୮୮ ବର୍ଷରେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର

ମୁମ୍ବାଇ: ଭାରତର ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ଆଜି ଜନ୍ମଦିନ। ସେ ଆଜି ୮୮ ବର୍ଷରେ ପାଦ ଦେଇଛନ୍ତି। ନିଜର କଣ୍ଠର ଯାଦୁରେ ସମସ୍ତଙ୍କ ମନ ଜିଣି ପାରିଥିବା ଲତା ମଙ୍ଗେସକର ୧୯୨୯ ମସିହାରେ ଆଜିର ଦିନରେ ଇନ୍ଦୋରରେ ଏକ ମଧ୍ୟବିତ ପରିବାରରେ ଜନ୍ମ ହୋଇଥିଲେ। ସେ ପାଖପାଖି ୩୦ ହଜାର ଗୀତ ଗାଇଛନ୍ତି। ଲତା ମଙ୍ଗେସକରଙ୍କ ବାପା ପଣ୍ଡିତ ଦୀନାନାଥ ମଙ୍ଗେସକର ଜଣେ କ୍ଲାସିକାଲ ସିଙ୍ଗର ଓ ଥିଏଟର ଆର୍ଟିଷ୍ଟ ଥିଲେ। ପାଞ୍ଚ ଭାଇଭାଉଣୀରେ ଲତା […]

Rakesh Mallick
  • Published: Thursday, 28 September 2017
  • Updated: 28 September 2017, 09:21 AM IST

Sports

Latest News

ମୁମ୍ବାଇ: ଭାରତର ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ଆଜି ଜନ୍ମଦିନ। ସେ ଆଜି ୮୮ ବର୍ଷରେ ପାଦ ଦେଇଛନ୍ତି। ନିଜର କଣ୍ଠର ଯାଦୁରେ ସମସ୍ତଙ୍କ ମନ ଜିଣି ପାରିଥିବା ଲତା ମଙ୍ଗେସକର ୧୯୨୯ ମସିହାରେ ଆଜିର ଦିନରେ ଇନ୍ଦୋରରେ ଏକ ମଧ୍ୟବିତ ପରିବାରରେ ଜନ୍ମ ହୋଇଥିଲେ। ସେ ପାଖପାଖି ୩୦ ହଜାର ଗୀତ ଗାଇଛନ୍ତି।

lata1

ଲତା ମଙ୍ଗେସକରଙ୍କ ବାପା ପଣ୍ଡିତ ଦୀନାନାଥ ମଙ୍ଗେସକର ଜଣେ କ୍ଲାସିକାଲ ସିଙ୍ଗର ଓ ଥିଏଟର ଆର୍ଟିଷ୍ଟ ଥିଲେ। ପାଞ୍ଚ ଭାଇଭାଉଣୀରେ ଲତା ହେଉଛନ୍ତି ବଡ଼। ତାଙ୍କର ତିନି ଭଉଣୀ ହେଉଛନ୍ତି ମୀନା, ଆଶା ଓ ଉଷା। ତାଙ୍କର ଏକମାତ୍ର ଭାଇଙ୍କ ନାମ ହୃଦୟନାଥ। ଜନ୍ମ ସମୟରେ ତାଙ୍କ ନାଁ ‘ହେମା’ ରଖାଯାଇଥିଲା। କିନ୍ତୁ କିଛି ବର୍ଷ ପରେ ବାପା ଦୀନାନାଥ ତାଙ୍କ ନାଁ ‘ଲତା’ ରଖିଥିଲେ।

lata3ମାତ୍ର ପାଞ୍ଚ ବର୍ଷ ବୟସରେ ଲତା ତାଙ୍କ ବାପାଙ୍କଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ସେ ଥିଏଟରରେ ମଧ୍ୟ ଅଭିନୟ କରୁଥିଲେ। ୧୯୪୨ରେ ଲତା ଯେବେ ୧୩ ବର୍ଷର ହୋଇଥିଲେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ସଂପୂର୍ଣ୍ଣ ପରିବାରର ଦାୟିତ୍ୱ ତାଙ୍କ ମୁଣ୍ଡଉପରକୁ ଆସିଯାଇଥିଲା। ତେଣୁ ପରିବାରର ଭରଣ ପୋଷଣ ପାଇଁ ସେ ଅଣ୍ଟା ଭିଡିଥିଲେ। ମରାଠି ଫିଲ୍ମ ‘ପହଲୀ ମଙ୍ଗଲା ଗୌର’ରେ ସେ ଅଭିନୟ କରିଥିଲେ।

୧୯୪୫ରେ ଲତା ନିଜ ଭାଇଭଉଣୀଙ୍କ ସହ ମୁମ୍ବାଇ ଆସିଥିଲେ। ୧୯୪୬ ରେ ସେ ହିନ୍ଦୀ ଫିଲ୍ମ  ‘ଆପକୀ ସିବା ମେଁ’ର ‘ପା ଲାଗୁଁ କର ଜୋରି’ ଗୀତ ଗାଇଥିଲେ।

lata4

୧୯୬୨ରେ ଲତାଙ୍କୁ ସ୍ଲୋ ପଏଜନ ଦିଆଯାଇଥିଲା। ଲତାଙ୍କ ଖୁବ ନିକଟତର କୁହାଯାଉଥିବା ପଦ୍ମା ସଚଦେବ ଏହି କଥାଟି ନିଜ ବହି ‘ଐସା କାହାଁସେ ଲାଉଁ’ରେ ଲେଖିଛନ୍ତି। କିନ୍ତୁ ତାଙ୍କୁ ମାରିବାକୁ କିଏ ଉଦ୍ୟମ କରିଥିଲା ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

111

ପଦ୍ମଭୂଷଣ,ପଦ୍ମବିଭୂଷଣ ପାଇଥିବା ଲତା ମଙ୍ଗେସକରଙ୍କୁ ୨୦୦୧ରେ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୮୯ରେ ତାଙ୍କୁ ‘ଦାଦା ସାହେବ ଫାଲକେ ଆୱାର୍ଡ’ ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ- ଜାଣିଛନ୍ତି କାହିଁକି ବାହାହୋଇ ନାହାଁନ୍ତି କୋକିଳକଣ୍ଠୀ ଲତା ମଙ୍ଗେସକର ? ଜଣେ ରାଜାଙ୍କ ପାଇଁ…

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story