ଟେଲିଭିଜନ୍ ଷ୍ଟାରଙ୍କ ପତ୍ନୀ- କିଏ କ’ଣ କରନ୍ତି?

ମୁମ୍ବାଇ:ବଲିଉଡର ଷ୍ଟାର୍‌ଙ୍କ ୱାଇଫମାନଙ୍କ ବିଷୟରେ ତ ସମସ୍ତେ ଅଳ୍ପେବହୁତେ ଜାଣିଛନ୍ତି। କିନ୍ତୁ ଟିଭି ଅଭିନେତାଙ୍କ କଥା ଆସିଲେ ତାଙ୍କ ପରିବାର ବିଷୟରେ ଖୁବ କମ୍‌ ଲୋକ ଜାଣିଥିବେ! କିଛି ଟିଭି ଷ୍ଟାରଙ୍କ ପତ୍ନୀମାନେ ଅଭିନୟ କରନ୍ତି,ସେମାନଙ୍କୁ ଆପଣମାନେ ଜାଣିଥିବେ। କିନ୍ତୁ ଯେଉଁ ଟେଲିଭିଜନ ଷ୍ଟାରମାନଙ୍କ ପତ୍ନୀମାନେ ଟିଭି ପରଦାରେ କାମ କରୁନାହାନ୍ତି, ଆମେ ସେମାନଙ୍କ ବିଷୟରେ କହିବୁ। ଚାଲନ୍ତୁ ଜାଣିବା କେତେଜଣ ପପୁଲାର ଟେଲିଭିଜନ ଅଭିନେତାଙ୍କ ପତ୍ନୀମାନଙ୍କ ପ୍ରଫେସନ ସଂପର୍କରେ। ରଜତ ଟୋକସ– ‘ଚନ୍ଦ୍ରନନ୍ଦିନୀ‘ର ଲୋକପ୍ରିୟ ଅଭିନେତା […]

Rakesh Mallick
  • Published: Wednesday, 20 September 2017
  • Updated: 20 September 2017, 01:17 PM IST

Sports

Latest News

ମୁମ୍ବାଇ:ବଲିଉଡର ଷ୍ଟାର୍‌ଙ୍କ ୱାଇଫମାନଙ୍କ ବିଷୟରେ ତ ସମସ୍ତେ ଅଳ୍ପେବହୁତେ ଜାଣିଛନ୍ତି। କିନ୍ତୁ ଟିଭି ଅଭିନେତାଙ୍କ କଥା ଆସିଲେ ତାଙ୍କ ପରିବାର ବିଷୟରେ ଖୁବ କମ୍‌ ଲୋକ ଜାଣିଥିବେ! କିଛି ଟିଭି ଷ୍ଟାରଙ୍କ ପତ୍ନୀମାନେ ଅଭିନୟ କରନ୍ତି,ସେମାନଙ୍କୁ ଆପଣମାନେ ଜାଣିଥିବେ। କିନ୍ତୁ ଯେଉଁ ଟେଲିଭିଜନ ଷ୍ଟାରମାନଙ୍କ ପତ୍ନୀମାନେ ଟିଭି ପରଦାରେ କାମ କରୁନାହାନ୍ତି, ଆମେ ସେମାନଙ୍କ ବିଷୟରେ କହିବୁ। ଚାଲନ୍ତୁ ଜାଣିବା କେତେଜଣ ପପୁଲାର ଟେଲିଭିଜନ ଅଭିନେତାଙ୍କ ପତ୍ନୀମାନଙ୍କ ପ୍ରଫେସନ ସଂପର୍କରେ।

rajatରଜତ ଟୋକସ- ‘ଚନ୍ଦ୍ରନନ୍ଦିନୀ‘ର ଲୋକପ୍ରିୟ ଅଭିନେତା ରଜତ ଟୋକସଙ୍କ ପତ୍ନୀ ସୃଷ୍ଟି ନାୟର ପେସାରେ ଜଣେ ଥିଏଟର ଅଭିନେତ୍ରୀ। ରଜତ ‘ଚନ୍ଦ୍ରନନ୍ଦିନୀ’ ବ୍ୟତୀତ ’ଧରମ ବୀର’, ‘ବଂଦିନୀ’ ଓ ‘ଯୋଦ୍ଧା ଆକବର’  ଭଳି ସିରିଏଲରେ ଅଭିନୟ କରିଛନ୍ତି।

anasa

ଅନସ ରାସିଦ- ‘ଦିୟା ଔର ବାତୀ ହମ’ର ଲିଡ୍‌ ଆକ୍ଟର ଅନସ ରାସିଦଙ୍କ ପତ୍ନୀ ହିନା ଇକବାଲ ପେସାରେ ଜଣେ ମାନବସମ୍ବଳ ଅଧିକାରୀ। ଅନସ ‘କହିଁ ତୋ ହୋଗା’, ‘କ୍ୟା ହୋଗା ନିମୋକା’  ଭଳି ସିରିଏଲରେ ଅଭିନୟ କରିଛନ୍ତି।

karan

କରନ ବୀର ବୋହରା – ‘ନାଗୀନ’ ର ଲୋକପ୍ରିୟ ଅଭିନେତା କରନ ବୀର ବୋହରାଙ୍କ ପତ୍ନୀ ଟିଜେ ସିଦ୍ଧୁ ପେସାରେ ଜଣେ ଆରଜେ ଓ ପ୍ରଡ୍ୟୁସର। କରନ ‘ଜଷ୍ଟ ମହୋବତ’,‘କ୍ୟୁଁକି ଶାଶ୍‌ ଭି କଭି ବୋହୂ ଥି’,‘ସରାରତ’, ‘କୁସୁମ’ ଓ ‘କୁବୁଲ ହେ’ ଭଳି ଲୋକପ୍ରିୟ ଧାରାବାହିକରେ ଅଭିନୟ କରିଛନ୍ତି।

baroon

ବରୁନ ସୋବତୀ- ‘ଇସ୍‌ ପ୍ୟାର କୋ କ୍ୟା ନାମ୍ ଦୁଁ’ ୧ ଓ ୩ ର ପପୁଲାର ଆକ୍ଟର ବରୁନଙ୍କ ପତ୍ନୀ ପଶମିନ ମନଚନ୍ଦା ପେସାରେ ଜଣେ ଆକାଉଣ୍ଟାଣ୍ଟ।

nakul

ନକୁଲ ମେହତା- ‘ଇସ୍କବାଜ’ର ଲୋକପ୍ରିୟ ଅଭିନେତା ନକୁଲ ମେହେତାଙ୍କ ପତ୍ନୀ ଜାନକି ପାରିଖ ପେସାରେ ଜଣେ ସିଙ୍ଗର ଓ ଭିଓ ଆର୍ଟିଷ୍ଟ। ନକୁଲ ‘ପ୍ୟାରକା ଦର୍ଦ ହେ ମିଠା ମିଠା ପ୍ୟାରା ପ୍ୟାରା’, ’ଦିଲ ବୋଲେ ଓବରୟେ’ ଭଳି ଶୋରେ ଅଭିନୟ କରିଛନ୍ତି।

ruslan

ରୁସଲାନ ମୁମତାଜ- ‘ବାଳିକା ବଧୂ’ର ରୁସଲାନ ମୁମତାଜଙ୍କ ପତ୍ନୀ ନିରାଲୀ ମେହେତା ପେସାରେ ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର।

ranvir

ରଣବିଜୟ ସିଂ- ‘ଏମ ଟିଭି ସ୍ପିଲ୍ଟସ୍‌ ଭିଲା’ର ହୋଷ୍ଟ୍‌ ରଣବିଜୟଙ୍କ ପତ୍ନୀ ପ୍ରିୟଙ୍କା ପେସାରେ ଜଣେ ମଡେଲ।

angatparnit

ଅଂଗଦ ହସିଜା- ‘ସପନା ବାବୁଲ କି ବିଦାଇ’ର  ଲିଡ୍‌ ଆକ୍ଟର ଅଂଗଦଙ୍କ ପତ୍ନୀ ପରନୀତ ପେସାରେ ଜଣେ ଫିଜିଓ ଥେରାପିଷ୍ଟ। ଅଂଗଦ ଅଭିନୟ କରିଥିବା  ସୋଗୁଡିକ ହେଉଛି ‘ଫୁଲବା’, ‘ରାମ ମିଲାଇ ଯୋଡି’ ଓ ‘ୱାରିସ୍’।

jay

ଜୟ ସୋନୀ- ‘ଶଶୁରାଲ ଗେନ୍ଦା ଫୁଲ’ର ଲୋକପ୍ରିୟ ଅଭିନେତା ଜୟ ସୋନୀଙ୍କ ପତ୍ନୀ ପୂଜା ସାହ ପେସାରେ ଜଣେ ଫୁଟ୍‌ବିୟର ଡିଜାଇନର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story