ଭେଟନ୍ତୁ ବଲିଉଡ୍‌ର ବ୍ୟାଡମ୍ୟାନ୍‌ଙ୍କ ସୁନ୍ଦରୀ ପତ୍ନୀଙ୍କୁ

  ବଲିଉଡରେ ହିରୋ ଓ ହିରୋଇନଙ୍କ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚା କିଛି ନୂଆ କଥା ନୁହେଁ। ହିରୋମାନଙ୍କ ପତ୍ନୀମାନଙ୍କ ସୌନ୍ଦର୍ଯ୍ୟକୁ ନେଇ ବି ଚର୍ଚ୍ଚା ହୁଏ। ତେବେ ଯେଉଁମାନେ ଚର୍ଚ୍ଚାର ପରିସରକୁ ପ୍ରାୟ ଆସନ୍ତି ନାହିଁ ସେମାନେ ହେଉଛନ୍ତି ବଲିଉଡର ବ୍ୟାଡମ୍ୟାନ୍‌ ବା ଭିଲିଆନମାନଙ୍କ ପତ୍ନୀମାନେ। ରିଲ୍ ଲାଇଫ୍‌ରେ ସିନା ଏହି ବ୍ୟାଡମ୍ୟାନ୍‌ ମାନେ ଅନ୍ୟର ସୁଖର ସଂସାର ଉଜାଡି ଦିଅନ୍ତି, କିନ୍ତୁ ବାସ୍ତବ ଜୀବନରେ ସେମାନେ ଭଲ। ଅନ୍ୟ ମାନଙ୍କର କୌଣସି କ୍ଷତି କରନ୍ତି ନାହିଁ। […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 08:23 AM IST

Sports

Latest News

ବଲିଉଡରେ ହିରୋ ଓ ହିରୋଇନଙ୍କ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚା କିଛି ନୂଆ କଥା ନୁହେଁ। ହିରୋମାନଙ୍କ ପତ୍ନୀମାନଙ୍କ ସୌନ୍ଦର୍ଯ୍ୟକୁ ନେଇ ବି ଚର୍ଚ୍ଚା ହୁଏ। ତେବେ ଯେଉଁମାନେ ଚର୍ଚ୍ଚାର ପରିସରକୁ ପ୍ରାୟ ଆସନ୍ତି ନାହିଁ ସେମାନେ ହେଉଛନ୍ତି ବଲିଉଡର ବ୍ୟାଡମ୍ୟାନ୍‌ ବା ଭିଲିଆନମାନଙ୍କ ପତ୍ନୀମାନେ। ରିଲ୍ ଲାଇଫ୍‌ରେ ସିନା ଏହି ବ୍ୟାଡମ୍ୟାନ୍‌ ମାନେ ଅନ୍ୟର ସୁଖର ସଂସାର ଉଜାଡି ଦିଅନ୍ତି, କିନ୍ତୁ ବାସ୍ତବ ଜୀବନରେ ସେମାନେ ଭଲ। ଅନ୍ୟ ମାନଙ୍କର କୌଣସି କ୍ଷତି କରନ୍ତି ନାହିଁ। ସେମାନେ ବି ଅନ୍ୟମାନଙ୍କ ପରି ଘରସଂସାର କରି ଶାନ୍ତିରେ ରହନ୍ତି। ସେମାନଙ୍କ ପତ୍ନୀମାନେ ବି ସୌନ୍ଦର୍ଯ୍ୟରେ କୌଣସି ହିରୋଇନ ମାନଙ୍କଠାରୁ କମ୍ ନୁହଁନ୍ତି। ଆସନ୍ତୁ ଜାଣିବା ବଲିଉଡର କେତେ ଜଣ ନାମକରା ବ୍ୟାଡ୍‌ମ୍ୟାନଙ୍କ ସହଧର୍ମିଣୀମାନଙ୍କ ସଂପର୍କରେ।

gulshan

କଶିଶ୍- ଗୁଲଶନ ଗ୍ରୋଭରଙ୍କ ଇମେଜ୍ ବଲିଉଡରେ ବ୍ୟାଡ୍‌ମ୍ୟାନ୍‌ର। ସେ କଶିଶ ଓ ଫିଲୋମିନାଙ୍କୁ ବିବାହ କରିଥିଲେ। କିନ୍ତୁ ଏବେ ସିଙ୍ଗିଲ ଅଛନ୍ତି। ତାଙ୍କ ପତ୍ନୀ କଶିଶ ଦେଖିବାକୁ ବହୁତ ସୁନ୍ଦର।

shakti

ଶିବାଙ୍ଗି- ବଲିଉଡର ଅନ୍ୟତମ ପ୍ରସିଦ୍ଧ ଭିଲିଆନ ଶକ୍ତି କପୁରଙ୍କ ସ୍ତ୍ରୀ ଶିବାଙ୍ଗି ଦେଖିବାକୁ ବହୁତ ସୁନ୍ଦର। ସେ ପଦ୍ମିନୀ କୋହ୍ଲାପୁରେଙ୍କ ବଡ଼ ଭଉଣୀ।

anpam kher

କିରନ ଖେର- ଦର୍ଶକଙ୍କୁ ହସେଇବା ପୂର୍ବରୁ ଅନୁପମ ଖେର ପରଦା ଉପରେ ବହୁତ କନ୍ଦେଇ ଥିଲେ। ସେ ଗୋଟେ ସମୟରେ ପ୍ରସିଦ୍ଧ ଭିଲିଆନ ଥିଲେ। ତାଙ୍କ ପତ୍ନୀ କିରଣ ଖେର ମଧ୍ୟ ଜଣେ ସଫଳ ଅଭିନେତ୍ରୀ। ସେ ଦେଖିବାକୁ ଖୁବ୍ ସୁନ୍ଦର।

ashutosh

ରେଣୁକା ଶାହାଣେ- ଆଶୁତୋଷ ରାଣାଙ୍କୁ ଭିଲିଆନ୍ ଚରତ୍ର ପାଇଁ ଅନେକ ପ୍ରଶଂସା ମିଳିଛି। ତାଙ୍କ ପତ୍ନୀ ରେଣୁକାଙ୍କର ମଧ୍ୟ ଆଜି ଇଣ୍ଡଷ୍ଟ୍ରିରେ ବହୁତ ନାଁ। ସୌନ୍ଦର୍ଯ୍ୟରେ ରେଣୁକା କୌଣସି ହିରୋଇନଙ୍କଠାରୁ କମ୍ ନୁହଁନ୍ତି।

pareshrawal1

ସ୍ୱରୂପ ସଂପତ- ପରେଶ ରାୱଲ ବହୁ ଫିଲ୍ମରେ ଭିଲିଆନ୍ ଭୂମିକାରେ ଜବରଦସ୍ତ ଅଭିନୟ କରିଛନ୍ତି। ସେ ପ୍ରେମ ବିବାହ କରିଥିଲେ। ତାଙ୍କ ପତ୍ନୀ ସ୍ୱରୂପ ସଂପତ  ବହୁତ ସୁନ୍ଦର। ସେ ୧୯୭୯ରେ  ମିସ୍ ଇଣ୍ଡିଆ ହୋଇଥିଲେ। ସେହିବର୍ଷ ସେ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ମଧ୍ୟ ଭାରତରୁ ପ୍ରତିନିଧିତ୍ୱ କରିଥିଲେ।

prakash

ପୁନି ବର୍ମା-ଫିଲ୍ମ ଗୁଡିକରେ ହିରୋ ଓ ହିରୋଇନଙ୍କର ନିଦ ହଜାଇ ଦେଉଥିବା ପ୍ରକାଶ ରାଜଙ୍କ ପତ୍ନୀ ଦେଖିବାକୁ ଖୁବ ସୁନ୍ଦର।

ronitସୋନାଲୀ ରୟ- ରୋନିତ ରୟ ବଲିଉଡର ସେହି ଲୋକ ପ୍ରିୟ ଭିଲିଆନମାନଙ୍କ ମଧ୍ୟରୁ ଜଣେ ଯାହାଙ୍କୁ ଟକ୍କର ଦେବା ପାଇଁ ହିରୋମାନଙ୍କୁ ମଧ୍ୟ କାଫି ପରିଶ୍ରମ କରିବାକୁ ପଡ଼ିଥାଏ। ତାଙ୍କ ସ୍ତ୍ରୀ ସୋନାଲୀ ଦେଖିବାକୁ ଖୁବ ସୁନ୍ଦର। ସେ ଖୁବ୍ ଷ୍ଟାଇଲିସ୍ ମଧ୍ୟ।

sonu

ସୋନାଲୀ ସୁଦ- ପଞ୍ଜାବର ଗୌରବ ସୋନୁ ଅନେକ ଫିଲ୍ମରେ ଭିଲିଆନ ଚରିତ୍ରରେ ଅଭିନୟ କରିଛନ୍ତି। ସେ ଦେଖିବାକୁ ବହୁତ ହ୍ୟାଣ୍ଡସମ୍‌। ତାଙ୍କ ପତ୍ନୀ ସୋନାଲୀ ମଧ୍ୟ କୌଣସି ଫିଲ୍ମ ହିରୋଇନଙ୍କଠାରୁ କମ୍ ନୁହଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story