ରୋଜଗାର କୋଟି କୋଟି ଟଙ୍କା: ହେଲେ ଜୀବନଶୈଳୀ ପୂରା ଗ୍ରାମୀଣ

ମୁମ୍ବାଇ: ବଲିଉଡର ଏହି ଅଭିନେତାଙ୍କ ରୋଜଗାର କୋଟି କୋଟି ଟଙ୍କା। ହେଲେ ଜୀବନ ବିତାଉଛନ୍ତି ପୂରା ଗ୍ରାମୀଣ ଷ୍ଟାଲ୍‌ରେ। ମାଟି ଚୂଲାରେ ରୋଷେଇ ହେଲେ ତାଙ୍କ ପରିବାର ଲୋକେ ଖାଇଥାନ୍ତି। ଏବେ ଭାବୁଥିବେ ଏହି କଳାକାର ଜଣଙ୍କ କିଏ। ଅଧିକ ଚିନ୍ତାରେ ଆପଣଙ୍କୁ ନପକାଇ କହିଦେଉଛି, ଏହି ମହାନ କଳାକାର ଜଣଙ୍କ ହେଲେ ପଙ୍କଜ ତ୍ରିପାଠୀ। ନ୍ୟୁଟନ୍‌, ଫୁକରେ, ମସାନ, ଗ୍ୟାଙ୍ଗସ୍‌ ଅଫ୍‌ ୱାସେପୁର, ଓମ୍‌କାରା, ଗୁଣ୍ଡେ, ଅନାରକଲି ଅଫ୍‌ ଆରା ଏବଂ ମାଂଝି: ଦି ମାଉଣ୍ଟେନ୍‌ […]

pankaj-tripathy

pankaj-tripathy

Rakesh Mallick
  • Published: Tuesday, 16 January 2018
  • Updated: 16 January 2018, 11:36 AM IST

Sports

Latest News

ମୁମ୍ବାଇ: ବଲିଉଡର ଏହି ଅଭିନେତାଙ୍କ ରୋଜଗାର କୋଟି କୋଟି ଟଙ୍କା। ହେଲେ ଜୀବନ ବିତାଉଛନ୍ତି ପୂରା ଗ୍ରାମୀଣ ଷ୍ଟାଲ୍‌ରେ। ମାଟି ଚୂଲାରେ ରୋଷେଇ ହେଲେ ତାଙ୍କ ପରିବାର ଲୋକେ ଖାଇଥାନ୍ତି। ଏବେ ଭାବୁଥିବେ ଏହି କଳାକାର ଜଣଙ୍କ କିଏ। ଅଧିକ ଚିନ୍ତାରେ ଆପଣଙ୍କୁ ନପକାଇ କହିଦେଉଛି, ଏହି ମହାନ କଳାକାର ଜଣଙ୍କ ହେଲେ ପଙ୍କଜ ତ୍ରିପାଠୀ।

ନ୍ୟୁଟନ୍‌, ଫୁକରେ, ମସାନ, ଗ୍ୟାଙ୍ଗସ୍‌ ଅଫ୍‌ ୱାସେପୁର, ଓମ୍‌କାରା, ଗୁଣ୍ଡେ, ଅନାରକଲି ଅଫ୍‌ ଆରା ଏବଂ ମାଂଝି: ଦି ମାଉଣ୍ଟେନ୍‌ ମ୍ୟାନ୍‌ ପରି ହିଟ୍‌ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ପଙ୍କଜ। ପଙ୍କଜଙ୍କ ଅଭିନୟ ଯେମିତି ବଳିଷ୍ଠ ତାଙ୍କ ମନ ମଧ୍ୟ ସେମିତି ସରଳ। ସେ ଚାକଚକ୍ୟ ଭରା ରହଣୀ ଅପେକ୍ଷା ଗାଁରେ ସାଧାରଣ ଲୋକଙ୍କ ପରି ରହିବାକୁ ବହୁତ ଭଲ ପାଇଥାନ୍ତି। କେବଳ ସେ ନୁହଁନ୍ତି, ପୂରା ପରିବାରଙ୍କ ଏମିତି ଚିନ୍ତାଧାରା।

Pankaj-Tripathiବିହାର ଗୋପାଳଗଞ୍ଜର ବେଲ୍‌ସଣ୍ଡରେ ରୁହନ୍ତି ବି-ଟାଉନ୍‌ର ଏହି ଷ୍ଟାରଙ୍କ ପରିବବାର ଲୋକେ। କିଛିଦିନ ପୂର୍ବେ ପଙ୍କଜ ନିଜ ଘରକୁ ଆସିଥିଲେ। ଘରେ ମାଆବାପା ଓ ସାଙ୍ଗସାଥୀଙ୍କ ସହ ପ୍ରାୟ ଗୋଟେ ସପ୍ତାହ ବିତାଇଥିଲେ। ଏହି ସମୟରେ ଜଣା ପଡିଥିଲା ଆଜି ବି ପଙ୍କଜଙ୍କ ଘରେ ମାଟି ଚୂଲାରେ ରୋଷେଇ ହେଉଛି। ପୂରା ପରିବାର ମାଟି ଚୂଲାରେ ହେଉଥିବା ରୋଷେଇ ହିଁ ଖାଇଥାନ୍ତି। ସେମାନଙ୍କୁ ଗ୍ୟାସ୍‌ କି ଅନ୍ୟ କେଉଁଥିରେ ରୋଷେଇ ହେବା ପସନ୍ଦ ନୁହେଁ।

ବେଲ୍‌ସଣ୍ଡରେ ପଙ୍କଜଙ୍କ ମାଆବାପା ଏବଂ ସମ୍ପର୍କୀୟ ରହୁଛନ୍ତି। ଚାଷୀ ପରିବାରରୁ ବି-ଟାଉନ୍‌କୁ ଲମ୍ବା ଦୌଡ଼ ଲଗାଇଛନ୍ତି ପଙ୍କଜ। ତାଙ୍କ ବାପାଙ୍କ ନାଁ ପଣ୍ଡିତ ବନାରସ ତ୍ରିପାଠୀ ଏବଂ ମାଆଙ୍କ ନାଁ ହେମନ୍ତୀ ଦେବୀ।

ପିଲାଦିନେ ପଙ୍କଜ ବହୁତ ନାଟକରେ କାମ କରିଥିଲେ ପଙ୍କଜ। ସେହିଠାରୁ ହିଁ ତାଙ୍କ ମନରେ ବଲିଉଡରେ କାମ କରିବାର ଇଚ୍ଛା ଜାଗ୍ରତ ହୋଇଥିଲା।

ପଙ୍କଜ କୁହନ୍ତି, ତାଙ୍କ ପିଲାଦିନ ବହୁତ ଅଭାବ ଅନଟନରେ କଟିଛି। ତାଙ୍କ ଗାଁକୁ ଗୋଟେ ପକ୍କା ସଡ଼କ ନାହିଁ। ଆଜି ବି ଗାଁର ଲୋକେ ଫିଲ୍ମ ଦେଖିବାକୁ ୨୦ କିମି ଦୂରକୁ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story