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। ତାଙ୍କର ଦୁଇ ଝିଅ ଜାହ୍ନବୀ ଓ ଖୁସି। ଷ୍ଟାର କିଡ୍ ହୋଇଥିବାରୁ ସେମାନଙ୍କୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୁଏ। ଶ୍ରୀଦେବୀଙ୍କ ବଡ଼ ଝିଅ  ଜାହ୍ନବୀ ସବୁବେଳେ ବଲିଉଡର ବିଭିନ୍ନ ପାର୍ଟିରେ ନଜର ଆସନ୍ତି ଓ ତାଙ୍କ ଲଭ୍ ଅଫେଆର ଯୋଗୁଁ ସେ ଅନେକଥର ସମାଲୋଚିତ ହୋଇଛନ୍ତି। କିନ୍ତୁ  ତାଙ୍କ ସାନ ଝିଅ ଖୁସିଙ୍କ ବିଷୟରେ ବେଶି ଶୁଣିବାକୁ ମିଳିନଥାଏ। […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 12:21 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। ତାଙ୍କର ଦୁଇ ଝିଅ ଜାହ୍ନବୀ ଓ ଖୁସି। ଷ୍ଟାର କିଡ୍ ହୋଇଥିବାରୁ ସେମାନଙ୍କୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୁଏ। ଶ୍ରୀଦେବୀଙ୍କ ବଡ଼ ଝିଅ  ଜାହ୍ନବୀ ସବୁବେଳେ ବଲିଉଡର ବିଭିନ୍ନ ପାର୍ଟିରେ ନଜର ଆସନ୍ତି ଓ ତାଙ୍କ ଲଭ୍ ଅଫେଆର ଯୋଗୁଁ ସେ ଅନେକଥର ସମାଲୋଚିତ ହୋଇଛନ୍ତି। କିନ୍ତୁ  ତାଙ୍କ ସାନ ଝିଅ ଖୁସିଙ୍କ ବିଷୟରେ ବେଶି ଶୁଣିବାକୁ ମିଳିନଥାଏ। ନିକଟରେ ଭାଇରାଲ୍‌ ହୋଇଥିବା ଏକ ଫଟୋ ପାଇଁ ଖୁସି ଚର୍ଚ୍ଚାରେ ଅଛନ୍ତି।

khusi

ଖୁସିଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଷ୍ଟାର କିଡ୍ସଙ୍କ ଅପଡେଟ୍ ଦେଉଥିବା ‘ଫ୍ୟାନ୍ ପେଜ୍‌’ ଏହି ଫଟୋଟିକୁ ସେଆର କରିଛି। ଫଟୋରେ ଖୁସି ବିକିନି, କ୍ୟାପ୍‌ ଓ ସନ୍ ଗ୍ଲାସ୍‌ ପିନ୍ଧି ତାଙ୍କ ସାଙ୍ଗ ମାନଙ୍କ ସହ ମସ୍ତି କରୁଥିବାର ନଜର ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos